Daily Archives

September 25, 2020

ଗାଧୋଇବାକୁ ଯାଇଥିବା ବ‌େଳେ ବଡ଼ନଦୀରେ ବୁଡି ବୃଦ୍ଧା ମୃତ  

ଭଞ୍ଜନଗର: ଭଞ୍ଜନଗର ଥାନା ଅଧିନ ପାଟୁଳି ସାହି ନିକଟ ବଡ଼ନଦୀ ତୁଠରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ବେଲଗୁଣ୍ଠା ଫାଣ୍ଡି ଅଧିନ ଜି.ନୂଆଗାଁର ସୋମନାଥ ସେଠୀଙ୍କ ସ୍ତ୍ରୀ ଚନ୍ଦ୍ରମା ସେଠୀ(୬୫) ଆଜି ସକାଳ ସମୟରେ ଗାଧୋଇବା ପାଇଁ ବଡ଼ନଦୀକୁ ଯାଇଥିବା ବେଳେ ଅସାବଧାନତା ବଶତ…
ଅଧିକ ଖବର ଦେଖନ୍ତୁ...

ଘର କାନ୍ଥରେ କଳାପଟା କରି ପିଲାଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖି ପାଠ ପଢ଼ାଉଛନ୍ତି ଝାଡ଼ଖଣ୍ଡ ପ୍ରଧାନଶିକ୍ଷକ

ଧାନବାଦ: କରୋନାଭାଇରସ୍ ମହାମାରୀ ଯୋଗୁଁ ସ୍କୁଲ୍ ଶିକ୍ଷା ଅଚଳ ହୋଇଯାଇଥିବା ବେଳେ ଝାଡ଼ଖଣ୍ଡର ଦୁମକା ଜିଲ୍ଲା ଅନ୍ତର୍ଗତ ଏକ ସୁଦୂର ଆଦିବାସୀ ଗ୍ରାମର ସରକାରୀ ଉନ୍ନୀତ ମଧ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିନବ ଉପାୟରେ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି ପାଠ ପଢ଼ାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଆଜି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ଦାସବର୍ମା କହିଛନ୍ତି ଯେ, ସେ ଏବେ ପୃଥକବାସରେ ରହିଛନ୍ତି । ଏଣୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ତାଙ୍କର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇଛି । ଶ୍ରୀ…
ଅଧିକ ଖବର ଦେଖନ୍ତୁ...

୨୭ରୁ ପର୍ଯ୍ୟଟକଙ୍କ ଲାଗି ଭୁବନେଶ୍ୱରରୁ ପୁରୀ ଓ କୋଣାର୍କକୁ ଗଡ଼ିବ ମୋ ବସ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ସେପ୍ଟେମ୍ବର ୨୭ରେ ପର୍ଯ୍ୟଟନ ଦିବସ । ଏହି ଅବସରରେ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ତରଫରୁ ଭୁବନେଶ୍ୱରରୁ ପୁରୀ ଓ କୋଣାର୍କକୁ ମୋ ବସ ସେବା ଆରମ୍ଭ ହେବ । ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ମୋ ବସ ସେବା ରୁଟ ନଂ ୫୦ ଭୁବନେଶ୍ୱର ମାଷ୍ଟର…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୨୫୪ ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୩୩ ଜଣ

କଟକ: ଆଜି କଟକ ସହରରୁ ମୋଟ ୨୫୪ ଜଣ ନୂଆ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୧୨୧ ଜଣ ସଂଗରୋଧ ଓ ୧୩୩ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ,…
ଅଧିକ ଖବର ଦେଖନ୍ତୁ...

କୌଣସି ବି ସମୟରେ କରଣ ଜୋହରଙ୍କୁ ସମନ ପଠାଇ ପାରେ ଏନସିବି !

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରୁ ସାମ୍ନାକୁ ଆସିଥିବା ଡ୍ରଗ୍ସ କନେକ୍ସନରେ ବଲିଉଡର ବଡ ନାମ ଯୋଡ଼ି ହେଉଛି। ଏହି ଘଟଣାର ତଦନ୍ତରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କ୍ରମାଗତଭାବେ ନୂଆ ତଥ୍ୟ ସାମ୍ନାକୁ ଆଣିବାରେ ଲାଗିଛି। ପ୍ରକାଶିତ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ମସ୍ତିଷ୍କ ପକ୍ଷଘାତ ସହିତ ପଢ଼ିବା ଓ କହିବାର ଅସୁବିଧା ଥିବା ୟଶ୍ କ୍ୟାଟ ପରୀକ୍ଷାରେ ୯୨.୫ ପ୍ରତିଶତ ନମ୍ବର ରଖିଲେ

ନୂଆଦିଲ୍ଲୀ: ଯଦି ଦୃଢ଼ ଇଚ୍ଛାଶକ୍ତି ଅଛି ତେବେ ଅସମ୍ଭବ ବି ସମ୍ଭବ ହେବ। ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ମୁମ୍ବାଇର ଜଣେ ଛାତ୍ର ଏହାକୁ ପ୍ରମାଣ କରି ଦେଖାଇଛନ୍ତି। ଉକ୍ତ ଛାତ୍ରଙ୍କ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟକ । କଥାରେ ଅଛି କଷ୍ଟ କଲେ ହିଁ କୃଷ୍ଣ ମିଳିଥାନ୍ତି । କଠିନ ପରିଶ୍ରମ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ବର: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ପ୍ରହ୍ଲାଦ ସିଂହ ପଟେଲ୍‌ଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶୀ…
ଅଧିକ ଖବର ଦେଖନ୍ତୁ...

ମଙ୍କିି କ୍ୟାପ୍ ପିନ୍ଧି ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା: ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ

ରାଉରକେଲା (ତାପସ ଦାସ): ମଙ୍କି କ୍ୟାପ୍ ପିନ୍ଧି ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ରାଉରକେଲା ପୁଲିସ ଆଜି ଘଟଣାର ପର୍ଦାଫାସ କରିଛି। ଏହା ଏକ ଯୋଜନାବଦ୍ଧ ଦୁର୍ଘଟଣା ଓ ଗଣ ଦୁଷ୍କର୍ମ। ପୁଲିସ ଏହି ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଉରକେଲାର…
ଅଧିକ ଖବର ଦେଖନ୍ତୁ...