Daily Archives

September 22, 2020

୨୫ ଯାଏଁ ବନ୍ଦ ରହିବ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବର୍ହିବିଭାଗ ଓ ଅର୍ନ୍ତବିଭାଗ

କେନ୍ଦ୍ରାପଡ଼ା/ଭୁବନେଶ୍ୱର: ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଏବଂ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଅପରାହ୍ନ ୪ଟାରୁ ଆସନ୍ତା ସେପ୍ଟେମ୍ବର ୨୫ ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବନ୍ଦ ରଖାଯାଇଛି । ଏହି ସମୟ ମଧ୍ୟରେ ରୋଗୀମାନଙ୍କୁ କେବଳ…
ଅଧିକ ଖବର ଦେଖନ୍ତୁ...

‘ଇଏ ଗୁଗୁଲ-ନିର୍ଭର ଭାରତ, ଆତ୍ମ-ନିର୍ଭର ନୁହେଁ’: ପେଟିଏମ୍‌ ସିଇଓ ବିଜୟ ଶେଖର ଶର୍ମା

ନୂଆଦିଲ୍ଲୀ: ଦେଶରେ ଲୋକପ୍ରିୟ ଥିବା ଡିଜିଟାଲ ପେମେଣ୍ଟ ତଥା ୱାଲେଟ୍‌ ଆପ୍‌ ପେଟିଏମ୍‌କୁ ଗୁଗୁଲ୍‌ ନିଜ ପ୍ଲେ ଷ୍ଟୋରରୁ ଅପସାରିତ କରିବା ଘଟଣାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ପେଟିଏମ୍‌ର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ଓ ଗୁଗୁଲ। ଗୁଗୁଲକୁ ‘ଜଜ୍‌, ଜୁରି ଏବଂ…
ଅଧିକ ଖବର ଦେଖନ୍ତୁ...

୨୦୦୮ ବାଙ୍ଗାଲୁରୁ ସିରିଜ ବୋମା ବିସ୍ଫୋରଣ ମାମଲା, ଜଣେ ଅଭିଯୁକ୍ତ କେରଳରୁ ଗିରଫ

ବାଙ୍ଗାଲୁରୁ : ୨୦୦୮ରେ ହୋଇଥିବା ବାଙ୍ଗାଲୁରୁ ସିରିଜ ବୋମା ବିସ୍ଫୋରଣ ମାମଲାରେ ବାଙ୍ଗୁଲୁୁରୁ ସିଟି ପୁଲିସ ଜଣେ ଅଭିଯୁକ୍ତକୁ ଗତ କାଲି ରାତିରେ ଗିରଫ କରିଛି । ସୋଏବ ନାମକ କେରଳର ଏହି ବ୍ୟକ୍ତି ୨୦୦୮ ପରଠାରୁ ଫେରାର ଥିଲା । ବାଙ୍ଗାଲୁର ସିଟି ପୁଲିସର ଆଣ୍ଟି-ଟେରରିଷ୍ଟ ସ୍କ୍ଵାର୍ଡର ଦୁଇ ଜଣ…
ଅଧିକ ଖବର ଦେଖନ୍ତୁ...

ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ: କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଯୋଗ-ପ୍ରାଣାୟାମ କଲେ ଭଲ 

ଭୁବନେଶ୍ୱର: କୋଭିଡ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଥିବା ସମୟରେ ଯୋଗ ଓ ପ୍ରାଣାୟାମ କଲେ ଭଲ । ଯୋଗ ଓ ପ୍ରାଣାୟାମ କରାଯିବା ଦ୍ୱାରା ରୋଗୀ କରୋନାକୁ ଭୁଲି ପାରିବେ । କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତର ସାରଦା ସ୍ୱାଇଁ ରାଜ୍ୟ ସରକାରଙ୍କ କୋଭିଡ ସଂପର୍କିତ…
ଅଧିକ ଖବର ଦେଖନ୍ତୁ...

ଜଣେ ଶ୍ରମିକ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ ଆସିଲା ୯କୋଟି ୯୯ଲକ୍ଷ ଟଙ୍କା!

ଲକ୍ଷ୍ନୗ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ବାଂସଡିହ ଥାନା ଅଞ୍ଚଳର ରୁକନପୁରା କିଶୋରୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରୁକୁନପୁରା ଗାଁର ସୁବେଦାର ସାହାଣୀଙ୍କ ଝିଅ ସରୋଜଙ୍କର ଆହ୍ଲାବାଦ ବ୍ୟାଙ୍କର ଏକ ଆକାଉଣ୍ଟ ଅଛି। ତାଙ୍କ ଆକାଉଣ୍ଟକୁ ହଠାତ ୯କୋଟି ୯୯ଲକ୍ଷ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକଟ ସମୟରେ ଏମିତି ନେବେ ଗର୍ଭବତୀଙ୍କ ଯତ୍ନ, ବିଶେଷଜ୍ଞ ଡାକ୍ତର ଦେଲେ ପରାମର୍ଶ

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ସଂକଟ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସତର୍କତାର ସହିତ ଜୀବନଯାପନ କରିବାକୁ ପଡୁଛି । କିନ୍ତୁ ବରିଷ୍ଠ ନାଗରିକ, ଗର୍ଭବତୀ, ଶିଶୁ ଓ ରୋଗୀଙ୍କ ପାଇଁ ଏହା ଆହୁରି ଅଧିକ । ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ କଟକସ୍ଥିତ…
ଅଧିକ ଖବର ଦେଖନ୍ତୁ...

୧୦୦ବର୍ଷ ତଳେ ଲେଖାଥିବା ଚିଠି ସମ୍ପ୍ରତି ଜଣେ ମହିଳାଙ୍କ ଘରେ ପହଁଞ୍ଚିଛି; ଚିଠିରେ ଲେଖା ହୋଇଛି ଏଭଳି କଥା

ନୂଆଦିଲ୍ଲୀ: ଧୀରେଧୀରେ ସମୟ ବଦଳିବା ସହିତ ଟେକ୍ନୋଲୋଜିର ନୂତନ ଉଦ୍ଭାବନ ହେଉଛି | ସମୟ ଥିଲା ଲୋକମାନେ ପରସ୍ପର ସହ କଥା ହେବା ପାଇଁ ଚିଠି ଲେଖୁଥିଲେ, ଆଜି ଲୋକେ ଦୁନିଆର କୌଣସି କୋଣରେ ବି ବସି ପରସ୍ପର ସହ ଫୋନରେ କଥା ହେବା ସହ ମେସେଜ କରି ଭାବର ଆଦାନପ୍ରଦାନ କରି ପାରୁଛନ୍ତି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

୮ ରାଜ୍ୟସଭା ସଦସ୍ୟଙ୍କୁ ନିଲମ୍ବନର ପ୍ରତିବାଦ : ଲୋକସଭାକୁ ବଏକଟ କଲେ ବିରୋଧୀ

ନୂଆଦିଲ୍ଲୀ : ରାଜ୍ୟସଭାରୁ ଏକ ସପ୍ତାହ ପାଇଁ ନିଲମ୍ବିତ ହୋଇଥିବା ୮ ଜଣ ରାଜ୍ୟସଭା ସଦସ୍ୟମାନଙ୍କ ସମର୍ଥନରେ ସବୁ ବିରୋଧୀ ଦଳ ଏକତ୍ରିତ ହୋଇଛନ୍ତି । ଏହି ନିଲମ୍ବନ ପ୍ରତିବାଦରେ କଂଗ୍ରେସ ନେତୃତ୍ୱରେ ବିରୋଧୀଦଳମାନେ ଆଜି ଲୋକସଭା ଅଧିବେଶନକୁ ବଏକଟ କରିଛନ୍ତି । ଏ ସଂପର୍କରେ ଲୋକସଭାରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକ୍‌ରୁ ତଳକୁ ଖସିଲାଣି: ବିଏମସି କମିସନର 

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ବିଗତ ସାତ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତକୁ ଭଲଭାବରେ ତର୍ଜମା କଲେ ଏହା ଏକ ପ୍ରକାର ସ୍ପଷ୍ଟ ହେବାଭଳି ମନେ ହେଉଛି । କରୋନା ସଂକ୍ରମଣ ପିକ୍‌ରୁ ତଳକୁ ଖସିଛି । ଭୁବନେଶ୍ୱର ମହାନଗର…
ଅଧିକ ଖବର ଦେଖନ୍ତୁ...

ସର୍ବକାଳୀନ ରେକର୍ଡ: ଆଇପିଏଲ୍‌ ୨୦୨୦ର ଉଦ୍‌ଘାଟନୀ ମ୍ୟାଚ୍‌କୁ ଦେଖିଲେ ବିଶ୍ୱର ୨୦ କୋଟି ଦର୍ଶକ

ନୂଆଦିଲ୍ଲୀ: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ, ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଇଭେଣ୍ଟ ଆଇପିଏଲ୍‌ ୨୦୨୦ ଗତ ସେପ୍ଟେଟର ୧୯ରୁ ୟୁଏଇରେ ଆରମ୍ଭ ହୋଇ ଯାଇଛି। ନୋଭେଲ କରୋନାଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅନେକ ବିଳମ୍ବ ପରେ, ବିସିସିଆଇ ଶେଷରେ ଆଇପିଏଲ୍‌-୨୦୨୦ ପାଇଁ ଗଲ୍‌ଫ…
ଅଧିକ ଖବର ଦେଖନ୍ତୁ...