Daily Archives

September 23, 2020

ଶୁଖିଲା ପଡିଛି ସତୀଗୁଡା ଜଳଭଣ୍ଡାର: ଚାଷ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା 

ଜୟପୁର: ଧରା ଶ୍ରାବଣ ଗଲା। ଭାଦ୍ରବ ଯାଇ ଶେଷ ହେବାକୁ ବସିଲାଣି ଆଶ୍ବିନ ମାସ। କୋରାପୁଟ ଜିଲ୍ଲା ଜୟପୁରରେ ପୂର୍ବ ପରି ବର୍ଷା ନ ଥିବାବେଳେ ମଝିରେ ମଝିରେ ଅସରାଏ କି ଦୁଇ ଅସରା ବର୍ଷା ହୋଇ ଛାଡି ଯାଉଛି। ଦେଖିବାକୁ ମିଳୁନି କୋରାପୁଟିଆ ଲଗାଣ ବର୍ଷା। ଫଳସ୍ବରୂପ ଶୁଖିଲା ପଡିଛି କୋରାପୁଟ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ନର୍ଲା ଅଗ୍ନିଶମ ଅଧିକାରୀ: ଯୋଗଦେବାର ଦୁଇ ମାସ ନ ପରୁଣୁ ଲାଞ୍ଚ କାରବାର ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନର୍ଲା ଅଗ୍ନିଶମ ଅଧିକାରୀ ଅନୁପମ ବାଗ ଫାୟାର ସାର୍ଟିଫିକେଟ କରିଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ୧୬ ତାରିଖ ରାତିରେ ନର୍ଲା…
ଅଧିକ ଖବର ଦେଖନ୍ତୁ...

ଲେମ୍ବୁ ଶରୀର ପାଇଁ ଉପକାରୀ ହୋଇଥାଏ, ହେଲେ ମାତ୍ରାଧିକ ଲେମ୍ବୁ ଖାଇଲେ ଉପୁଜିପାରେ ଏହି ସବୁ ସମସ୍ୟା

ଅନେକ ଲୋକ ପ୍ରତିଦିନ ନିଜର ଓଜନ କମ୍‌ କରିବା ପାଇଁ ସକାଳେ ଲେମ୍ବୁ ମିଶ୍ରିତ ଗରମ ପାଣି ପିଅନ୍ତି। ଯେଉଁମାନେ ଏଥିରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଏହି ଖାସ୍‌ ଖବର। ଯଦି ଆପଣ ଭାବୁଥିବେ ଯେ ଲେମ୍ବୁ ପାଣି ପିଇଲେ ଦେହ ଭଲ ରହିବ ଓ ଓଜନ କମିବ, ତେବେ ଆପଣ ଭୁଲ୍‌ ମନେ କରୁଛନ୍ତି। ଜାଣନ୍ତୁ, ଲେମ୍ବୁ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ମାସ ଶେଷବେଳକୁ ସଞ୍ଜୟ ଦତ୍ତଙ୍କର ଆରମ୍ଭ ହେବ ତୃତୀୟ କେମୋଥେରାପି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଥିଲେ । କିଛି ଦିନ ତଳେ ତାଙ୍କର ଷ୍ଟେଜ୍‌-୩ ଫୁସ୍‌ଫୁସ୍‌ କ୍ୟାନ୍‌ସର ସଂପର୍କରେ ଜଣା ପଡ଼ିବା ପରେ ୬୧ ବର୍ଷୀୟ ସଞ୍ଜୟ ନିଜେ ଏ ସଂପର୍କରେ ଟ୍ବିଟ୍‌ କରି ଖବର ଦେଇଥିଲେ | ଏହା ପରେ ତାଙ୍କ ପ୍ରଶଂସକମାନେ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ପାଇଁ ଜୀବନ ଗଲା: ପ୍ରେମିକାକୁ ଭେଟିବାକୁ ଆସିଥିବା ବେଳେ ନ‌ାବାଳକ ପ୍ରେମିକକୁ ହତ୍ୟା ଅଭିଯୋଗ

ଆଗ୍ରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଏକ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମର ଜଣେ ୧୭ ବର୍ଷର ବାଳକକୁ ତାଙ୍କ ପ୍ରେମିକାଙ୍କ ପରିବାର ସଦସ୍ୟ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ବାଳକ ଜଣକ ନିଜର ୧୪ ବର୍ଷୀୟା ନାବାଳିକା ପ୍ରେମିକାକୁ ଭେଟିବାକୁ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ କେକେଆର୍‌ର ଦ୍ୱିତୀୟ ନିବେଶ; ୫,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ଅଗ୍ରଣୀ ପୁଞ୍ଜିନିବେଶ ସଂସ୍ଥା କେକେଆର୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା…
ଅଧିକ ଖବର ଦେଖନ୍ତୁ...

୧ହଜାର ଏକର ଜମିରେ ନିର୍ମାଣ ହେବ ନୋଏଡା ଫିଲ୍ମ ସିଟି, ୨୦୨୩ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ନୋଏଡା: ଉତ୍ତରପ୍ରଦେଶର ନୋଏଡାଠାରେ ଏକ ଚଳଚ୍ଚିତ୍ର ସହର ବା ଫିଲ୍ମ ସିଟି ନିର୍ମାଣର ସମ୍ପୂର୍ଣ୍ଣ ଯୋଜନା ବାବଦରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି | ସେ ସୂଚନା ଦେଇଛନ୍ତି ଯେ ଗୌତମ ବୁଦ୍ଧ ନଗରରେ ୧୦୦୦ ଏକର ଜମି ଯମୁନା ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ଅଧିକ ସମୟ ବିତିବ। ନୂଆ କାମ ଆରମ୍ଭ କରିବାରେ ଧୢାନ କେନ୍ଦ୍ରୀତ କରିବେ। ବେପାରୀଙ୍କୁ ଧନଲାଭ ହେବ। ବୃଷ: ଆପଣଙ୍କ ସାମନାକୁ ଆସିଥିବା ଆହ୍ବାନର ଦୃଢ଼ ମୁକାବିଲା କରିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଛାତ୍ରଙ୍କୁ ଭଲ ପରିଣାମ ମିଳିବ।…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଜିଲ୍ଲାରେ ପୁଣି ପଲସର ଆତଙ୍କ: ବାଇକରେ ଆସି ୨ ଲକ୍ଷ ଟଙ୍କା ଝାମ୍ପି ନେଲେ!

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣିଥରେ ପଲସର ବାଇକ ଲୁଟେରାଙ୍କ ଆତଙ୍କ ଆରମ୍ଭ ହୋଇଛି । ଭବାନୀପାଟଣା ସହରର ଷ୍ଟ୍ୟାଚୁ ଛକ ନିକଟରେ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଣ କରି ଆସୁଥିବା ବେଳେ ପଲସରରେ ଆସି ଲୁଟେରା ମାନେ ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ନୈନିତାଲ ଓ ଋଷିକେଶ ଯିବାକୁ ଚାଁହୁଥିଲେ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା କ୍ଵାରେଣ୍ଟିନ ନିୟମ

ନୈନିତାଲ: ଉତ୍ତରାଖଣ୍ଡ ବୁଲିବାକୁ ଇଚ୍ଛା ଥିଲେ ଏହା ଆପଣଙ୍କ ପାଇଁ ଖୁସି ଖବର ସାବ୍ୟସ୍ତ ହୋଇପାରେ | କାରଣ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଉତ୍ତରାଖଣ୍ଡ ସରକାର ନୂତନ ନିୟମ ଜାରି କରିଛନ୍ତି। ରାଜ୍ୟ ସରକାର ପର୍ଯ୍ୟଟକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଏବଂ ହୋଟେଲରେ ରହିବା…
ଅଧିକ ଖବର ଦେଖନ୍ତୁ...