Daily Archives

September 25, 2020

ଅକାଳୀ ଦଳର ବୋମା ମୋଦୀଙ୍କୁ ଥରାଇଦେଇଛି: ସୁଖବୀର ସିଂ ବାଦଲ

ଚଣ୍ଡୀଗଡ଼: ଚଳିତ ସପ୍ତାହରେ ସଂସଦରେ ଉପସ୍ଥାପନ କରାଯାଇଥିବା କୃଷି ଓ କୃଷକଙ୍କ ସମ୍ପର୍କିତ ତିନିଟି ବିଲକୁ  ନେଇ ବଡ଼ ଧରଣର ରାଜନୀତି ଦେଖାଦେଇଛି। ବିବାଦୀୟ କୃଷି ବିଲ୍‌କୁ ବିରୋଧ କରି କଂଗ୍ରେସ ସମେତ ୨୫ଟି କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି | କେନ୍ଦ୍ରର କୃଷକ ବିରୋଧୀ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ବସ ଧକ୍କାରେ ୨ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ

ବାରିପଦା: ଜାତୀୟ ରାଜପଥ ୧୮ ମଁଚାବିନ୍ଧା ନିକଟସ୍ଥ ମଙ୍ଗଳା ମନ୍ଦିର ନିକଟରେ ତାମିଲନାଡୁରୁ ବାରିପଦା ଅଭିମୁଖେ ଆସୁଥିବା ଏକ ବସ ଧକ୍କାରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ଟିଏନ ୨୮ ଜେ ୩୦୦୩ ବସଟି ବାରିପଦା ଅଭିମୁଖେ ଆସୁଥିବା ବେଳେ ରଙ୍ଗ ରୁଟରେ ବେତନଟୀ ଅଭିମୁଖେ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କାମ ସମୟ ସୀମା ମଧୢରେ ପୂରା କରିନେବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ଜୀବନରେ ଲାଗିରହିଥିବା ମନୋମାଳିନ୍ୟ ସମାପ୍ତ ହେବ। ବୃଷ: ବେପାରରେ ନୂଆ ଚୁକ୍ତିପତ୍ର ହୋଇପାରେ। କୋର୍ଟ କଚେରି କାମରେ ବିଜୟୀ ହୋଇପାରନ୍ତି। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

କୋଭିଡ କେୟାର ସେଣ୍ଟର ବନ୍ଦ ନିଷ୍ପତ୍ତି ବିରୋଧରେ ଜନସ୍ବାର୍ଥ ମାମଲା

କଟକ: କିଛି ମାସ ହେବ ଖୋଲିଥିବା କୋଭିଡ କେୟାର ସେଣ୍ଟର/ହୋମ୍ସ ଗୁଡିକୁ ରାଜ୍ୟ ସରକାର ବନ୍ଦ କରିବାକୁ ଗ୍ରହଣ କରିଥିବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବମଙ୍ଗଳ ନ୍ୟାସର ସଭାପତି ପାର୍ଥ ସାରଥୀ ଜେନାଙ୍କ ପକ୍ଷରୁ ଦାୟର…
ଅଧିକ ଖବର ଦେଖନ୍ତୁ...

କଟକରେ ବୁଲା ଷଣ୍ଢକୁ ବଂଚାଇବାକୁ ଯାଇ ନାଳରେ ପଶିଗଲା କାର, ଚାଳକ ଉଦ୍ଧାର

କଟକ: ବୁଲା ଷଣ୍ଢକୁ ବଂଚାଇବାକୁ ଯାଇ ଏକ କାର ଭାରସାମ୍ୟ ହରାଇ ନାଳକୁ ପଶିଯାଇଛି । ଏହି ଅଭାବନୀୟ ଘଟଣାର କିଛି ସମୟ ପରେ ଅଗ୍ନିଶମ ବାହିନୀ ଓ ପୁଲିସ ସଂପୃକ୍ତ କାର ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କଟକ ସହରର ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣ ନଗରରେ ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...

୨୦୨୦ର ପ୍ରଥମ ୬ମାସରେ ୧୨ଲକ୍ଷ ନୂଆ ଗ୍ରାହକଙ୍କୁ ଯୋଡିଛି ଜିଓ- ଟ୍ରାଇ

ଭୁବନେଶ୍ୱର: ଓଡ଼ିଶାରେ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକଙ୍କୁ ଯୋଡିଥିବା ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଦେହ ବ୍ୟବସାୟ କୌଣସି ଅପରାଧ ନୁହେଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଦେହ ବ୍ୟବସାୟରେ ସାମିଲ ୩ ଜଣ ମହିଳାଙ୍କ ସହ ଜଡିତ ଏକ ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | ଗୁରୁବାର ଦିନ ଏକ ମାମଲାର ଶୁଣାଣି କରି ଅଦାଲତ ତିନି ଜଣ ଦେହଜୀବୀଙ୍କୁ କେବଳ ମୁକ୍ତ କରିନାହାନ୍ତି ବରଂ କହିଛନ୍ତି ଯେ ଦେହ ବ୍ୟବସାୟ ଆଇନ…
ଅଧିକ ଖବର ଦେଖନ୍ତୁ...

ମୁକେଶ ଅମ୍ବାନୀଙ୍କ ଏହି ଗୁଣକୁ ପସନ୍ଦ କରନ୍ତି ନାହିଁ ପତ୍ନୀ ନୀତା; ସୁଯୋଗ ମିଳିଲେ ନିଶ୍ଚୟ ବଦଳାଇବେ ବୋଲି…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶ ଅମ୍ବାନୀଙ୍କ ପାଇଁ ଧୀରୁ ଭାଇ ଅମ୍ବାନୀ ନୀତାଙ୍କୁ ପସନ୍ଦ କରିଥିଲେ। ମୁକେଶ ଏବଂ ନୀତା ଅମ୍ବାନୀଙ୍କର ତିନୋଟି ସନ୍ତାନ ଅଛନ୍ତି - ଇଶା, ଆକାଶ ଏବଂ ଅନନ୍ତ । ଅନେକ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍-୧୯ ବିପକ୍ଷରେ ବୈଜ୍ଞାନିକମାନ‌େ ଚିହ୍ନଟ କରିଛନ୍ତି ଅତି ଫଳପ୍ରଦ ଆଣ୍ଟିବଡି ଯାହା ପ୍ରାକୃତିକ ଟିକା ଭଳି…

ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ଲାଗି ବିଶ୍ବବ୍ୟାପୀ ଉଦ୍ୟମ ଚାଲିଥିବା ବ‌େଳେ ବୈଜ୍ଞାନିକମାନେ ଅତି ଫଳପ୍ରଦ ଆଣ୍ଟିବଡି ଚିହ୍ନଟ କରିଛନ୍ତି, ଯାହା ଅଭିନବ କରୋନାଭାଇରସ୍ ବିପକ୍ଷରେ ‘ପାସିଭ୍ ଭ୍ୟାକ୍ସିନ୍’ ବା ପ୍ରାକୃତିକ ଟିକା ପ୍ରସ୍ତୁତି କିରିବାରେ ସହାୟକ ହୋଇପାରେ। ଗବେଷକମାନ‌େ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦: ଚେନ୍ନାଇ ସୁପର କିଙ୍ଗସ୍ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ)ର ତ୍ରୟୋଦଶ ସଂସ୍କରଣର ୭ମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆଜି ଜାରି ରହିଥିବା ମ୍ୟାଚରେ ଚେନ୍ନାଇ ଟିମ୍‌ର ଅଧିନାୟକ ମହେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...