କରୋନା ମାଡ଼ ପରେ ସର୍ବସ୍ବାନ୍ତ କାରିଗର, ତଥାପି ଆତ୍ମନିର୍ଭରଶୀଳତା ପାଇଁ ଉଦ୍ୟମ ଜାରି
ଝାରସୁଗୁଡା: କରୋନା ମହାମାରୀ ଅନେକ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଶ୍ନବାଚୀ ଚିହ୍ନ ଆଙ୍କି ଦେଇଥିବା ବେଳେ ଲୋକେ ଏକାସାଥିରେ ଏବେ ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଗୋଟିଏ ପଟେ ମାରାତ୍ମକ ରୋଗ ଆକ୍ରମଣ ଓ ଅନ୍ୟପଟେ ପେଟ ପାଇଁ ଚିନ୍ତା ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...