Daily Archives

September 26, 2020

ଓଡ଼ିଶାରେ ଡାକ୍ତରୀ ଭିଡିଓ ପରାମର୍ଶ ଆପ୍‌ ପ୍ରଚଳନ କଲା ୫-ଇ ହେଲ୍‌ଥକେୟାର

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଡିଜିଟାଲ ଷ୍ଟାର୍ଟଅପ୍‌ ୫ଇ ହେଲ୍‌ଥକେୟାର ଓଡ଼ିଶାର ଜନସାଧାରଣଙ୍କ ପାଇଁ ଭିଡିଓ ପରାମର୍ଶ ଆପ୍‌ / ସେବା ପ୍ରଚଳନ କରିଛି । ଏହି ମୋବାଇଲ ଆପ୍ଲିକେସନର ନାମ ‘୫ଇକେୟାର । ଭିଡିଓ କନ୍‌ସଲ୍‌ଟ ଟପ୍‌ ଡକ୍ଟର୍ସ ଫ୍ରମ ୟୋର ସିଟି’ ରଖାଯାଇଛି ଏବଂ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଏନଡିଏ ଛାଡ଼ିଲା ଅକାଳି ଦଳ, ସୁଖବୀର ସିଂ ବାଦଲ କହିଲେ କୃଷି ବିଲ୍ କୃଷକମାନଙ୍କ ହିତରେ ନୁହେଁ

ନୂଆଦିଲ୍ଲୀ: ଶିରୋମଣି ଅକାଳି ଦଳ ବିଜେପି ନେତୃତ୍ୱାଧୀନ ଏନଡିଏ ଛାଡ଼ିବାକୁ ଘୋଷଣା କରିଛି। କେନ୍ଦ୍ର ସରକାରରୁ ପ୍ରତିନିଧିତ୍ବ ପ୍ରତ୍ୟାହାର କରିବା ପରେ  ତିନୋଟି କୃଷି ବିଲର ପ୍ରତିବାଦରେ ବିଜେପି ନେତୃତ୍ୱରେ ପରିଚାଳିତ  ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଛାଡିବାକୁ ନିଷ୍ପତ୍ତି ନେଇଛି…
ଅଧିକ ଖବର ଦେଖନ୍ତୁ...

ମଧୁମେହ ରୋଗୀଙ୍କ ପାଇଁ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରିଥାଏ ଗ୍ରିନ୍‌ ଟି, ରହିଛି ଆହୁରି ଅନେକ ଗୁଣ

ନିୟମିତ ଗ୍ରିନ୍‌ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ଶୀତଦିନେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଲ୍‌କାଲଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଗ୍ରିନ୍‌ ଟିରେ ଭରପୂର ମାତ୍ରାରେ ଭିଟାମିନ୍‌ ଏ, ଭିଟାମିନ…
ଅଧିକ ଖବର ଦେଖନ୍ତୁ...

ଏବେ ଫ୍ଲାଇଟ ଭିତରେ ଉପଲବ୍ଧ ହେବ ଜିଓର ମୋବାଇଲ ସେବା

ମୁମ୍ବଇ : ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି । ଜିଓର ଇନ-ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ…
ଅଧିକ ଖବର ଦେଖନ୍ତୁ...

୮୧ ଲକ୍ଷ ଟଙ୍କା ଯାଏଁ ପହଂଚିଲାଣି ମହିନ୍ଦ୍ରା ଥର ର ପ୍ରଥମ ମଡେଲର ନିଲାମୀ

ମୁମ୍ବାଇ: ମହିନ୍ଦ୍ରା ଥର୍ ୨୦୨୦ ଭାରତରେ ୨ ଅକ୍ଟୋବରରେ ଲଞ୍ଚ ହେବ, କିନ୍ତୁ ଏହାର ପ୍ରଥମ ମଡେଲର ନିଲାମ ଆରମ୍ଭ ହୋଇଛି | ବାସ୍ତବରେ ମହିନ୍ଦ୍ରା କିଛି ଦିନ ପୂର୍ବରୁ ଏକ ବିବୃତ୍ତି ଜାରି କରି ଏହାର ପ୍ରଥମ ମଡେଲର ନିଲାମ ବିଷୟରେ ସୂଚନା ଦେଇଥିଲା । ସେହି ସମୟରେ କମ୍ପାନୀ କହିଥିଲା ​​ଯେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ-୧୩: ସନରାଇଜର୍ସ ହାଇଦ୍ରାବାଦକୁ ୦୭ ୱିକେଟରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

ଦୁବାଇ : ଆଜି ଆଇପିଏଲ୍‌ର ୮ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୦୭ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ଫିଲଡିଂ କରିଥିବା କେକେଆର ୧୪୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮ ଓଭରରେ ମାତ୍ର ୩ ୱିକେଟ ହରାଇ ୧୪୫ ରନ୍‌ ସଂଗ୍ରହ କରି ଅତି ସହଜରେ ଏହି ମ୍ୟାଚକୁ ଜିତି…
ଅଧିକ ଖବର ଦେଖନ୍ତୁ...

କେତେ ଦିନ ଭିତରେ ନଷ୍ଟ ହୋଇଯିବ ମିଠା, ଗ୍ରାହକଙ୍କୁ ଜଣାଇବେ ମିଠା ଦୋକାନୀ

ନୂଆଦିଲ୍ଲୀ: ବାସି ମିଠା ଖାଇ ଆପଣଙ୍କ ପାଟି ଖଟା ହୋଇଯାଉଛି କି ? ମିଠା ଦୋକାନରୁ ମିଠା ଆଣିବା ପରେ ଆପଣ ପଶ୍ଚାତାପ କରୁଛନ୍ତି କି ? ତେବେ ଆସନ୍ତା ଅକ୍ଟୋବର ୧ ତାରିଖରୁ ଆପଣ ତାଜା ମିଠା ଖାଇପାରିବେ | ପୂଜା ପୂର୍ବରୁ ଖୋଲାରେ ବିକ୍ରି ହେଉଥିବା ମିଠାକୁ ନେଇ ବଡ ନିଷ୍ପତ୍ତି ନେଇଛି ଏଫଏସଏସଏଆଇ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୧ ତାରିଖରୁ କେବଳ ବିକ୍ରି ହେବ ଶୁଦ୍ଧ ସୋରିଷ ତେଲ

ନୂଆଦିଲ୍ଲୀ: ଏଣିକି ବଜାରରେ କେବଳ ବିକ୍ରି ହେବ ଶୁଦ୍ଧ ସୋରିଷ ତେଲ । ଏହି ତେଲରେ ଅନ୍ୟ କୌଣସି ତେଲର ଅପମିଶ୍ରଣ ହେବ ନାହିଁ । ଆସନ୍ତା ୧ ତାରିଖରୁ ସୋରିଷ ତେଲ ସହ ଅନ୍ୟ କୌଣସି ତେଲର ମିଶ୍ରଣକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ କରାଯାଇଛି । ଖାଉଟିଙ୍କୁ ଶୁଦ୍ଧ ସୋରିଷ ତେଲ ଯୋଗାଇଦେବାକୁ ବଡ଼…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ଦେବାରୁ ନିଲମ୍ବିତ ହେଲେ ଅଧିକାରୀ

ଭୋପାଳ: ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ଦେବାରୁ ନିଲମ୍ବିତ ହେଲେ ଅଧିକାରୀ | ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାପାଳ ମନୀଷ ସିଂ ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗର ଫୁଡ ଇନ୍ସପେକ୍ଟର ମନୀଷ ସ୍ୱାମୀଙ୍କୁ ନିଲମ୍ବିତ କରିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଇନ୍ଦୋର ଗସ୍ତ ସମୟରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟ କିଏ ଜାଣନ୍ତି କି ?

ନୂଆଦିଲ୍ଲୀ:ବାଙ୍ଗାଲୋର ଦକ୍ଷିଣ ସଂସଦୀୟ ଆସନ (ବାଙ୍ଗାଲୋର ଦକ୍ଷିଣ) ର ଭାରତୀୟ ଜନତା ପାର୍ଟି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଭାବେ ନିଯୁକ୍ତ କରାଯାଇଛି। ତେବେ ତେଜସ୍ୱୀ ସୂର୍ଯ୍ୟ କିଏ ଓ ତାଙ୍କୁ କାହିଁକି ଏହି ଦାୟିତ୍ୱ ଦିଆଗଲା ସେ ବାବଦରେ ଆଜି…
ଅଧିକ ଖବର ଦେଖନ୍ତୁ...