Daily Archives

September 24, 2020

ଏକ ଛୋଟିଆ ଗାଁର କୃଷି ପରିବାରର ପୁଅ କିପରି ପାଲଟିଲେ ବିଶ୍ବର ଜଣାଶୁଣା ଡାକ୍ତରଙ୍କ ମଧ୍ୟରୁ ଜଣେ?

ନୂଆଦିଲ୍ଲୀ: ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡକ୍ଟର ଜଗତ ରାମଙ୍କ ନାମ ହୁଏତ ଆପଣ ଶୁଣିଥିବେ। ସେ ଭାରତର ସର୍ବୋଚ୍ଚ ମେଡିକାଲ୍ ପ୍ରଫେସନାଲମାନଙ୍କ ମଧ୍ୟରୁ ଅନ୍ୟତମ। ପଦ୍ମଶ୍ରୀ ସମେତ ଡକ୍ଟର ରାମ ୩୫ରୁ ଅଧିକ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ଇଏ ହେଉଛନ୍ତି ସେଇମାନଙ୍କ…
ଅଧିକ ଖବର ଦେଖନ୍ତୁ...

ପୁରସ୍କାର ଅର୍ଥରାଶି ବଢ଼ିବାରୁ ଏ ବର୍ଷ ନୋବେଲ୍ ବିଜେତାମାନେ ୧,୧୦, ୦୦୦ ଡଲାର୍ ଅଧିକ ପାଇବେ

ଷ୍ଟକ୍‌ହୋମ୍: ଏ ବର୍ଷ ସମ୍ମାନଜନକ ନୋବେଲ୍ ବିଜେତାମାନେ ଅଧିକ ୧ ନିୟୁତ କ୍ରାଉନ୍ (୧,୧୦, ୦୦୦ ଡଲାର୍) ପାଇବେ ବୋଲି ପୁରସ୍କାର ପର୍ଯ୍ୟବେକ୍ଷଣ କରୁଥିବା ଫାଉଣ୍ଡେସନ୍‌ର ମୁଖ୍ୟ ଗୁରୁବାର ଦିନ କହିଛନ୍ତି। ଦୈନିକ ‘ଡିଗେନ୍‌ସ୍ ଇଣ୍ଡଷ୍ଟ୍ରି’ ରିପୋର୍ଟ କରିଛି ଯେ, ଏ ବର୍ଷ ପୁରସ୍କାର…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତି ବୋଲିଂ କରୁଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର; କିଙ୍ଗସ୍ ଇଲେଭେନ ପଞ୍ଜାବର ବ୍ୟାଟିଂ ଜାରି

ମୁମ୍ବାଇ: ଆଜିର ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ଏହି ମ୍ୟାଚରେ ପ୍ରଥମେ ପଞ୍ଜାବ ଦଳ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଛି । ଦଳ ପକ୍ଷରୁ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଓପନିଂ କରିଛନ୍ତି । ଉଭୟ ଦଳ ନିଜ ନିଜର…
ଅଧିକ ଖବର ଦେଖନ୍ତୁ...

ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଂଚ ଓ ଶିଶୁଙ୍କୁ ଖାଦ୍ୟ ଦେବାକୁ ଜୀବନକୁ ବାଜି ଲଗାଇଲେ ଦୁଇ ଅଙ୍ଗନବାଡି ଦିଦି; ଅଣ୍ଟାରେ ଲାଉ…

ମାଲକାନଗିରି: ଜୀବନ ଅପେକ୍ଷା ଜୀବିକା ବେଶ ଗୁରୁତ୍ୱପୂର୍ଣ୍ଣ । କର୍ମ ହିଁ ଭଗବାନ । ଲୋକଙ୍କ ସେବା କରିବା ପାଇଁ ଜୀବନକୁ ବାଜି ଲଗାଇ ଅଂଟାରେ ଲାଉ ତୁମ୍ବା ବାନ୍ଧି ଭରା ନଇ ପାରି ହେଉଛନ୍ତି ଦୁଇ ମହିଳା ଅଙ୍ଗନବାଡି କର୍ମୀ । ଏହିଭଳି ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ ।…
ଅଧିକ ଖବର ଦେଖନ୍ତୁ...

ଗୁରୁତର କରୋନା ରୋଗୀଙ୍କୁ ଘରକୁ ଆଣିବାର ତିନି ଘଣ୍ଟା ପରେ ହେଲା ମୃତ୍ୟୁ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ମାଡ଼ି ଚାଲିଥିବା ବେଳେ, କରୋନା ମୁକାବିଲାର ଗୁରୁ ଦାୟିତ୍ବ ବହନ କରୁଥିବା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଦେଖିବାକୁ ମିଳିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋବୃତ୍ତି…
ଅଧିକ ଖବର ଦେଖନ୍ତୁ...

ଶେର୍ଲିନ ଚୋପ୍ରାଙ୍କ ଚାଞ୍ଚଲ୍ୟକର ବୟାନ: ଡ୍ରଗ୍ସ ମାମଲାରେ ସାମିଲ ଅଛନ୍ତି ବଲିଉଡ ତାରକାଙ୍କ ପତ୍ନୀ; କ୍ରିକେଟରଙ୍କ ସହ…

ମୁମ୍ବାଇ: ଏବେ ସାରାଦେଶରେ ଚାଲିଛି ଡ୍ରଗ୍ସକୁ ନେଇ ଖୋଳତାଡ। ବଲିଉଡରେ ବହୁ ବରିଷ୍ଠ ଓ ନାମିଦାମି କଳାକାର ଏଥିରେ ସଂପୃକ୍ତ ଥିବା ନେଇ ନାର୍କୋଟିକ କଣ୍ଟ୍ରୋଲ ବୋର୍ଡ (ଏନସିବି) ହାତରେ ତଥ୍ୟ ଲାଗିବା ପରେ ଦୀପିକା ପାଦୁ୍କନଙ୍କ ଠାରୁ ଆରମ୍ଭ କରି ରକୁଲପ୍ରୀତ ସିଂଙ୍କ ଯାଏ ସମନକରି ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀ ଗଣେଶ ସ୍ପଞ୍ଜ କାରଖାନାରେ ଦୁର୍ଘଟଣା, ୧୫ଫୁଟ ଗଭୀର ବଙ୍କରରେ ପଡି ବଏଲର ଅପରେଟରଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲାସ୍ଥିତ କୁଆରମୁଣ୍ଡା କାରଡି ହରିହରପୁରରେ ଥିବା ଶ୍ରୀ ଗଣେଶ ସ୍ପଞ୍ଜ କାରଖାନାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବଙ୍କରରେ ପଡି ଜଣେ ବଏଲର ଅପରେଟରଙ୍କ ମୃତ୍ୟୁ  ହୋଇଛି। ମୃତକ ଜଣକ ରାଉରକେଲାସ୍ଥିତ ସେକ୍ଟର -୨ ଓଏସଆରଟିସି କଲୋନିରେ ବସବାସ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଭାରତରେ ବିକ୍ରି ଓ ତିଆରି ବନ୍ଦ କରିବ ହାର୍ଲି-ଡେଭିଡ୍‌ସନ୍: ରିପୋର୍ଟ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ମୋଟର୍‌ସାଇକେଲ୍ ନିର୍ମାତା ହାର୍ଲି-ଡେଭିଡ୍‌ସନ୍ ଭାରତରେ ବିକ୍ରି ଓ ତିଆରି ବନ୍ଦ କରିବ ବୋଲି ଗୁରୁବାର ଦିନ କହିଛି। ଏକ ଦଶନ୍ଧିରୁ ଅଧିକ କାଳ ହେବ ଭାରତୀୟ ବଜାରରେ ପ୍ରବେଶ କରି ଏକାଧିକ ମୋଟର୍‌ସାଇକେଲ୍ ଲଞ୍ଚ୍ କରିବା ସତ୍ତ୍ବେ କମ୍ପାନିର ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

ଏପରି ଭାବେ ସିଗାରେଟ ବଟ୍‌କୁ ପରିବେଶ ପ୍ରଦୂଷଣ ପାଇଁ ଛାଡ଼ି ନଦେଇ ତିଆରି ପାରିବା ଇଟା, ବର୍ଣ୍ଣନା କଲେ ଗବେଷକ

ନୂଆଦିଲ୍ଳୀ: ଲକ୍ଷ ଲକ୍ଷ ସିଗାରେଟ୍‌ ଟଣାଯିବା ପରେ ମାଟିରେ ପଡୁଛି ଓ ପରିବେଶକୁ ପ୍ରଦୂଷଣ କରୁଛି। ନିକଟରେ ରୟାଲ ମେଲବୋର୍ଣ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର କିଛି ଗବେଷକ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ସିଗାରେଟ୍‌ର ବଟ୍‌କୁ ପୁନଉଦ୍ଧାର(ରିସାଇକେଲ୍‌)…
ଅଧିକ ଖବର ଦେଖନ୍ତୁ...

ଜଟିଳ ରୋଗ ଥାଇ କରୋନା ଆକ୍ରାନ୍ତ ହେଲେ ବି ହୋମ୍‌ ଆଇସୋଲେସନ୍‌ରେ ରହିହେବ

ଭୁବନେଶ୍ବର: ଦୀର୍ଘ ୭ ଦନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦକ ସମ୍ମିଳନୀର ଆଜି ଥିଲା ଅନ୍ତିମ ଦିବସ। ଏହି ସମ୍ମିଳନୀରେ ମହାମାରୀ କରୋନା ପକ୍ଷରୁ ନିଜକୁ ବଞ୍ଚାଇବା ପାଇଁ ହୋମ୍‌ ଆଇସୋଲେସନ୍‌ କେତେ ଜରୁରୀ ସେ ନେଇ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ…
ଅଧିକ ଖବର ଦେଖନ୍ତୁ...