Daily Archives

September 21, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରରେ ସୁଖଦ ବାତାବରଣ ରହିବ। ଆପଣଙ୍କ ସାମନାକୁ କୌଣସି ଚ୍ୟାଲେଞ୍ଜ ଆସିପାରେ। ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ବୃଷ: ସରକାରୀ କାମରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା ତିଆରି କରିବେ। ପାରିବାରିକ ଜୀବନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୦ : ଡିଭିଲିୟର୍ସଙ୍କ ବିସ୍ଫୋରକ ଇନିଂସ, ହାଇଦ୍ରାବାଦ ଆଗରେ ୧୬୪ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର 

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୩ୟ ମ୍ୟାଚ ରେ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର   ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୬୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି ମ୍ୟାଚରେ  ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଲୋକନାଥ ଜେନାଙ୍କ ପରଲୋକ

ବାରିପଦା: ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ମୟୂରଭଞ୍ଜର ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ବ ଲୋକନାଥ ଜେନାଙ୍କର ଆଜି ୭୩ ବର୍ଷରେ ପରଲୋକ ଘଟିଛି। କିଛିଦିନ ତଳେ ଶ୍ରୀ ଜେନା କରୋନାରେ ଆକ୍ରାନ୍ତ ହୋଇ କିମ୍‌ସ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ଆହୁରି ଅନେକ ଲୋକ ଅଲ୍‌-କାଏଦା ଲାଗି କାମ କରୁଛନ୍ତି: ଏନ୍‌ଆଇଏ

କୋଲ୍‌କାତା: ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ପାଇଁ ପଶ୍ଚିମବଙ୍ଗରେ ଆହୁରି ଅନେକ ଲୋକ କାମ କରୁଥିବା କଥା ମୁର୍ଶିଦାବାଦ ଜିଲ୍ଲାରୁ ଛଅଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା ‘ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି’ ଜାଣିବାକୁ ପାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସେ କହିଲେ ଯେ,…
ଅଧିକ ଖବର ଦେଖନ୍ତୁ...

ଆଜି କଟକ ସହରରୁ ୨୬୬ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୩୬ ଜଣ

କଟକ: ଆଜି କଟକ ସହରରୁ ମୋଟ ୨୬୬ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୧୩୦ ଜଣ ସଂଗରୋଧ ଓ ୧୩୬ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ…
ଅଧିକ ଖବର ଦେଖନ୍ତୁ...

୭୦ ହଜାର ଟଙ୍କାର ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

ବାରିପଦା: ଆଜି ବାରିପଦା ଟାଉନ ଥାନା ପୁଲିସ୍ ପକ୍ଷରୁ ୯କେଜିରୁ ଅଧିକ ଚୋରା ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୭୦ହଜାରରୁ ଅଧିକ ହେବା ନେଇ ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଏସ୍ଆଇ ରଞ୍ଜନ କୁମାର ବେହେରା ଆଜି ଅନ୍ୟ ପୁଲିସ୍…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ଦିନ ଦ୍ୱିପହରରେ ବୃଦ୍ଧ ଦମ୍ପତିଙ୍କୁ ଗଳା କାଟି ହତ୍ୟା, ଦୁଇ ଯୁବକ ଫେରାର

ରାଉରକେଲା: କୋଇଡା ବ୍ଲକ ରେଲଡାତୁ ପଞ୍ଚାୟତ ଲଙ୍ଗଳକଟା ଗ୍ରାମରେ ବୃଦ୍ଧ ଦମ୍ପତିଙ୍କୁ ଗଳା କଟି ନିର୍ମମ ଭାବେ ହତ୍ୟା କରାଯାଇଛି l ଦୁଇ ଅଜ୍ଞତ ଯୁବକ ହତ୍ୟା କରିଥିବା ଅନୁମାନ କରା ଯାଉଛି l ମୃତକ ମାନେ ହେଲେ ପାରୁ ମୁଣ୍ଡା (୬୮) ପତ୍ନୀ ମାଗଦଲି ମୁଣ୍ଡା (୬୪) l ଉଭୟଙ୍କୁ ଧାରୁଆ ଅସ୍ତ୍ର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ସ୍ୱର୍ଣ୍ଣ ଓ ରୌପ୍ୟ ଶିଳ୍ପୀମାନଙ୍କୁ ପରିଚୟ ପତ୍ର ବଣ୍ଟନର ଶୁଭାରମ୍ଭ

କଟକ : କଟକର ଉତ୍କଳ  ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ସଂଘ ଏବଂ ଜି.ଜେ.ଇ.ପି.ସି (ଭାରତ ସରକାରଙ୍କ ଏକ ସଂସ୍ଥା )ଙ୍କ ମିଳିତ ଉଦ୍ୟଗରେ ଓଡ଼ିଶାର ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀମାନଙ୍କ ପାଇଁ ଏକ ପରିଚୟ ପତ୍ର ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିସହିତ ସଂଘର ଏକ ଆଇଟି…
ଅଧିକ ଖବର ଦେଖନ୍ତୁ...

ମାସ୍କ ନ ପିନ୍ଧି ୧ ହଜାର ଟଙ୍କା ତଣ୍ଡ ଗଣିଲେ ରାଜ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇଥିବା ସତ୍ତ୍ୱେ ନେତାମାନେ ଗାଇଡଲାଇନ ମାନିବାକୁ ପ୍ରସ୍ତୁତ ନାହାନ୍ତି । ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମାସ୍କ ନପିନ୍ଧି ହଟହଟା ହୋଇଛନ୍ତି । କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ…
ଅଧିକ ଖବର ଦେଖନ୍ତୁ...