Daily Archives

September 26, 2020

କରୋନାରୁ ଦିନକରେ ସର୍ବାଧିକ ୪୭୬୧ ଜଣ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ଆରୋଗ୍ୟ ହେଲେ ୧୧୭୩

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ମହାମାରୀରୁ ଆଜି ଗୋଟିଏ ଦିନରେ ସର୍ବାଧିକ ୪ ହଜାର ୭୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସଫଳ ଭିତ୍ତିଭୂମି ଓ କୋଭିଡ ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆଜି ଯାଏଁ ରାଜ୍ୟରେ ୧ ଲକ୍ଷ ୭୦ ହଜାର ୧୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ପୁରୀ ସମୁଦ୍ରକୂଳରେ ବାଲୁକା କଳା ପ୍ରଦର୍ଶନ କରି ଏସ୍‌ପି ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶିଳ୍ପୀ ସୁଦର୍ଶନ

ମୁମ୍ବାଇ: ଲୋକପ୍ରିୟ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ପରେ ତାଙ୍କୁ ନିଜର ବାଲୁକା ଶିଳ୍ପ ମାଧ୍ୟମ‌ରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏକ ମାସରୁ ଅଧିକ ସମୟ ଧରି କୋଭିଡ -୧୯ ସହିତ ସଂଗ୍ରାମ କରି ସୁସ୍ଥ ହୋଇଥିବା ସୁବ୍ରମଣ୍ୟମଙ୍କର ‌…
ଅଧିକ ଖବର ଦେଖନ୍ତୁ...

ମିଳିତ ଜାତିସଂଘର ସଂସ୍କାର ଜରୁରୀ ହୋଇପଡ଼ିଛି : ମୋଦୀ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ନିଜର ୭୫ ବର୍ଷର ଇତିହାସରେ ଅନେକ ଐତିହାସିକ ସଫଳତା ପାଇଛି । କିନ୍ତୁ ଏପରି କେତେକ ଘଟଣା ରହିଛି ଯାହା ଉପରେ ଗଭୀର ଆତ୍ମମନ୍ଥନ କରିବାର ଆବଶକତା ରହିଛି । ସାରା ଦୂନିଆ ଗତ ୮ ମାସ ହେଲା ଏକ ମହାମାରୀର ସମ୍ମୁଖୀନ ହେଉଛି, କିନ୍ତୁ ମାନବ ସମାଜର ଏହି ଲଢେଇରେ…
ଅଧିକ ଖବର ଦେଖନ୍ତୁ...

୨୮ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ପ୍ରସାରଣ ହେବ

ଭୁବନେଶ୍ୱର: କଭୋଡି-୧୯ ପରିସ୍ଥିତି ଯୋଗୁଁ ଗତ ମାର୍ଚ୍ଚ ୧୭ ତାରିଖଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପଡ଼ିଥିବା ବେଳେ ପିଲାମାନଙ୍କୁ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ଦିଆଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ୨୮ ତାରିଖଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ମେଧାବୀ ଛାତ୍ରଙ୍କ ବାଟରେ ପ୍ରତିବନ୍ଧକ ସାଜିଛି ପରିବାରର ଅର୍ଥାଭାବ, ପରମାନନ୍ଦଙ୍କୁ ଘାରିଛି ଉଚ୍ଚଶିକ୍ଷା ଚିନ୍ତା

ଭୁବନେଶ୍ୱର: ମେଧାବୀଙ୍କ ପାଠପଢା ପାଇଁ ଅର୍ଥ ସାଜିଛି ବାଧକ । ପାଠ ପଢି ଆଗକୁ ବଢିବା ପାଇଁ ଅଖିରେ ଆଖିଏ ସ୍ୱପ୍ନ । ହେଲେ ବାପାଙ୍କ ପାଖରେ ଅର୍ଥର ଅଭାବ ଯୋଗୁଁ ଅନ୍ଧାର ଭିତରକୁ ଠେଲି ହୋଇଯିବାକୁ ବସିଛି ଜଣେ ମେଧାବୀ ଛାତ୍ରଙ୍କ ଭବିଷ୍ୟତ । ଯୁକ୍ତ-୨ରେ ଜିଲ୍ଲାସ୍ତରରେ ଦ୍ୱିତୀୟ ସ୍ଥାନର…
ଅଧିକ ଖବର ଦେଖନ୍ତୁ...

‘କୋଭିଡ୍‌- ୧୯ ଟିକା ପାଇଁ ଆସନ୍ତା ବର୍ଷ ସରକାରଙ୍କ ପାଖେ ୮୦,୦୦୦ କୋଟି ଟଙ୍କା ଉପଲବ୍ଧ ହେବ କି?’: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସମଗ୍ର ବିଶ୍ୱରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିବା ଭାରତୀୟ କମ୍ପାନି ସେରମ୍‌ ଇନଷ୍ଟିଚ୍ୟୁଟର ସିଇଓ ଆଦର୍ଶ ପୁନାୱାଲା ଆଜି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିଥିବା ଏକ ପ୍ରଶ୍ନକୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜୋର…
ଅଧିକ ଖବର ଦେଖନ୍ତୁ...

ଚାହା ତୁଳନାରେ କଫିରୁ ଦୁଇ ଗୁଣ ଅଧିକ ଶକ୍ତି ମିଳେ, ଆହୁରି ରହିଛି ଅନେକ ସୁବିଧା

ଭାରତୀୟ ମାନେ ପ୍ରାୟତଃ ଚା ପିଇବାର ଅଭ୍ୟାସ ରଖିଥାନ୍ତି। ମାତ୍ର ଜାଣିରଖନ୍ତୁ ‌ଯେ କଫି ପିଇବା ଚା’ଠାରୁ ବି ବେଶି ଭଲ ହୋଇଥାଏ। କଫିକୁ ନେଇ ନିକଟରେ ହୋଇଥିବା ଗୁଡ଼ାଏ ଗଷେବଣାରୁ ତା’ର ଅନେକ ସୁଗୁଣ ଥିବା ଦେଖିବାକୁ ମିଳିଛି। କଫି ବିଶ୍ବର ଦ୍ବିତୀୟ ଲୋକପ୍ରିୟ ପାନୀୟ। ଚାହା ତୁଳନାରେ କଫିରୁ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ହିଂସାକାଣ୍ଡ ପାଇଁ ଆତଙ୍କବାଦୀଙ୍କୁ ଡ୍ରୋନ, ଅସ୍ତ୍ରଶସ୍ତ୍ର ଯୋଗାଉଛି ଚୀନ

ନୂଆଦିଲ୍ଲୀ : ଲଦାଖରେ ଭାରତୀୟ ସେନାର ପ୍ରଭାବି ପ୍ରତିରୋଧ ଯୋଗୁଁ ଚୀନ ବିବ୍ରତ ହୋଇଉଠିଛି । ଭାରତୀୟ ସେନାର ସତର୍କତା ଯୋଗୁଁ ଚୀନର ଅନୁପ୍ରବେଶ ଚକ୍ରାନ୍ତ ବିଫଳ ହୋଇଛି । ଏହାର ପ୍ରତିଶୋଧ ନେବାକୁ ଯାଇ କଶ୍ମୀର ଘାଟିରେ ଅଧିକ ଅଶାନ୍ତି ସୃଷ୍ଟି କରିବାକୁ ଚୀନ ପାକିସ୍ତାନକୁ କହିଛି ।…
ଅଧିକ ଖବର ଦେଖନ୍ତୁ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଛତରଙ୍ଗ ଡ୍ୟାମ୍‌, କରୋନା କଟକଣାରେ ବି ବୁଲିଯାଉଛନ୍ତି ପର୍ଯ୍ୟଟକ

କଂଟାବାଞ୍ଜି: ବଣ-ଜଙ୍ଗଲ ଓ ପାହାଡ-ଝରଣାର ପ୍ରାକୃତିକ ଶୋଭାରାଜି ମଧ୍ୟରେ ରହିଛି ଛତରଙ୍ଗ ଡ୍ୟାମ୍‌। କଂଟାବାଞ୍ଜି ଠାରୁ ମାତ୍ର ୧୬ କି.ମି ଦୂରରେ ଥିବା ଏହି ଡ୍ୟାମକୁ ପ୍ରତି ଦିନ ଶତାଧିକ ଲୋକ ଯାଇ ଝରଣା ପାଣିରେ ଗାଧୋଉଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି। ଡ୍ୟାମରେ ଜମିଥିବା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ସୁରକ୍ଷା ପାଇଁ ଆଉ ୯ଟି ‘ମା ଗୃହ’ ପ୍ରତିଷ୍ଠା କରାଯିବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି, ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...