Daily Archives

September 23, 2020

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ୬ ପରିବାର ସଦସ୍ୟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ଜାରି ରହିଛି। ପ୍ରାୟ ପ୍ରତ୍ୟେକ ଦିନ ହାତୀ ଉପଦ୍ରବ, ହାତୀ ମୃତ୍ୟୁ, ହାତୀ ଆକ୍ରମଣରେ ମଣିଷ ଜୀବନ ଯିବା ନଜରକୁ ଆସୁଛି। ଗତକାଲି ରାତିରେ ହାତୀ ଆକ୍ରମଣରେ ଜଣେ ୬୧ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଲାଠିକଟା ବ୍ଲକ ଦଲକି…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ୱାଟର ଟ୍ୟାକ୍ସି

ତିରୁବନନ୍ତପୁରମ: ପର୍ଯ୍ୟଟନକୁ ନୂଆ ଦିଗ ଓ ପର୍ଯ୍ୟଟକଙ୍କୁ ନୂଆ ଅନୁଭବ ଦେବାକୁ କେରଳରେ ଦେଶର ପ୍ରଥମ ୱାଟର ଟ୍ୟାକ୍ସି ଆରମ୍ଭ ହେବାକୁ ଯାଉଛି | ଆସନ୍ତା ଅକ୍ଟୋବର ମାସରେ ଏହି ସେବା ଆରମ୍ଭ ହେବାକୁ ଯାଉଥିବାବେଳେ ରାଜ୍ୟ ଜଳ ପରିବହନ ବିଭାଗ ୱାଟର ଟ୍ୟାକ୍ସି ଚଳାଇବ | ତେବେ କେରଳର ପର୍ଯ୍ୟଟନ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପୀଡିତା ଗର୍ଭବତୀ ହେବା ପ୍ରସଂଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କ୍ଷତି ପୂରଣ ପ୍ରଦାନ କରାଯିବ

କଟକ: ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ପୀଡିତାଙ୍କୁ ଆବଶ୍ୟକସ୍ଥଳେ ଉଚ୍ଚସ୍ତରୀୟ ଚିକିତ୍ସା ସରକାର ପ୍ରଦାନ କରିବେ। ଏହି ପ୍ରକ୍ରିୟାରେ ଯଦି ଶିଶୁ ଜନ୍ମ ନିଏ ତେବେ ପୀଡିତାଙ୍କ ସହିତ ଶିଶୁକୁ ଆବଶ୍ୟକ ଉଚ୍ଚସ୍ତରୀୟ ଚିକିତ୍ସା ସରକାରଙ୍କ ଖର୍ଚ୍ଚରେ ଯୋଗାଇ ଦିଆଯିବ। ଏଥି ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ପିକନିକ୍ କରିବାକୁ ଯାଇଥିବା ବେଳେ ମାଡି ଆସି‌ଲେ କଙ୍କଡ଼ାଙ୍କ ଗୋଷ୍ଠୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କଙ୍କଡ଼ାମାନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ। ଖ୍ରୀଷ୍ଟମାସ ଦ୍ୱୀପକୁ ଏକ ପରିବାର ପିକନିକ୍ କରିବାକୁ ଯାଇଥିଲେ। ଏହି ସମୟରେ କଙ୍କଡ଼ାଙ୍କ ଏକ ଗୋଷ୍ଠୀ ସେମାନଙ୍କ ଆଡକୁ ମାଡ଼ି ଆସିଥିଲେ। ଯେଉଁଥିପାଇଁ ପିକନିକକୁ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୩୪୩ ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୨୦୦ ଜଣ

କଟକ: ଆଜି କଟକ ସହରରୁ ମୋଟ ୩୪୩ ଜଣ ନୂଆ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୧୪୩ ଜଣ ସଂଗରୋଧ ଓ ୨୦୦ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ,…
ଅଧିକ ଖବର ଦେଖନ୍ତୁ...

୬୦ ହଜାର ସ୍ବେଚ୍ଛାସେବୀଙ୍କୁ ସିଙ୍ଗଲ୍‌-ସଟ୍ କୋଭିଡ୍ ଟିକା ଦେଇ ଚୂଡ଼ାନ୍ତ ଅଧ୍ୟୟନ କଲା ଜନ୍‌ସନ୍ସ ଆଣ୍ଡ୍‌ ଜନ୍‌ସନ୍ସ

ଚିକାଗୋ: ବୁଧବାର ଦିନ ୬୦ ହଜାର ସ୍ବେଚ୍ଛାସେବୀଙ୍କୁ ସିଙ୍ଗଲ୍‌-ସଟ୍ କୋଭିଡ୍-୧୯ ଟିକା ଦେଇ ଜନ୍‌ସନ୍ସ ଆଣ୍ଡ୍‌ ଜନ୍‌ସନ୍ସ ଚୂଡ଼ାନ୍ତ ପରୀକ୍ଷା ଆରମ୍ଭ କରିଛି। ପ୍ରତିଦ୍ବନ୍ଦ୍ବୀ କମ୍ପାନିମାନଙ୍କ ନିୟୁତ ନିୟୁତ ଡବଲ୍‌-ଡୋଜ୍ ଟିକା ତୁଳନାରେ ଏହି ଟିକାର ବଣ୍ଟନ ପ୍ରକ୍ରିୟା ଅତି ସରଳ ବୋଲି…
ଅଧିକ ଖବର ଦେଖନ୍ତୁ...

ସୈତାନ ସାବତ ବାପା: କୁନି ଝିଅକୁ ପିଟି ପିଟି ହତ୍ୟା କଲା, ମୃତ ଶିଶୁକନ୍ୟାକୁ ଆଇଜିଏଚରେ ଛାଡି ଫେରାର ହେଲା

ରାଉରକେଲା : ଚାରି ବର୍ଷର କୁନି ଝିଅକୁ ପିଟି ପିଟି ହତ୍ୟା କରିଛି ସାବତ ବାପା l ଏମିତି ଅଭାବନୀୟ ଘଟଣା ଘଟିଛି କୋଇଡା ଥାନା ଲାଲ ହାଟିଙ୍ଗରେ l କୋଇଡା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ଅରୁଣ ଲାଖୁଆ କୋଇଡା ସ୍ଥିତ ଅନାବାଦୀ ଜାଗା ଲାଲ ହାଟିଂରେ ନିଜର ଦୁଇ ପତ୍ନୀ ଓ ଛୁଆଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ଶୋଇଥିଲା ଭାଲୁ: ନିଦରୁ ୫ ଘଣ୍ଟା ବିଳମ୍ବରେ ଉଠିଲା, କାବୁ କରିବା ପୂର୍ବରୁ ଡିଆଁ ମାରିଲା 

ନବରଙ୍ଗପୁର: ସବୁ ଦିନ ପରି ରାତିରେ ଆସି ଭାଲୁ ସ୍କୁଲରେ ଶୋଇଥିଲା। ଆଜି ଭାଲୁର ନିଦ ଭାଙ୍ଗିଲାନି। ଉଠିଲା ବେଳକୁ ୫ ଘଣ୍ଟା ବିଳମ୍ବ ହୋଇଯାଇଥିଲା। ଭାଲୁ ଅସୁସ୍ଥ ଥିବ ଭାବି ବନ ବିଭାଗ ଫାସ ପକାଇ କାବୁ କରିବା ସମୟରେ ଭାଲୁର ନିଦ ଭାଙ୍ଗିଯାଇଥିଲା। ଭାଲୁ ଘଟଣା ସ୍ଥଳରୁ ଡିଆଁ ମାରିଥିଲା। ଏପରି…
ଅଧିକ ଖବର ଦେଖନ୍ତୁ...

ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରକାଶ ପାଇଲା ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ତାଲିକା

ଭୁବନେଶ୍ବର:  ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିମାନଙ୍କ ନାମ ତାଲିକା ପ୍ରକାଶ ପାଇଛି।  ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଧର୍ମଶାଳା ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଏକ…
ଅଧିକ ଖବର ଦେଖନ୍ତୁ...

ବର୍ଷା ଯୋଗୁଁ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ ଏକ୍ସପ୍ରେସ୍ ବାତିଲ

ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରେନ ନମ୍ବର ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଏକ୍ସପ୍ରେସ ଆଜି ମୁମ୍ବାଇରୁ ବାତିଲ ହୋଇଛି । ରେଳଲାଇନରେ ବର୍ଷା ଜଳ ଥିବାରୁ ଟ୍ରେନ ଚଳାଳଚରେ ବାଧା ଉପୁଜିଛି ।…
ଅଧିକ ଖବର ଦେଖନ୍ତୁ...