Daily Archives

September 20, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ବିଭିନ୍ନ ପରିସ୍ଥିତିରେ ମୁକାବିଲା କରିବାର ସକ୍ଷମ ହେବେ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ବୃଷ: ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ କଥାକୁ ଧୢାନ ଦେଇ ଶୁଣିବେ।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଟୁରିଷ୍ଟ ଗାଇଡଙ୍କୁ ଗଣଦୁଷ୍କର୍ମ  : ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ:  ନୂଆଦିଲ୍ଲୀର ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳ କନ୍ନାଟ୍ ପ୍ଲେସ୍ ବଜାରଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଏକ ଉଚ୍ଚ-ସୁରକ୍ଷା ଜୋନ ଭିତରେ ଆସୁଥିବା କେନ୍ଦ୍ରୀୟ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଥିବା ଏକ ପଞ୍ଚତାରକା ହୋଟେଲରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଜଣେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ-୧୩: କିଙ୍ଗସ୍ ଇଲେଭେନକୁ ୧୫୮ ରନ୍ ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୩ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଆଜି କିଙ୍ଗସ୍ ଇଲେଭେନ ପଂଜାବକୁ ୧୫୮ ରନ୍ ବିଜୟ ଲକ୍ଷ ଦେଇଛି । ଟସ୍ ଜିଣି କିଙ୍ଗସ୍ ଇଲେଭେନ ପଂଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା ।…
ଅଧିକ ଖବର ଦେଖନ୍ତୁ...

୨୩ଟି ନୂଆ କରୋନାଭାଇରସ୍ ସଂକ୍ରମଣରୁ ଏକ ତୃତୀୟାଂଶ ଭାରତରୁ ଆସିଥିବା କହି ଏୟାର୍‌ଇଣ୍ଡିଆ ବିମାନ ନିଷେଧ କଲା ହଙ୍ଗ୍…

ନୂଆଦିଲ୍ଲୀ: ହଠାତ୍ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ରିବିବାର ଦିନ ହଙ୍ଗ୍‌ କଙ୍ଗ୍ ସରକାର ଏୟାର୍‌ଇଣ୍ଡିଆର ବିମାନଗୁଡ଼ିକୁ ବାତିଲ କରିଥିବା କଥା ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି। ବିମାନରେ ଆସୁଥିବା ଯାତ୍ରୀମାନେ କୋଭିଡ୍-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ…
ଅଧିକ ଖବର ଦେଖନ୍ତୁ...

ଆଜି କଟକ ସହରର ୩୩୫ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୨୯ ଜଣ

କଟକ: ଆଜି କଟକ ସହରରୁ ମୋଟ ୩୩୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୨୦୬ ଜଣ ସଂଗରୋଧ ଓ ୧୨୯ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ…
ଅଧିକ ଖବର ଦେଖନ୍ତୁ...

ବୁଢ଼ାବଳଙ୍ଗ ନଦୀରୁ ବୃଦ୍ଧାଙ୍କ ଶବ ଉଦ୍ଧାର

ବାରିପଦା: ଆଜି ବୁଢ଼ାବଳଙ୍ଗ ନଦୀରୁ ଜଣେ ବୃଦ୍ଧାଙ୍କ ଶବ ଉଦ୍ଧାର କରାଯାଇଛି। ମୃତା ବୃଦ୍ଧାଙ୍କ ପରିଚୟ ଫୁଲେଶ୍ବରୀ ସିଂ(୬୦) ବୋଲି ଜଣାପଡ଼ିଛି। ମୃତା ବୃଦ୍ଧାଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ କଚିମବିଲା ବୋଲି ବାରିପଦା ଟାଉନ୍ ଥାନା ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ଆଜି ବୁଢାବଳଙ୍ଗ ନଦୀ…
ଅଧିକ ଖବର ଦେଖନ୍ତୁ...

ଜୁନାଗଡ଼ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନାଗଡ଼ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ସନ୍ଧ୍ୟା ୫…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣରୁ ସୁସ୍ଥ ହେବା ନେଇ ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଲେ ଅଭିନେତ୍ରୀ ମଲାଇକା ଅରୋରା

ମୁମ୍ବାଇ: ଗତ ସେପ୍ଟେମ୍ବର ୭ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପରୀକ୍ଷା କରିଥିବା ଅଭିନେତ୍ରୀ ମଲାଇକା ଅରୋରା ରବିବାର ଦିନ ନିଜେ ସୁସ୍ଥ ହୋଇଥିବା ନେଇ ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଛନ୍ତି। ଅଭିନେତ୍ରୀ ନିଜର ଏକ ଚିତ୍ର ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଏକ ମାସ୍କ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ କାଟ୍‌କୁ ନେଇ ଅସାମାଜିକଙ୍କ ଗୁଣ୍ଡାଗିରି: ୭ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ବନ୍ଧୁକ ଦେଖାଇ…

ବାଲେଶ୍ବର: ସ୍ଥାନୀୟ ସିଇଡି ଡିଭିଜନ ଫୁଲାଡ଼ି ସେକସନ୍‌ରେ ଆଜି ସନ୍ଧ୍ୟା ସମୟରେ କିଛି ଅସମାଜିକ ଯୁବକମାନେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି। ଏଥିରେ ୭ ଜଣ କର୍ମଚାରୀ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ କର୍ମଚାରୀଙ୍କୁ ବାଲେଶ୍ବର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବାସ୍ତବ ନିୟନ୍ତ୍ରଣ ରେଖା ବିବାଦ: ତିନି ସପ୍ତାହରେ ଛଅଟି ଗୁରୁତ୍ବପୂର୍ଣ୍ଣ ପାହାଡ଼ ଅଧିକାର କରିଛନ୍ତି ଭାରତୀୟ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖ ସେକ୍ଟର୍‌ରେ ଚୀନା ସେନା ସହ ଚାଲିଥିବା ବିବାଦ ସମୟରେ ଗତ ତିନି ସପ୍ତାହ ଭିତରେ ଭାରତୀୟ ସେନା ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ଛଅଟି ନୂଆ ଗୁରୁତ୍ବପୂର୍ଣ୍ଣ ପାହାଡ଼ ଦଖଲ କରିଛି। ଶୀର୍ଷସ୍ତରୀୟ ସରକାରୀ ସୂତ୍ରରୁ ପ୍ରକାଶ, ଅଗଷ୍ଟ ୨୯ ଓ ସେପ୍ଟେମ୍ବର…
ଅଧିକ ଖବର ଦେଖନ୍ତୁ...