Daily Archives

September 20, 2020

ପ୍ରବାସୀ ସୁରତ ମୁହାଁ: ଅଣ୍ଟା ସଳଖୁଛି ସୁତାକଳ, ଅକ୍ଟୋବର ୩୦ ଯାଏ ସ୍ବତନ୍ତ୍ର ଟ୍ରେନରେ ଟିକେଟ ନାହିଁ

ବ୍ରହ୍ମପୁର: ଜୀବିକା ହରାଇ ୪ମାସ ତଳେ ନିଜ ଭିଟାମାଟି ଫେରିଥିବା ଓଡ଼ିଆ ସୂତାକଳ ଶ୍ରମିକ ଏବେ ସୁରତ। ଓଡ଼ିଶାରୁ ଏତେମାତ୍ରାରେ ଶ୍ରମିକ ଫେରୁଛନ୍ତି ଏବ˚ ଫେରିବାକୁ ଚାହିଁ ବସିଛନ୍ତି ଯେ, ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନରେ ଟିକେଟ ନାହିଁ। ଅନଲକ୍‌ରେ କଟକଣା କୋହଳ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୮୪୦ ଜଣଙ୍କ ସମେତ ଆଜି ରାଜ୍ୟରୁ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪୦ ଜଣଙ୍କ ସମେତ ଆଜି ରାଜ୍ୟରୁ ୪ ହଜାର ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ…
ଅଧିକ ଖବର ଦେଖନ୍ତୁ...

ମୋଦୀ ସରକାର କୃଷକମାନଙ୍କୁ ପୁଞ୍ଜିପତିମାନଙ୍କର ଗୋଲାମ ବନାଇବାକୁ ଚାହୁଁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:  ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇସାରିଛି କୃଷି ବିଲ୍  । ହେଲେ ସଡ଼କଠାରୁ ସଂସଦ ଯାଏ ଏହି ବିଲକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଏହି ବିଲକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେ କହିଛନ୍ତି କି ଏହି ବିଲ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଠାରୁ ୨ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ: ହାଇକୋର୍ଟ ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଦିନ ବନ୍ଦ୍ ରହିବ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟ କାର୍ଯ୍ୟାଳୟର କେତେକ ସେକ୍ସନ ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ସମଗ୍ର ହାଇକୋର୍ଟ ବିଲ୍ଡିଙ୍ଗ ପରିସର ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ-୧୩: ଟସ୍ ଜିଣି କିଙ୍ଗ ଏକ୍ସଆଇ ପଂଜାବର ବୋଲିଂ ନିଷ୍ପତ୍ତି, ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ଜାରି

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୩ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଆଜି କିଙ୍ଗ ଏକ୍ସଆଇ ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେଉଛି । ଏହି ମ୍ୟାଚରେ ଟସ୍ ଜିଣି କିଙ୍ଗ ଏକ୍ସଆଇ ପଂଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ…
ଅଧିକ ଖବର ଦେଖନ୍ତୁ...

ନେପାଳରେ ଚୀନ୍‌ର ଜବରଦଖଲ; ହମ୍‌ଲାର ଲାପ୍‌ଚା-ଲିମି ଅଞ୍ଚଳରେ ବେଆଇନ ଭାବେ ଗଢ଼ିଛି ୯ଟି କୋଠା

ନୂଆଦିଲ୍ଲୀ: ବିସ୍ତାରବାଦ ନୀତିରେ ଚୀନ୍ ତା’ର ସୁଖଦୁଃଖର ବନ୍ଧୁ ନେପାଳକୁ ମଧ୍ୟ ଛାଡ଼ିନାହିଁ। ବିନା ସମ୍ମତି ଓ ଅନୁମତିରେ ନେପାଳର ଆଉ ଏକ ଅଞ୍ଚଳରେ ଜବର ଦଖଲ କରି ଚୀନ୍‌ ୯ଟି କୋଠା ନିର୍ମାଣ କରିଛି। ଚୀନ୍ ଜବର ଦଖଲ କରିଥିବା ନେପାଳୀ ଅଞ୍ଚଳ ହେଉଛି ହୁମ୍‌ଲା ଜିଲ୍ଲା ଅନ୍ତର୍ଗତ ଏକ…
ଅଧିକ ଖବର ଦେଖନ୍ତୁ...

ଗୁରୁଣ୍ଡିଆ ଜଳପ୍ରପାତରେ ଗାଧୋଉଥିଲେ ରାଉରକେଲାର ୮ ଜଣ ଯୁବକ, ୨ ନିଖୋଜ

ରାଉରକେଲା/ଗୁରୁଣ୍ଡିଆ: ସାଙ୍ଗମାନଙ୍କ ସହିତ ଜଳପ୍ରପାତକୁ ଯାଇ ମଜାମସ୍ତି କରିବା ୨ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଲୋସ ପଂଚାୟତ ନିକଟସ୍ଥ ବାଦଲଗିରି ଜଳପ୍ରପାତରେ ଆଜି ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଦ୍ୱୟ ହେଲେ ସ୍ୱରୂପ ମହାନ୍ତି (୨୨) ଓ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ସଦର ଆସନରୁ ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବେ ଅରିନ୍ଦମ! ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ

ବାଲେଶ୍ୱର: ବାଲେଶ୍ୱର ସଦର ଆସନରୁ ବିଜେଡି ପକ୍ଷରୁ ସିନେ ତାରକା ଅରିନ୍ଦମ ପ୍ରାର୍ଥୀ ହେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାକୁନେଇ…
ଅଧିକ ଖବର ଦେଖନ୍ତୁ...

ପରିବାର ନୁହେଁ ମଣିଷ ସୁଖର ମୁଖ୍ୟ ହେଉଛନ୍ତି ସାଙ୍ଗସାଥୀ: ଅଧ୍ୟୟନ

ଟେକ୍ସାସ୍ (ଯୁକ୍ତରାଷ୍ଟ୍ର ଆମେରିକା): ପରିବାରରେ ସମୟ ବିତାଇବା ଅପେକ୍ଷା ସାଙ୍ଗସାଥୀଙ୍କ ସହ ମିଳିତ ହେଲେ ଲୋକେ ପ୍ରକୃତରେ ସୁଖୀ ହୁଅନ୍ତି ବୋଲି ‘ଏସ୍‌ଏମ୍‌ୟୁ ସାଇକୋଲୋଜି ପ୍ରଫେସର୍‌ ନାଥନ ହଡ୍‌ସନ୍ କରିଥିବା ଅଧ୍ୟୟନ କହୁଛି। ହଡ୍‌ସନ୍‌ଙ୍କ ଗବେଷଣାରୁ ଜଣାପଡ଼ିଛି ଯେ, ପତ୍ନୀ/ପତି ଓ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କ ପରାମର୍ଶ: କରୋନା ଚିହ୍ନଟ ଗର୍ଭବତୀ ମହିଳା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଲେ ଭଲ

ଭୁବନେଶ୍ୱର: କୋଭିଡ-୧୯ ଚିହ୍ନଟ ହେବା ପରେ ଗର୍ଭବତୀ ମହିଳା କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଲେ ଭଲ । ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଅଜିତ କୁମାର ମହାନ୍ତି ଆଜି ଏହି ପରାମର୍ଶ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଗର୍ଭବତୀ ମହିଳା ଯେତେବେଳେ ଜାଣିପାରିବେ…
ଅଧିକ ଖବର ଦେଖନ୍ତୁ...