Daily Archives

September 23, 2020

୭୪% ନୂଆ କୋଭିଡ୍-୧୯ ସଂକ୍ରମଣ ଓ ୮୩% ମୃତ୍ୟୁ ରିପୋର୍ଟ କରିଛନ୍ତି ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ୨୪ ଘଣ୍ଟା ମଧ୍ୟରେ ୭୪% ନୂଆ କୋଭିଡ୍-୧୯ ସଂକ୍ରମଣ ଏବଂ ୮୩% ମୃତ୍ୟୁ ହୋଇଥିବା କଥା କେନ୍ଦ୍ରଶାସିତ ଅଞ୍ଚଳ ସମେତ ଅନ୍ୟୂନ ୧୦ଟି ରାଜ୍ୟ ରିପୋର୍ଟ କରିଛନ୍ତି ବ‌ୋଲି ବୁଧବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଏକ ବିବୃତିରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୭୧୬ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୦୫୨ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୭୧୬ ଜଣଙ୍କ ସମେତ ରାଜ୍ୟରୁ ଆଜି ୪ ହଜାର ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୬୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁରରେ ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ବୁହା ହେଲେ ଗର୍ଭବତୀ, ନଈ କୂଳରେ ଜନ୍ମ କଲେ ଶିଶୁ କନ୍ୟା

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଜଣେ ଗର୍ଭବତୀଙ୍କୁ ଦୋଳାରେ ନଈ ପାର କରିବା ପରେ ପ୍ରସବ ବେଦନା ସହ୍ୟ କରି ନପାରି ନଈ କୂଳରେ ଏକ କନ୍ୟା ସନ୍ତାନକୁ ପ୍ରସବ କରିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ପାଟଖଳିଆ ଅଞ୍ଚଳରେ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ ୨୦୨୦: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ, ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇଲା…

ଦୁବାଇ :  ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ୍ ରାଇଡର୍ସ । ତେଣୁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି । ମୁମ୍ବାଇ ପକ୍ଷରୁ ଡିକକ୍ ଓ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସି ଇନିଂସ ଆରମ୍ଭ କରିଛନ୍ତି । ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ଠାରୁ ପ୍ରେରିତ ହୋଇ ବ୍ୟକ୍ତି ନିଜ ପତ୍ନୀଙ୍କ ପାଇଁ ଚନ୍ଦ୍ରରେ କିଣିଲେ ଜାଗା

ନୂଆଦିଲ୍ଲୀ: ବିବାହ ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଏପରି ଉପହାର ଦେବାକୁ ଚିନ୍ତା କରନ୍ତି, ଯାହା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ | ପାକିସ୍ତାନର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବିବାହ ପରେ ଏପରି ଉପହାର ଦେଇଛନ୍ତି ଯାହାକି ଚର୍ଚ୍ଚାରେ ରହିଛି। ସେ ତାଙ୍କ ପତ୍ନୀଙ୍କୁ ଚନ୍ଦ୍ରରେ ଜାଗା…
ଅଧିକ ଖବର ଦେଖନ୍ତୁ...

ଉତ୍ତର ପ୍ରଦେଶର ହାର୍ଦୋଇରେ କାରଖାନା କରିବ ପ୍ରସିଦ୍ଧ ବ୍ରିଟିସ୍ ବନ୍ଧୁକ ନିର୍ମାଣକାରୀ କମ୍ପାନି ‘ୱେବ୍‌ଲି ଆଣ୍ଡ୍‌…

ଲକ୍ଷ୍ନୌ: ପ୍ରସିଦ୍ଧ ବ୍ରିଟିସ୍ ଆଗ୍ନେୟାସ୍ତ୍ର ନିର୍ମାଣକାରୀ କମ୍ପାନି ‘ୱେବ୍‌ଲି ଆଣ୍ଡ୍‌ ସ୍କଟ୍’ ଉତ୍ତର ପ୍ରଦେଶରେ ତା’ର ବନ୍ଧୁକ ଉତ୍ପାଦନ ୟୁନିଟ୍ ଆରମ୍ଭ କରିବ। ପ୍ରାପ୍ତ ସୂଚନା ଅନୁସାରେ, ଲକ୍ଷ୍ନୌ ଠାରୁ ମାତ୍ର ୩୦ କିଲୋମିଟର ଦୂର ହାର୍ଦୋଇ ଜିଲ୍ଲାର ସାଣ୍ଡିଲାରେ ‘ୱେବ୍‌ଲି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ସ୍ତରରେ ଗଂଜାମ କଲା ରେକର୍ଡ, କରୋନାରୁ ସୁସ୍ଥ ହେଲେ ୯୭.୩ ପ୍ରତିଶତ ଆକ୍ରାନ୍ତ

ବ୍ରହ୍ମପୁର: କରୋନା ଭାଇରସ ମହାମାରୀ ନେଇ ଗଂଜାମ ଜିଲ୍ଲାକୁ ଏକ ବଡ଼ ଅଭିଜ୍ଞତା ହାସଲ ହୋଇଛି । ରାଜ୍ୟରେ ଯଦିଓ ଗଂଜାମ ଜିଲ୍ଲାରୁ ଏପର୍ଯ୍ୟନ୍ତ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଏଠାରୁ ମଧ୍ୟ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ମାସଠାରୁ ବିଦ୍ୟୁତ ୟୁନିଟ ପିଛା ବଢ଼ିବ ୨୦ ପଇସା

ଭୁବନେଶ୍ୱର: ଆସନ୍ତା ମାସ ଠାରୁ ବିଦ୍ୟୁତ ଦର ବଢ଼ିବ । ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ମାସ ଠାରୁ ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ତେବେ ବର୍ଦ୍ଧିତ…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ କୃଷି ବିଲ୍‌ ଫେରସ୍ତ ହେବା ଉଚିତ: ରା‌ଷ୍ଟ୍ରପତିଙ୍କୁ ଭେଟି ଏପରି କହିଲେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ

ନୂଆଦିଲ୍ଳୀ: ବିବାଦୀୟ କୃଷି ବିଲ୍‌ ପ୍ରସଂଗ ନେଇ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ। ସେ ରାଷ୍ଟ୍ରପତିଙ୍କୁ ଭେଟି ଏହି ବିବାଦୀୟ କୃଷି ବିଲ୍‌କୁ ମଞ୍ଜୁରି ନଦେବାକୁ ନିବେଦନ କରିଛନ୍ତି। There was no…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍ ସାମ୍ନାକୁ ଶିଶୁକୁ ଫିଙ୍ଗି ଦେଲା ଭାଇ; ତା’ପରେ…

ଆଗ୍ରା: ଆଗ୍ରା-ନୂଆଦିଲ୍ଲୀ ରେଳ ଧାରଣାରେ ଟ୍ରେନର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ନିରୀହ ଶିଶୁର ଜୀବନ ବଞ୍ଚି ଯାଇଛି। କଥାରେ ଅଛି , ‘ରଖେ ହରି ମାରେ କିଏ’। ଏହି ଉକ୍ତର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଜଣେ ବାଳକ ଶିଶୁକୁ ଟ୍ରେନ୍ ସାମ୍ନାକୁ ଫିଙ୍ଗି ଦେଇଥିବା ବେଳେ ଲୋକପାଇଲଟ…
ଅଧିକ ଖବର ଦେଖନ୍ତୁ...