Daily Archives

September 25, 2020

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ନେଇ ଅନିଶ୍ଚିତତା: ୫୨ ବଦଳରେ ଗଡୁଛି ୪ଟି ଟ୍ରେନ୍, ଜୀବିକା ହରାଇଛନ୍ତି କୁଲି,…

ରାୟଗଡ଼ା: ଦୈନିକ-ସାପ୍ତାହିକ ମିଶାଇ ଗଡୁଥିଲା ୫୦ରୁ ଉର୍ଧ୍ବ ଟ୍ରେନ୍। ଭାରତର ୫ ମେଟ୍ରୋ ସିଟି ସହ ସମସ୍ତ ପ୍ରମୁଖ ରେଳ ଷ୍ଟେସନ ଓ ତୀର୍ଥସ୍ଥଳୀ ସହ ଯୋଡି ହୋଇଥିଲା ରାୟଗଡ଼ା। ଉପକୃତ ହେଉଥିଲେ ଲକ୍ଷାଧିକ ଯାତ୍ରୀ। କିନ୍ତୁ କରୋନା କଟକଣା ପାଇଁ ଗଡୁନି ଟ୍ରେନ୍। ଯାତ୍ରୀ ବିନା ଖାଁ ଖାଁ ହୋଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ପାଇଁ ଗୌରବ ଆଣିଲେ ଉତ୍ତର ଓଡ଼ିଆ ବିଶ୍ୱବିଦ୍ୟାଳୟର ଦୁଇ ସ୍ବେଚ୍ଛାସେବୀ, ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ…

ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧୀନରେ ଥିବା ମହାରାଜା ପୁର୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ କୁମାରୀ ଦିବ୍ୟାନୀ ବେହେରା ଓ ସୀମାନ୍ତ ମହାବିଦ୍ୟାଳୟର ଛାତ୍ର ପ୍ରଭଞ୍ଜନ ମଣ୍ଡଳ ୨୦୧୮-୧୯ ବର୍ଷ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାରରେ…
ଅଧିକ ଖବର ଦେଖନ୍ତୁ...

ଏଏସବିଏମ୍ ବିଶ୍ୱବିଦ୍ୟାଳୟର ଅନଲାଇନ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ଏଏସବିଏମ୍ ବିଶ୍ୱବିଦ୍ୟାଳୟର ସ୍କୁଲ  ଅଫ୍ ଆକାଉଣ୍ଟାନସି ଓ ସ୍କୁଲ  ଅଫ୍  ବିଜିନେସ୍ ଆନୁକୁଲ୍ୟରେ ଦୁଇଟି ୧୪ଦିନିଆ ଅନଲାଇନ ସାର୍ଟିଫିକେଟ ପାଠ୍ୟକ୍ରମ ଯଥା ଉକୃଷ୍ଟ ଅର୍ଥ ବିକାଶ ଏବଂ ବିପଣନ ପକ୍ରିୟା ଓ କୌଶଳ ବିଷୟରେ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଛି । ଏହି ଦୁଇଟି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ ୨୦୨୦: ଚେନ୍ନାଇ ସୁପର କିଙ୍ଗସକୁ ୪୪ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ)ର ତ୍ରୟୋଦଶ ସଂସ୍କରଣର ୭ମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଦ୍ବିତୀୟ ପରାଜୟ ବରଣ କରିଛି।  ବ୍ୟାଟସମ୍ୟାନମାନଙ୍କର ବିଫଳ ପ୍ରଦର୍ଶନ ଫଳରେ ୧୭୬ ରନର ବିଜୟ ଲକ୍ଷ ହାସଲ କରି ନ ପାରି ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୪୪ ରନରେ ହାରିଯାଇଛି…
ଅଧିକ ଖବର ଦେଖନ୍ତୁ...

ଅତିରିକ୍ତ ଜିଲ୍ଲାପାଳଙ୍କୁ ମାଡ଼ପିଟ, ହତ୍ୟା ଧମକ ଘଟଣା: ୨ ମହିଳା ସମେତ ୩ ଗିରଫ

ସୁନ୍ଦରଗଡ଼: ଅତିରିକ୍ତ ଜିଲ୍ଲାପାଳଙ୍କୁ ମାଡ଼ପିଟ ହତ୍ୟା ଧମକ। ଏକ ଦୋକାନ ଘର ବିବାଦକୁ ନେଇ ଥାନାରେ ରୁଜୁ ମାମଲାରେ ଅଭିଯୁକ୍ତଙ୍କ ଘରକୁ ପୁଲିସ ଫୋର୍ସ ସହ ମାଜିଷ୍ଟ୍ରେଟ୍ ଯାଇଥିବା ବେଳେ ପରିବାର ଲୋକେ ଆକ୍ରମଣ କରିଥିଲେ। ସୁନ୍ଦରଗଡ଼ ଟାଉନଥାନା ବିଜୟା ଟକିଜ୍ ରୋଡରେ ଘଟିଥିବା ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ପୁଅ ‘ବିଗ୍‌ବସ୍‌-୧୪’ରେ ପ୍ରବେଶ କରିବା ପରେ ଏପରି ପ୍ରତିକ୍ରିୟା ରଖିଥିଲେ କଣ୍ଠଶିଳ୍ପୀ କୁମାର ସାନୁ

ମୁମ୍ବାଇ: ବିଗ୍ ବସ୍-୧୪ରେ ‌ପ୍ରବେଶ କରିଛନ୍ତି କଣ୍ଠଶିଳ୍ପୀ କୁମାର ସାନୁଙ୍କ ପୁଅ ଜାନ୍‌। ସେ ବିଗ୍‌ବସ୍‌ରେ ଜଣେ ପ୍ରତିଯୋଗୀ ଭାବେ ଭାଗ ନେବା ପରେ ଗୁରୁବାର ଦିନ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ସଲମାନ ଖାନ୍ ଜାନ କୁମାର ସାନୁଙ୍କୁ ପରିଚିତ କରାଇଥିଲେ ଏବଂ ବିଗ୍ ବସ୍ ୧୨ର ବିଜେତା…
ଅଧିକ ଖବର ଦେଖନ୍ତୁ...

ଡ୍ରଗ୍ସ ଚାଟ୍ ବିଷୟରେ କଥା‌ ହେଉଥିବା ହ୍ବାଟ୍‌ସଅ‌ାପ୍‌ ଗ୍ରୁପ୍‌ର ଆଡ୍‌ମିନ୍‌ ଥିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଡ୍ରଗ୍ସ କାରବାର ସହ ସଂଯୋଗକୁ ନେଇ ଗୋଟାଏ ପରେ ଗୋଟାଏ କଥାର ଖୁଲାସା ହେବାରେ ଲାଗିଛି। ନିକଟରେ ଏକ ରିପୋର୍ଟ ହସ୍ତଗତ ହୋଇଛି ଯେ ଯେଉଁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଡ୍ରଗ୍ସ ନେଇ ଚାଟ୍‌ ହେଉଥିଲା ସେହି ଗ୍ରୁପ୍‌ର ଆଡ୍‌ମିନ୍‌ ଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ।…
ଅଧିକ ଖବର ଦେଖନ୍ତୁ...

୭୬ ବର୍ଷ ପରେ ଦେଖିବାକୁ ମିଳିବ ନୀଳ ଜହ୍ନ

ନୂଆଦିଲ୍ଲୀ: ୭୬ ବର୍ଷ ପରେ ଅର୍ଥାତ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆକାଶରେ ବ୍ଲୁ ମୁନ ବା ନୀଳ ଜହ୍ନ ଦେଖିବାକୁ ମିଳିବ | ଅକ୍ଟୋବର ୩୧, ୨୦୨୦ରେ ନୀଳ ଜହ୍ନ ଦେଖାଯିବ | ଏହି ଦିନ, ସାଧାରଣ ଦିନ ତୁଳନାରେ ଚନ୍ଦ୍ରର ଆହୁରି ଅଧିକ ଆଲୋକିତ ଦେଖାଯିବ | ସାଧାରଣତଃ ଜ୍ୟୋତିର୍ବିଜ୍ଞାନିକ…
ଅଧିକ ଖବର ଦେଖନ୍ତୁ...

ସିସିଟିଭିରେ କଏଦ ହେବ ଆତଙ୍କବାଦୀଙ୍କ କାରନାମା, ଆତଙ୍କବାଦୀଙ୍କୁ ନିପାତ ପାଇଁ ପୁଲିସକୁ ମିଳିଲା ସ୍ୱତନ୍ତ୍ର ଗାଡ଼ି

ଶ୍ରୀନଗର: ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ପାଇଁ ଜମ୍ମୁକାଶ୍ମୀର ପୁଲିସକୁ ମିଳିଛି ଏକ ସ୍ୱତନ୍ତ୍ର ଗାଡ଼ି | କାରଣ ଜାମ୍ମୁ କାଶ୍ମୀର ପୁଲିସଙ୍କୁ ଦିଆଯାଇଥିବା କମାଣ୍ଡ ଭେଇକିଲରେ ଏଭଳି ଅତ୍ୟାଧୁନିକ ସୁବିଧା ଦିଆଯାଇଛି ଯେ ଯାହାଦ୍ୱାରା ଆତଙ୍କବାଦୀଙ୍କ ପ୍ରତିଟି ଗୁଳିର ଜବରଦସ୍ତ ଜବାବ…
ଅଧିକ ଖବର ଦେଖନ୍ତୁ...

ବିଧାୟକ, ସାଂସଦଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲା ସଂପର୍କିତ ତଥ୍ୟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜନେତାଙ୍କ ବିରୋଧରେ ବିଚାରାଧୀନ ମାମଲା ସଂପର୍କରେ ହାଇକୋର୍ଟରେ ଦାଖଲ ହେବ ତଥ୍ୟ।  ବିଭିନ୍ନ ଜିଲ୍ଲାରେ ଥିବା ଅଦାଲତଗୁଡିକରେ ସାଂସଦ ଓ ବିଧାୟକଙ୍କ ସହିତ ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଥିବା ମାମଲା ସଂପର୍କିତ ସବିଶେଷ ବିବରଣୀ ଦାଖଲ ପାଇଁ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...