Daily Archives

September 22, 2020

ସନ୍ତାନର ଚିକିତ୍ସା ପାଇଁ ମା’ ଶରୀରର ସମସ୍ତ ଅଙ୍ଗଦାନ କରିବାକୁ ଘର ସାମ୍ନାରେ ଲଗାଇଲେ ପୋଷ୍ଟର

ନୂଆଦିଲ୍ଲୀ: କେରଳର ଜଣେ ମହିଳା ତାଙ୍କ ସନ୍ତାନଙ୍କ ଚିକିତ୍ସା ପାଇଁ ଶରୀରର ସମସ୍ତ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ତାଙ୍କ ଝାଟିମାଟି ଘର ସାମ୍ନାରେ ଗତ ରବିବାର ଏକ ପୋଷ୍ଟର ସହ ବୋର୍ଡ ମାରିଥିବା ବି ଦେଖିବାକୁ ମିଳିଛି। ଏହି ବୋର୍ଡରେ ଲେଖା ‌ହୋଇଛି, ପିଲାର…
ଅଧିକ ଖବର ଦେଖନ୍ତୁ...

୧୪ କୋଟି ଭାରତୀୟ ଭିଡିଓକୁ ଅପସାରଣ କଲା ଟିକଟକ୍‌: ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ 

ବେଙ୍ଗଲୁରୁ: କମ୍ପାନି ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରା ଯାଇଥିବା ଅଭିଯୋଗରେ ସର୍ଟ-ଭିଡିଓ ଆପ୍‌ ଟିକଟକ୍‌ ତା’ର ପ୍ଲାଟଫର୍ମରୁ ୧୦୪ ମିଲିୟନ (୧୪ କୋଟି) ଭିଡିଓକୁ ଅପସାରିତ କରି ଦେଇଛି। ମଙ୍ଗଳବାର ଦିନ ଟିକଟକ୍‌ ପକ୍ଷରୁ କୁହାଯାଇଛି ଯେ ନିର୍ଦ୍ଦେଶାବଳୀ ଓ…
ଅଧିକ ଖବର ଦେଖନ୍ତୁ...

ଆଇଟିଆରରୁ ‘ଅଭ୍ୟାସ’ ବିମାନର ସଫଳ ପରୀକ୍ଷଣ

ବାଲେଶ୍ଵର : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି । ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି । ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: କୋଇଡାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ରାଉରକେଲା/କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଗଣୁଆଁ ବିଟ, ଅରାଘାଟ ଗ୍ରାମର ପାରମସାହିରେ ଗତକାଲି ପୁଣି ଏକ ୧୨ ବର୍ଷ ଦନ୍ତା ହାତୀର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଗତ ୧୩ ତାରିଖରେ ସଗଡଭଙ୍ଗା ମେଢାମାରୁଣୀ ସଂରକ୍ଷିତ ଜଙ୍ଗଲରେ ଏକ ମାଇ ହାତୀର ମୃତଦେହ ଗ୍ରାମବାସୀଙ୍କ ଜରିଆରେ…
ଅଧିକ ଖବର ଦେଖନ୍ତୁ...

ଛତୁ ଚାଷ କରି ୨ ଲକ୍ଷ ଟଙ୍କା ରୋଜଗାର କଲେ ମହିଳା ଇଞ୍ଜିନିୟର ଅଞ୍ଜନା ଗମିତ

ଗାନ୍ଧୀନଗର: କରୋନା ମହାମାରୀ ସମୟରେ ଅନେକ ଲୋକ ଚାକିରି ହରାଇ ଏବେ ଚାଷବାସରେ ମନୋନିବେଶ କରୁଛନ୍ତି। ଯଦି ଆପଣ ବି ସେପରି ଚିନ୍ତା କରୁଛନ୍ତି ତେବେ ଜୈବ ଆବର୍ଜନାରେ‌ ଛତୁ ଚାଷ ଆରମ୍ଭ କରନ୍ତୁ। ଏହି ଚାଷରେ କମ୍‌ ସମୟ, ଜାଗା ସହିତ କମ୍‌ ପାଣି ଆବଶ୍ୟକ ହୋଇଥାଏ। ଏହି ଚାଷ କରି ସେ ଗତ…
ଅଧିକ ଖବର ଦେଖନ୍ତୁ...

କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା ଦେଢ଼ ଲକ୍ଷ ଟପିଲା, ଆଜି ଆରୋଗ୍ୟ ହେଲେ ୩୮୩୪ ଜଣ

ଭୁବନେଶ୍ୱର: କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିଛି । ଆଜିର ୩ ହଜାର ୮୩୪ ଜଣଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର ୨୧୩ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିବା ପରେ ନିନ୍ଦୁକ କହିଲେ ‘ଫ୍ରଡ୍’, ଆକ୍ଷେପକାରୀଙ୍କୁ କଡ଼ା ଜବାବ ଦେଲେ ସୋନୁ ସୁଦ୍

ମୁମ୍ବାଇ: କରୋନା ମହାମାରୀ ଓ ଲକଡାଉନ୍ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ପ୍ରବାସୀ ଶ୍ରମିକ, ଅଭାବୀ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରି ବାସ୍ତବ ହିରୋ ସାଜିଛନ୍ତି । ଲୋକମାନଙ୍କ ପାଖରେ ଦେବଦୂତ ଭଳି ଅସୁବିଧା ସମୟରେ ସାହାଯ୍ୟ ପହଞ୍ଚାଇ ଦେଉଥିବାରୁ ଲୋକମାନେ ତାଙ୍କୁ ଦେବତା ଭଳି ପୂଜା…
ଅଧିକ ଖବର ଦେଖନ୍ତୁ...

ପ୍ରଜାକୋଟରେ ୪ ଗ୍ରାମବାସୀଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ, ଅନ୍ୟ ଜଣକୁ ଅପହରଣ କରି ହତ୍ୟା କଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ନକ୍ସଲ ହିଂସା। ଗତକାଲି ରାତିରେ ଛତିଶଗଡର ବିଜାପୁର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ୫ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଖବର ମିଳିଛି। ସେଥି ମଧ୍ୟରୁ ବାସାଗୁଡା ଥାନା ଅଂଚଳର ଫୁତଖେଲ ଗ୍ରାମର ଦାସର…
ଅଧିକ ଖବର ଦେଖନ୍ତୁ...

ଏନ୍‌ଡିଏର ଅର୍ଥ ଏବେ ‘ନୋ ଡାଟା ଆଭେଲେବୁଲ’: କେନ୍ଦ୍ର ସରକାରଙ୍କୁ କଟାକ୍ଷ କଲେ କଂଗ୍ରେସ ସାଂସଦ ଶଶି ଥରୁର୍‌

ନୂଆଦିଲ୍ଲୀ: କେନ୍ଦ୍ରର ଏନ୍‌ଡିଏ ସରକାର ଏବେ ‘ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲାଏନ୍ସ’ (ଏନ୍‌ଡିଏ)ରୁ ‘ନୋ ଡାଟା ଆଭେଲେବୁଲ’ (ଏନ୍‌ଡିଏ)ରେ ବଦଳି ଯାଇଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁର୍‌। ପ୍ରବାସୀ ଶ୍ରମିକ, ତାଲା ବନ୍ଦ ଜନିତ ମୃତ୍ୟୁ, କୃଷକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୦ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ

ସାରଜା : ୟୁଏଇର ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୪ର୍ଥ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚେନ୍ନାଇର ଏହା ୨ୟ ମ୍ୟାଚ…
ଅଧିକ ଖବର ଦେଖନ୍ତୁ...