Daily Archives

September 21, 2020

ମୟୂରଭଞ୍ଜରେ କମୁନି ମୃତ୍ୟୁର ଧାରା: ଶ୍ମଶାନରୁ ଲିଭୁନି ଜୁଇ, ପୁଣି ଜଣେ ମୃତ

ବାରିପଦା: ମୟୂରଭଞ୍ଜରେ କମୁନି କରୋନାଜନିତ ମୃତ୍ୟୁର ଧାରା। ଜିଲ୍ଲା ସଦରମହକୁମା ବାରିପଦାରେ ଥିବା ଦୁଇଟି ଶ୍ମଶାନରେ କରୋନା ପୀଡ଼ିତଙ୍କ ଜୁଇ ଏକପ୍ରକାର ଲିଭୁନଥିବା କହିଲେ ଚଳେ। ଆଜି ଜିଲ୍ଲାରୁ ପୁଣି ଜଣେ ବୃଦ୍ଧଙ୍କର କରୋନାଜନିତ ମୃତ୍ୟୁ ଘଟିଛି। ସରକାରୀ ରିପୋର୍ଟ ଅନୁସାରେ ଆଜି ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩ : ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ପରାସ୍ତ କଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ଦୁବାଇ: ଇଣ୍ଡିଆନ ପ୍ରିମିୟମ୍‌ ଲିଗ୍‌ (ଆଇପିଏଲ-୧୩)ର ତୃତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ପରାସ୍ତ କରିଛି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୬୪ ରନ୍‌ର ପିଛାକରି ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୫୩ରନ୍‌ କରିବାକୁ ସକ୍ଷମ ହୋଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଭୂତକୋଠି ପାଲଟିଛି ଅଙ୍ଗନୱାଡି କେନ୍ଦ୍ର, ଛାତ-କବାଟ-ଝରକା ନାହିଁ, ୧୪ ବର୍ଷ ଧରି ଅଙ୍ଗନୱାଡି ସହାୟିକାଙ୍କ ଘରେ…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଘେରି ରହିଥିବା ଘୁଟରୁଖାଲ ଗାଁର ଅଙ୍ଗନୱାଡି କେନ୍ଦ୍ର ଏବେ ଭୁତକୋଠି ପାଲଟିଛି । ଛାତ,  କବାଟ କିମ୍ବା  ଝରକା ନାହିଁ ।  ୧୪ ବର୍ଷ ଧରିଅଙ୍ଗନୱାଡି ସହାୟିକାଙ୍କ ଘରେ ଶିଶୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ଲଦାଖର ‘ମାଂଜି’: ମେମେ ଚୋଞ୍ଜୋର ୩୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ନିଜର ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ ସହ ବିକ୍ରୟ…

ଲଦାଖ: ରୂପେଲି ପରଦା ଉପରେ ଅନେକ ‘ରିଲ୍‌ ଲାଇଫ୍‌ ହିରୋ’ଙ୍କୁ ଆମେ ଦେଖିଛୁ ଯେଉଁମାନେ ଅନ୍ୟର ଦୁଃଖ ଯନ୍ତ୍ରଣା ଦେଖି କିଛି ଠୋସ୍‌ କାର୍ଯ୍ୟକ୍ରମ କରିବା ପାଇଁ ଆଗେଇ ଆସନ୍ତି! କିନ୍ତୁ, ‘ରିଏଲ ଲାଇଫ୍‌’ରେ କ’ଣ ଏପରି ହିରୋ ଥା’ନ୍ତି, ଯାହାଙ୍କୁ ଅନ୍ୟମାନଙ୍କ ଦୁଃଖ ଓ ଯନ୍ତ୍ରଣା ଏତେ ମାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ଅଭିନବ ଉଦ୍ଭାବନ: ସ୍କ୍ରାପ୍‌ ସିଟି ବସ୍‌ରୁ ମହିଳାମାନଙ୍କ ପାଇଁ ମୋବାଇଲ୍‌ ଟଏଲେଟ୍‌

ମୁମ୍ବାଇ: ପୁଣେର ଦୁଇଜଣ ଉଦ୍ୟୋଗୀ ମିଳିତ ଭାବେ ଏକ ଅଭିନବ ଉଦ୍ଭାବନ କରିଛନ୍ତି। ସ୍କ୍ରାପ୍‌ ବା ରଦ୍ଦିମାଲ ଭାବେ ବିକ୍ରି ହେବାକୁ ଥିବା ଭଙ୍ଗା ଦଦରା ସିଟି ବସ୍‌ ସବୁକୁ କିଣିନେଇ ଏବେ ସେଥିରେ ସେମାନେ ତିଆରି କରିଛନ୍ତି ମହିଳାମାନଙ୍କ ପାଇଁ ଟଏଲେଟ୍‌ ବା ଶୌଚାଳୟ। ଏହି ଶୌଚାଳୟ ସବୁ ପୁଣି…
ଅଧିକ ଖବର ଦେଖନ୍ତୁ...

ରୋଷେୟାଙ୍କ ଗାଁ ମେନାର; ୬ ଅଙ୍କର ଦରମା ସହ କୋଟିପତି ଓ ସେଲିବ୍ରିଟିମାନଙ୍କ ରୋଷଇଶାଳରେ ରାଜ୍‌ କରନ୍ତି ଏଇ ଗାଁର…

ଉଦୟପୁର: ରାଜସ୍ଥାନ ଉଦୟପୁର ଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଛୋଟିଆ ଧୂଳିଧୂସରିତ ଗାଁ ମେନାର। ତେବେ, ଦେଶ ତଥା ବିଦେଶରେ ରହିଛି ଏହି ଗାଁର ରହିଛି ଏକ ଖାସ୍‌ ପରିଚିତି। ଆଉ ସେଇ ପରିଚିତିଟି ହେଉଛି ରୋଷେୟାମାନଙ୍କ ଗାଁ! ହଁ, ଶୁଣିବାକୁ କିଛିଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ; ହେଲେ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ଯୁଦ୍ଧରେ ଜିତିଲେ ୧୦୬ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଜଣେ ୧୦୬ ବର୍ଷୀୟା ମହିଳାଙ୍କ ଆଗରେ ହାର୍‌ ମାନିଛି କୋଭିଡ୍‌-୧୯। ମହାରାଷ୍ଟ୍ର ଥାନେ ଜିଲ୍ଲାର କରୋନା ଆକ୍ରାନ୍ତ ଏହି ୧୦୬ ବର୍ଷୀୟା ମହିଳା ଶେଷରେ କୋଭିଡ୍‌-୧୯କୁ ପରାସ୍ତ କରି ଆରୋଗ୍ୟ ଲାଭ କରିବା ପରେ ରବିବାର ଦିନ ହସ୍ପିଟାଲରୁ ନିଜ ଘରକୁ ଫେରି ଯାଇଛନ୍ତି। ଡାକ୍ତର ଏବଂ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌! ତିନିମାସ ଧରି ବେତନ ପାଇ ନଥିବା ବ୍ୟକ୍ତି ନିଜର ଦୁଇ ଶିଶୁଙ୍କୁ କ୍ଷୀର ଯୋଗାଇବାରେ ଅସମର୍ଥ ହୋଇ…

ନୂଆଦିଲ୍ଲୀ: କରୋନାଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ସାଧାରଣ ଲୋକଙ୍କୁ ବହୁ କଷ୍ଟ ସହ ଅକଥନୀୟ ଯନ୍ତ୍ରଣା ଦେଇଛି। ଲକ୍‌ଡାଉନ କାରଣରୁ ଅନେକ ଚାକିର ହରାଇଥିବା ବେଳେ ଅନ୍ୟ କେତେକ ଅଛନ୍ତି ଯେଉଁମାନେ ମାସ ମାସ ଧରି ଦରମା ପାଇ ନାହାନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

କେରଳର ୨୪ ବର୍ଷ ବୟସ୍କ ଯୁବକ ରାତାରାତି ପାଲଟିଗଲେ କୋଟିପତି; ଜିତିଲେ ୧୨ କୋଟିର ବମ୍ପର ଲଟେରି

କୋଚି: କେରଳର ଜନୈକ ୨୪ ବର୍ଷ ବୟସ୍କ ଯୁବକ ରାତାରାତି ପାଲଟି ଯାଇଛନ୍ତି କୋଟିପତି। ରବିବାର ଦିନ ୧୨ କୋଟି ଟଙ୍କା ମୂଲ୍ୟର ଥିରୁଭୋନାମ୍‌ ବମ୍ପର କେରଳ ଲଟେରିର ପ୍ରଥମ ପୁରସ୍କାର ଜିତିଯିବା ପରେ ସେ ହୋଇ ଯାଇଛନ୍ତି କୋଟିପତି। ସଂପୃକ୍ତ ଯୁବକଙ୍କ ନାମ ଅନନ୍ତୁ ବିଜୟନ୍‌। ସେ କେରଳ ଇଡୁକିର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ ଖାଲି ପଡ଼ିଛି ୧ ଲକ୍ଷରୁ ଅଧିକ ପଦବୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ) ପରି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌)ରେ ଏକ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି। କାର୍ଯ୍ୟରତ କର୍ମଚାରୀଙ୍କ ଅବସର, ଇସ୍ତଫା ଏବଂ ମୃତ୍ୟୁ କାରଣରୁ ଏହି ପଦବୀ ସବୁ ଖାଲି ପଡ଼ିଛି ବୋଲି…
ଅଧିକ ଖବର ଦେଖନ୍ତୁ...