Daily Archives

September 22, 2020

ଭଦ୍ରକ: ସରକାରୀ ସାର କଳାବଜାରରେ ବିକ୍ରି, ଚାଷୀ ହତାଶ

ଭଦ୍ରକ: ଜିଲ୍ଲାରେ ଚାଷୀଙ୍କୁ ସରକାରଙ୍କ ଧାର୍ଯ୍ୟ ମୂଲରେ ସାର ଯୋଗାଣ କରାଯାଉ ନାହିଁ। ସରକାରୀ ସାର କଳା ବଜାରାର ବିକ୍ରି ହେଉଥିବା ବେଳେ ଚାଷୀ ଏଇ ସାରକୁ କଳାବଜାରରେ ଚଢା ଦରରେ କିଣୁଛି। ସରକାରୀ ସାରକୁ କଳାବଜାରରେ ମାଫିଆଙ୍କୁ ବିକ୍ରି କରି ସରକାରୀ ବାବୁ ଓ ସମବାୟ ସମିତିର ସଂପାଦକମାନେ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ବୋଝେଇ କାରରେ ନିଆଁ ଲାଗିଲା, ଗଂଜେଇ ସହ କାର ପୋଡି ପାଉଁଶ

ମାଲକାନଗିରି: ଜିଲ୍ଲାରେ ପ୍ରତିଦିନ ଗଂଜେଇ ଚାଲାଣ ହେଉଥିବା ଖବର ପ୍ରାୟତଃ ସମସ୍ତଙ୍କ ପାଖରେ ରହିଛି। ମାଫିଆମାନେ ବିଭିନ୍ନ ଉପାୟରେ ଗଂଜେଇକୁ ଚୋରାଚାଲାଣ କରୁଛନ୍ତି। ବହୁ ମାତ୍ରାରେ ସଫଳ ହେଉଥିବା ବେଳେ କାଁ ଭାଁ ହିଁ ପୁଲିସ ହାତରେ ଲାଗୁଛି। ତେବେ ଆଜି ଏଭଳି ଏକ ଅଜବ ଘଟଣା ଘଟିଛି। କାର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ-୧୩ : ଚେନ୍ନାଇକୁ ୧୬ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ସାରଜା: ୟୁଏଇର ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଲାଯାଇଥିବା ଆଇପିଏଲ୍ ୨୦୨୦ର ୪ର୍ଥ ମ୍ୟାଚରେ ଚେନ୍ନାଇକୁ ୧୬ ରନ୍‌ରେ ପରାସ୍ତ କଲ‌ା ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ୨୧୭ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛାକରି ଚେନ୍ନାଇ ୨୦ ଓଭରରେ ୦୬ ୱିକେଟ ହରାଇ ୨୦୦ ରନ୍‌ କରିବାରେ ସକ୍ଷମ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ସିରିୟଲ ବନ୍ଦ ହୋଇଯିବା ଶୁଣି ଆତ୍ମହତ୍ୟା ଉଦ୍ୟମ କଲେ ପ୍ରଶଂସକ

ମୁମ୍ବାଇ: ସିରିୟଲ ବନ୍ଦ ହୋଇଯିବ ଶୁଣି ଆତ୍ମହତ୍ୟା ଉଦ୍ୟମ କଲେ ପ୍ରଶଂସକ | ଲୋକପ୍ରିୟ ଟେଲି ଶୋ ‘ୟେ ରିସ୍ତେ ହେଁ ପ୍ୟାର କେ’ ବନ୍ଦ ହୋଇଯିବାର ଖବର ପ୍ରଚାରିତ ହେବା ପରେ ଏହି ଶୋ’ର ପ୍ରଶଂସକମାନେ ବହୁତ ନିରାଶ ହୋଇଛନ୍ତି। ଏହି ସମୟରେ ଜଣେ ପ୍ରଶଂସକ ଏପରି ପଦକ୍ଷେପ ନେଇଛନ୍ତି, ଏହା ଜାଣି ଆପଣ…
ଅଧିକ ଖବର ଦେଖନ୍ତୁ...

କରୋନାରୁ ସୁସ୍ଥ ହେବା ପରେ ମେଡିକାଲ ସଫେଇରେ ନିଜକୁ ନିୟୋଜିତ କରିଛନ୍ତି ଧନୀ ବ୍ୟବସାୟୀ

ପୁଣେ: କୋଭିଡ-୧୯ରୁ ସୁସ୍ଥ ହେବା ପରେ ପୁଣେର ୩୫ ବର୍ଷୀୟ ବ୍ୟବସାୟୀ ବର୍ତ୍ତମାନ ରୋଗୀମାନଙ୍କ ସେବା କରିବା ପାଇଁ ହସ୍ପିଟାଲ୍ ୱାର୍ଡ ବୟ ଭାବରେ କାର୍ଯ୍ୟ କରୁଛନ୍ତି | ରିପୋର୍ଟ ଅନୁଯାୟୀ, ଏକ ସିକ୍ୟୁରିଟି ଗାର୍ଡ ସଂସ୍ଥା କରିଥିବା ସୁଭାଷ ବାବନ୍ ମାସକୁ ପ୍ରାୟ ୬୦,୦୦୦ ଟଙ୍କା ରୋଜଗାର…
ଅଧିକ ଖବର ଦେଖନ୍ତୁ...

ବିମାନ ବିଳମ୍ବରେ ଛାଡ଼ିବାରୁ ଝାରସୁଗୁଡ଼ା ବିମାନବନ୍ଦରରେ ଉତ୍ତେଜନା

ଝାରସୁଗୁଡ଼ା: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଜି ରାତିରେ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି । ବିମାନ ଛାଡ଼ିବାରେ ବିଳମ୍ବ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଦିଲ୍ଲୀରୁ ସ୍ପାଇସଜେଟ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଠିକ ସମୟରେ ପହଂଚିଥିଲା…
ଅଧିକ ଖବର ଦେଖନ୍ତୁ...

୧୮ ହଜାର କୋଟି ଟଙ୍କାର ସମ୍ପତ୍ତି ବିକିବ ବିଏସଏନଏଲ୍

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଆର୍ଥିକ ସଙ୍କଟ ଦେଇ ଗତିକରୁଛି | ଆଉ ଅର୍ଥ ଯୋଗାଡ କରିବା ପାଇଁ ଏହି କମ୍ପାନୀ ୧୮ ହଜାର କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବିକ୍ରୟ କରିବାକୁ ଯୋଜନା କରୁଛି। ଏହା ସହିତ କମ୍ପାନୀ ସଭରେନ୍ ଗ୍ୟାରେଣ୍ଟି ବଣ୍ଡ ଜାରି କରି ୮୫୦୦…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକଙ୍କ ପାଇଁ ସୁଧହାର ବଢ଼ାଇଲା ଏସବିଆଇ

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଫିକ୍ସଡ଼ ଡିପୋଜିଟ ଉପରେ ବିନିଯୋଗ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି | ଫିକ୍ସଡ଼ ଡିପୋଜିଟ ଏକ ନିରାପଦ ଏବଂ ଲାଭଜନକ ବିନିଯୋଗ ହୋଇଥିବାରୁ ଲୋକମାନେ ଏହା ପ୍ରତି ଆଗ୍ରହ ଦେଖାନ୍ତି | ତେବେ ଗତ କିଛି ବର୍ଷ ମଧ୍ୟରେ ଏଫଡି ଉପରେ ସୁଧ ହାର କ୍ରମାଗତ ଭାବେ ହ୍ରାସ…
ଅଧିକ ଖବର ଦେଖନ୍ତୁ...

ଏହି ଚିଠିକୁ ଦେଶବାସୀ ପଢନ୍ତୁ ବୋଲି କାହିଁକି ଅନୁରୋଧ କଲେ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶଙ୍କ ତରଫରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଲେଖାଯାଇଥିବା ଚିଠିକୁ ଦେଶବାସୀ ପଢନ୍ତୁ ବୋଲି ଅନୁରୋଧ କରିଛନ୍ତି | ମୋଦୀ ନିଜ ଟ୍ୱିଟରରେ ଏହି ଚିଠିକୁ ପୋଷ୍ଟ କରି ଲେଖିଛନ୍ତି ଯେ ଚିଠିର ପ୍ରତିଟି…
ଅଧିକ ଖବର ଦେଖନ୍ତୁ...

ମିସ୍ତ୍ରୀ ପରିବାର ସହ ବିବାଦ ତୁଟାଇବା ପାଇଁ ନୂଆ ପ୍ରସ୍ତାବ ଦେଲା ଟାଟା ଗ୍ରୁପ

ନୂଆଦିଲ୍ଲୀ: ବିଗତ ଏକ ବର୍ଷ ମଧ୍ୟରେ ଦେଶର ବୃହତ୍ତମ ଶିଳ୍ପସଂସ୍ଥା ଟାଟା ଗ୍ରୁପ୍ ଏବଂ ଏହାର ବୃହତ୍ତମ ସଂଖ୍ୟାଲଘୁ ଅଂଶୀଦାର ମିସ୍ତ୍ରୀ ପରିବାର ମଧ୍ୟରେ ଆଇନଗତ ବିବାଦ ଚାଲିଛି। ବିବାଦର ଅନ୍ତ ଘଟାଇବା ପାଇଁ ଟାଟା ଗୋଷ୍ଠୀ ପଦକ୍ଷେପ ନେଇଛି। ଟାଟା ଗ୍ରୁପ ମିସ୍ତ୍ରୀ ପରିବାରର ଅଂଶଧନ କିଣିବାକୁ…
ଅଧିକ ଖବର ଦେଖନ୍ତୁ...