Daily Archives

September 24, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଅଭିଭାବକଙ୍କ ପରାମର୍ଶ ନେଇ ଆପଣ କୌଣସି ବଡ଼ ପଦକ୍ଷେପ ନେବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ବୃଷ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ପାଇବେ। ବେପାରରେ ଲାଭର ସୁଯୋଗ ମିଳିବ। …
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବରରୁ ଜବତ ହୋଇଥିବା ବ୍ରାଉନ ସୁଗାର ମାମଲାକୁ ମନି ଲଣ୍ଡରିଂ ଦିଗରୁ  ଅନୁଧ୍ୟାନ କରିବ ଇଡି

ଭୁବନେଶ୍ବର: ସଂପ୍ରତି ଡ୍ରଗସ୍‌ କାରବାରକୁ ନେଇ ତମାମ ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଛନ୍ଦି ହୋଇ ପଡ଼ିଛି ଏହି ମାମଲାରେ। ରାଜ୍ୟରୁ ନିକଟ ଅତୀତରେ ଜବତ ହୋଇଥିବା ବିପୁଳ ପରିମାଣର ବ୍ରାଉନ୍‌ ସୁଗର ମାମଳାର ତଦନ୍ତ ଦାୟିତ୍ବ ପ୍ରଥମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ରୋକିବାକୁ ସ୍ମାର୍ଟ ହେଲ୍‌ମେଟ୍‌ ବାହାର କଲେ କେରଳର ଏହି ବାଳକ, ମୂଲ୍ୟ ୫ ହଜାର ଟଙ୍କା

କୋଚି: ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇଲେ ପରିଣାମ କ’ଣ ହୋଇଥାଏ ତାହା ଆମେ ସମସ୍ତେ ଜାଣନ୍ତି। ନିଜର ସାମନ୍ୟ ଅବହେଳା ହେତୁ ଅଧିକାଂଶ ସମୟରେ ଜୀବନ ବି ଚାଲିଯାଇ ଥାଏ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେରଳର ୧୮ ବର୍ଷିଆ ଆଡନ୍ ଜୟ ଏକ ଅନନ୍ୟ ହେଲମେଟ ତିଆରି କରିଛନ୍ତି। ଜୟ ଏକ 'ସ୍ମାର୍ଟ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋରକୁ ୨୦୭ ରନର ବିଶାଳ ଟାର୍ଗେଟ ଦେଲା ପଞ୍ଜାବ, ଆଇପିଏଲ-୨୦୨୦ର ପ୍ରଥମ ଶତକ ହାସଲ କଲେ ରାହୁଲ

ଦୁବାଇ : ଆଇପିଏଲ ୨୦୨୦ର ଷଷ୍ଠ ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୨୦୭ ରନର ବଡ଼ ଟାର୍ଗେଟ ଦେଇଛି। ଆଜି ବାଙ୍ଗାଲୋର ଟସ୍ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇଥିଲା ପଞ୍ଜାବ। ନିର୍ଦ୍ଧାରିତ ୨୦ ଓଭର ଖେଳି…
ଅଧିକ ଖବର ଦେଖନ୍ତୁ...

ପୁଡିଆ ନ ଦେବାରୁ ଦୋକାନୀଙ୍କୁ ଗରମ କ୍ଷୀର ଫିଙ୍ଗିଲା ଯୁବକ

ରାଉରକେଲା: ପୁଡିଆ ନ ଦେବାରୁ ଦୋକାନୀଙ୍କୁ ଗରମ କ୍ଷୀର ଫିଙ୍ଗିଲା ଯୁବକ। ଏଥିରେ ଦୋକାନୀଙ୍କ ଦେହର ପ୍ରାୟ ୩୦ ପ୍ରତିଶତ ଜଳିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି। ଆଇଡିଏଲ୍ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଥାନାକୁ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କ ପରଲୋକ

ସମ୍ବଲପୁର: ବିଶିଷ୍ଟ ସମାଜସେବୀ ତଥା ବର୍ଷିୟାନ୍ ଗାନ୍ଧିବାଦୀ ଭାଗବତ ପ୍ରସାଦ ନନ୍ଦଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଓ ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ। ସମ୍ବଲପୁର ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଫିଟ୍ ଇଣ୍ଡିଆ ଡାଇଲଗରେ ଫିଟନେସ ଆଇକନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ: ୟୋ ୟୋ ଟେଷ୍ଟ ନେଇ କୋହଲିଙ୍କୁ ପ୍ରଶ୍ନ ସହ…

ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ ଡାଇଲଗରେ ଫିଟନେସ ଆଇକନଙ୍କ ସହ ଆଜି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ କ୍ରିକେଟିଅର ବିରାଟ କୋହଲି, ମଡେଲ ମିଲିନ୍ଦ ସୁମନ ଓ କାଶ୍ମୀରରେ ପଥର ଫିଙ୍ଗାଳୀରୁ ଫୁଟବଲ ଖେଳାଳି ବନିଥିବା ଅଫଶାନା ଆଶିକଙ୍କ ସହ କଥା ହୋଇଛନ୍ତି ମୋଦୀ । ୟୋ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗର ୨୮ ହଜାର ଦୁର୍ଗାପୂଜା କମିଟିକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲ୍‌କାତା: ପଶ୍ଚିମବଙ୍ଗର ୨୮ ହଜାର ଦୁର୍ଗାପୂଜା କମିଟିକୁ ମମତା ବାନାର୍ଜୀ ସରକାର ୫୦ ହଜାର ‌ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଗୁରୁବାର ଦିନ ଘୋଷଣା କରିଛନ୍ତି। ଗତବର୍ଷ ପ୍ରଦତ୍ତ ଅର୍ଥରାଶି ଟ. ୨୫୦୦୦ ଥିବା ବେଳେ ଏ ବର୍ଷ ତାହାକୁ ଦ୍ବିଗୁଣିତ କରାଯାଇଛି। କୋଭିଡ୍-୧୯ ମହାମାରୀ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରୁ ଆଜି ୫୫୦ଜଣ ଓ ରାଜ୍ୟରୁ ୩୭୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୧୬୧୦୪୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। Another 3779 Covid patients…
ଅଧିକ ଖବର ଦେଖନ୍ତୁ...

ଦଶମ ଓ ଦ୍ବାଦଶ ଟପ୍ପରଙ୍କୁ କାର୍‌ ଉପହାର ଦେଲେ ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ, ପୂର୍ବରୁ ଦେଇ ଆସୁଥିଲେ ଲାପ୍‌ଟପ୍‌

ରାଞ୍ଚି: ଏପରି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡରେ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଟପ୍ପର ହୋଇଥିବା ୨ କୃତ୍ତୀ ଛାତ୍ରଙ୍କୁ ରାଜ୍ୟ ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମାହତ ୨ଟି ଅଲ୍‌ଟୋ କାର୍‌ ଉପହାର ଆକାରରେ ଦେଇଛନ୍ତି। ପରୀକ୍ଷା ଫଳାଫଳ ବାହାରିବ ଦିନ ଶିକ୍ଷା ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...