Daily Archives

September 21, 2020

କରୋନା କାଳରେ ଟ୍ରିପଲ ଆଇଟି ଛାତ୍ରଙ୍କ କମାଲ: ପ୍ରସ୍ତୁତ କଲେ ଭେଂଟିଲେଟର ଭଳି କାମ କରୁଥିବା ବବଲ୍ ହେଲମେଟ୍

ଭୁବନେଶ୍ବର:  ଏକ ଭିନ୍ନ ଧରଣର ହେଲମେଟ୍ ଉଦ୍ଭାବନ କରିଛନ୍ତି ଟ୍ରିପଲ ଆଇଟିର କିଛି ଉଦ୍ୟୋଗୀ ଛାତ୍ର  । ଏହି ହେଲମେଟ୍ ଏକ ଚିକିତ୍ସା ଉପକରଣ ଭାବେ ବ୍ୟବହାର ହୋଇପାରିବ । ଏହି ଉପକରଣର ନାଁ ରଖଯାଇଛି ଶ୍ବାସନର୍ ବା ବବଲ୍ ହେଲମେଟ୍ । ଏହା ଠିକ୍ ଭେଂଟିଲେଟରର ବିକଳ୍ପ ଭାବେ କାମ କରିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଦୁଗ୍ଧଜାତ ଉତ୍ପାଦ ପ୍ରସ୍ତୁତ କରୁଥିବା କ୍ବାଲିଟି କମ୍ପାନି ବିରୋଧରେ ୧୪୦୦ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ମାମଲା…

ନୂଆଦିଲ୍ଲୀ: ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପରିଚାଳିତ ବ୍ୟାଙ୍କ୍‌ ସମୂହଙ୍କୁ ଠକିଥିବା କାରଣରୁ ସୋମବାର ଦିନ ସିବିଆଇ ଦୁଗ୍ଧଜାତ ଉତ୍ପାଦ ପ୍ରସ୍ତୁତ କରୁଥିବା କମ୍ପାନି କ୍ବାଲିଟି ଲିମିଟେଡ୍‌ ବିରୋଧରେ ଜାଲିଆତି ମାମଲା ରୁଜୁ କରିଛି। କମ୍ପାନି ୧୪୦୦ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପୁଲିସ କର୍ମଚାରୀଙ୍କ ବୋହୂ ମୃତ୍ୟୁ ଘଟଣା: ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ଭୁବନେଶ୍ୱର: ନବବିବାହିତାଙ୍କୁ ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ଭୁବନେଶ୍ୱର କମିସନରେଟ ପୁଲିସ ତମାଣ୍ଡୋ ଥାନାର ଜଣେ ପୁଲିସ କର୍ମଚାରୀ ବିଜୟ ଗୋଚ୍ଛାୟତଙ୍କ ପୁଅ ଯାମିନୀକାନ୍ତ ଗୋଚ୍ଛାୟତଙ୍କୁ ଗିରଫ କରିଛି । ଶ୍ୱଶୁର ଘର ପରିବାର ଲୋକଙ୍କ ଏତଲା କ୍ରମେ ପୁଲିସ ଯାମିନୀକାନ୍ତଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଲଞ୍ଚ ହେଲା ୟୁସି ବ୍ରାଉଜରର ଭାରତୀୟ ବିକଳ୍ପ ଆଇସି ବ୍ରାଉଜର; ହେଲାଣି ୪ ଲକ୍ଷ ଡାଉନଲୋଡ୍

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଆଡକୁ ଗୋଟିଏ ପାଦ । ଲଞ୍ଚ ହେଲା ଦେଶର ପ୍ରଥମ ଦେଶୀ ବ୍ରାଉଜର ଆଇସି ବ୍ରାଉଜର । ଏହାକୁ ଆଣିଛନ୍ତି ଟାଟା କମ୍ପାନୀର ଜଣ ପୂର୍ବତନ କର୍ମଚାରୀ । ତେବେ ସବୁଠାର ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ଆପ୍ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନା ବ୍ୟବହାର କରିବ ଅତ୍ୟାଧୁନିକ ସିଏଆର ୮୧୬ କାର୍ବାଇନ

ନୂଆଦିଲ୍ଲୀ : ଭାରତୀୟ ସେନାକୁ ଆସଲ୍ଟ ରାଇଫଲ ଯୋଗାଇବ ୟୁଏଇ ଭିତ୍ତିକ କମ୍ପାନି କାରାକାଲ । ଭାରତୀୟ ସେନାକୁ ପ୍ରାୟ ୯୩,୮୯୫ଟି ସିଏଆର ୮୧୬ ଆସଲ୍ଟ ରାଇଫଲ ଯୋଗାଇବ ବୋଲି ଏହି କମ୍ପାନି ଘୋଷଣା କରିଛି । ଭାରତୀୟ ସେନା ପାଇଁ ଆସଲ୍ଟ ରାଇଫଲ ଯୋଗାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୭୯୬ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୭୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୭୯୬ ଜଣ କରୋନା ଆକ୍ରାନ୍ତଙ୍କ ସମେତ ଆଜି ରାଜ୍ୟରୁ ୩ ହଜାର ୭୦୪ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୯ ହଜାର ୩୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

‘ବିଏସ୍ଏଫ୍‘ ଆଇଜି ଭାବେ ନିଯୁକ୍ତ ହେଲେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ

ଭୁବନେଶ୍ବର: ଓଡ଼ିଶା କ୍ୟାଡର୍‌ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ କେନ୍ଦ୍ର ସରକାର ସୀମା ସୁରକ୍ଷା ବଳର (ବିଏସ୍‌ଏଫ୍‌) ଇନ୍‌ସ୍‌ପେକ୍ଟର୍ ଜେନେରାଲ୍ ଭାବେ ନିଯୁକ୍ତ କରିଛନ୍ତି। ଓଡ଼ିଶାର ମୁଖ୍ୟ ସଚିବଙ୍କ ପାଖକୁ ଆସିଥିବା ଚିଠିରେ ଗୃହ ବ୍ୟାପାର ମନ୍ତ୍ରାଳୟ ଉଲ୍ଲେଖ କରିଛି ଯେ,…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଯୁଦ୍ଧପୋତରୁ ହେଲିକପ୍ଟର୍ ଚଳାଇବେ ଦୁଇ ମହିଳା ଅଧିକାରୀ

କୋଚି: ଭାରତୀୟ ନୌସେନା ହେଲିକପ୍ଟର୍‌ରେ ‘ଅବ୍‌ଜର୍‌ଭର୍‌’ ବା ‘ଏୟାର୍‌ବୋର୍ଣ୍ଣ ଟ୍ୟାକ୍ଟିସିଆନ୍‌’ ଭାବେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ଅଧିକାରୀଙ୍କୁ ମନୋନୀତ କରାଯାଇଛି। ଏହା ଫଳରେ ଫ୍ରଣ୍ଟ୍‌ଲାଇନ୍ ଯୁଦ୍ଧପୋତମାନଙ୍କରେ ମହିଳାମାନଙ୍କୁ ନିଯୁକ୍ତି ମିଳିବାର ପଥ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୦ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ

ଦୁବାଇ : ଦୁବାଇର ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୩ୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୩୦୬ କରୋନା ପିଜିଟିଭ, ସୁସ୍ଥ ହେଲେ ୫୦୬ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୨୩ ଜଣ ଓ ସ୍ଥାନୀୟ ଅଂଚଳରୁ ୧୮୩ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...