Daily Archives

September 23, 2020

ବୋମା ଧମକ ଯୋଗୁଁ ପ୍ୟାରିସ୍‌ର ଆଇଫଲ୍ ଟାୱାର୍‌ରୁ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର, ହାଇ ଆଲର୍ଟରେ ନିରାପତ୍ତା ଏଜେନ୍‌ସି

ପ୍ୟାରିସ୍: ବୋମା ଥିବା କଥା ଆଜି ମଧ୍ୟାହ୍ନରେ ଫୋନ୍‌ ଆସିବା ପରେ ପ୍ୟାରିସ୍‌ ପୁଲିସ ଆଇଫଲ୍ ଟାୱାର୍‌ ଚାରିପଟ ଅଞ୍ଚଳକୁ ଅବରୋଧ କରିଛି। ‘ଏକ୍ସପ୍ଲୋସିଭ୍ ଟିମ୍’ ଘଟଣାସ୍ଥଳରେ ତଲାସ କରୁଥିବା କଥା ଫରାସୀ ଗଣମାଧ୍ୟମ ରିପୋର୍ଟ କରିଛି। ଟାୱାର ତଳେ ଥିବା ରାସ୍ତା ଓ ସାଇନି ନଦୀ ଉପରେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ଡ୍ରଗ୍ସ କାରବାର: ଦୀପିକା, ଶ୍ରଦ୍ଧା, ସାରା ଓ ରାକୁଲପ୍ରୀତଙ୍କୁ ସମନ ପଠାଇଲା ଏନ୍‌ସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ ଯାଞ୍ଚ ଏବେ ଏକ ଚମତ୍କାର ମୋଡ଼ ନେଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ କାରବାର ମାମଲାରେ ସଂପୃକ୍ତି ଥିବା ସନ୍ଦେହରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ରାକୁଲପ୍ରୀତ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ: ଅରୁଣ କୁମାର ରାୟ ହେଲେ ଏଡିଜି କମ୍ୟୁନିକେସନ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି (ବୁଧବାର) ୯ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି । ୧୯୮୮ ବ୍ୟାଚ୍‌ର ଆଇପିଏଏସ ଅରୁଣ କୁମାର ରାୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଏଡିଜି କମ୍ୟୁନିକେସନ ଭାବରେ ନିଯୁକ୍ତି ମିଳିଛି । ଏଡିଜି କମ୍ୟୁନିକେସନରେ ପୂର୍ବରୁ ଥିବା…
ଅଧିକ ଖବର ଦେଖନ୍ତୁ...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ପ୍ରସଙ୍ଗ: ତଦନ୍ତ କରିବ ଇଡି

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାର ତଦନ୍ତ କରିବ । ଇଡି ଅଜୟ ଦାସଙ୍କ ଅର୍ଥ ନେଣଦେଣ କାରବାରର ଖୋଳତାଡ଼ କରିବ । ଏଠାରେ ସୂଚନା ଯୋଗ୍ୟ ଯେ, ଆୟ…
ଅଧିକ ଖବର ଦେଖନ୍ତୁ...

କୋଭିଡ ୱାର୍ଡରେ କରୋନାରୁ ସୁସ୍ଥ ହେବା ପରେ ଜବରଦସ୍ତ ନୃତ୍ୟ କଲେ ୮୪ବର୍ଷୀୟ ବୃଦ୍ଧା

ନୂଆଦିଲ୍ଲୀ: ସିହୋରର ଜିଲ୍ଲା ଡାକ୍ତରଖାନା ପରିସରରେ ଥିବା କୋଭିଡ କେୟାର ସେଣ୍ଟରରେ ଜଣେ ୮୪ ବର୍ଷୀୟ କରୋନା ଯୋଦ୍ଧା ଭଜନରେ ନାଚୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ମହିଳାଙ୍କ ଏହି ଭିଡିଓ ୫ଦିନ ପୂର୍ବର ବୋଲି କୁହାଯାଉଛି। ଶ୍ୟାମପୁରରେ ରହୁଥିବା ବୃଦ୍ଧା କରୋନା ଯୁଦ୍ଧରେ ବିଜୟ…
ଅଧିକ ଖବର ଦେଖନ୍ତୁ...

ଅବସର ନେବାର ଅଳ୍ପ ସମୟ ପରେ ମ୍ୟୁଜିକ୍ ଭିଡିଓରେ ରବିନ୍‌ହୁଡ୍ ଅବତାରରେ ଦେଖାଦେଲେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସ୍ବେଚ୍ଛାରେ ଅବସର ଗ୍ରହଣ କଥା ଘୋଷଣା କରିବାର ଅଳ୍ପ ସମୟ ପରେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ରବିନ୍‌ହୁଡ୍‌ ଅବତାର ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଡିଜିପି ପାଣ୍ଡେଙ୍କୁ ‘ରବିନହୁଡ୍ ବିହାର କେ’ ବୋଲି…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ପରାମର୍ଶ: କର୍କଟ ରୋଗୀ କରୋନା ଆକ୍ରାନ୍ତ ଜଣାପଡ଼ିଲେ କେମୋଥେରାପି ବିଳମ୍ବରେ ନେଇପାରିବେ

ଭୁବନେଶ୍ୱର: କର୍କଟ ରୋଗୀ କେମୋଥେରାପି ନେଉଥିବା ସମୟରେ କୋଭିଡ ଆକ୍ରାନ୍ତ ହେଲେ, ଏହାକୁ ବିଳମ୍ବ କରାଯାଇପାରିବ । କଟକସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ସୁରେନ୍ଦ୍ର ସ୍ୱାଇଁ ଏହି ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ସଂପକିର୍ତ ପ୍ରଶ୍ନୋତ୍ତର…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ସାଳନ୍ଦୀ କୋଭିଡ୍ ହସପିଟାଲରେ ଫାୟାର ସେଫ୍ଟି ନେଇ ପ୍ରଶିକ୍ଷଣ 

ଭଦ୍ରକ: କଟକର ଜଗତପୁରସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଦୁଇ ଦିନ ତଳେ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ  ଆଜି ଭଦ୍ରକ ଜିଲ୍ଲାର ସାଳନ୍ଦୀ କୋଭିଡ୍ ହସପିଟାଲରେ ଫାୟା ସେଫ୍ଟିକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ୫୦୦ଟଙ୍କା ଚୋରି କରିଥିବାରୁ ନାବାଳିକାକୁ ପିଟିପିଟି ମାରିଦେଲେ ମହିଳା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ଜନୈକ ନାବାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସାମାନ୍ୟ ୫୦୦ଟଙ୍କା ପଡିଶା ଘରୁ ଚୋରି କରିଥିବାରୁ ଜୈନେକ ମହିଳାଙ୍କ ସହିତ କିଛି ପଡ଼ିଶା ଲୋକ ନାବାଳକଙ୍କୁ ପିଟିପିଟି…
ଅଧିକ ଖବର ଦେଖନ୍ତୁ...

ପାଣି ପାଇପ୍ ଅନ୍ୟକୁ‌ ଦେବାକୁ ମନା କରିବାକୁ ଦଳିତ କୃଷକଙ୍କ ହତ୍ୟା ଅଭିଯୋଗ

ବରେଲି: ଉତ୍ତରପ୍ରଦେଶର ବୁଡାଉନ୍ ଜିଲ୍ଲାର ଜଣେ ୫୬ ବର୍ଷିୟ ଦଳିତ ଚାଷୀ ତାଙ୍କ ପାଣି ପାଇପକୁ ଅନ୍ୟ ସହ ବାଣ୍ଟିବାକୁ ମନା କରିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଚାଷୀଙ୍କ ମୁଣ୍ଡ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକ…
ଅଧିକ ଖବର ଦେଖନ୍ତୁ...