Daily Archives

September 26, 2020

ଜେପି ନଡ୍ଡାଙ୍କ ନୂଆ ଟିମ୍‌ରେ ସ୍ଥାନ ପାଇଲେ ୪ ଓଡ଼ିଆ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୂଆ ଟିମ୍‌ ଆଜି ଘୋଷଣା କରାଯାଇଛି। ଏଥିରେ ୪ ଜଣ ଓଡ଼ିଆଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର ପଦ ବଜାୟ ରଖିଥିବା ବେଳେ ଡା. ସମ୍ବିତ…
ଅଧିକ ଖବର ଦେଖନ୍ତୁ...

ଏନସିବିରେ ହାଜର ହେଲେ ସୁଶାନ୍ତଙ୍କ ଦୁଇ ନାୟିକା ଶ୍ରଦ୍ଧା ଓ ସାରା : ଡ୍ରଗ୍ସ ସେବନ କରନ୍ତି ନାହିଁ ବୋଲି ବୟାନ ରଖିଲେ…

ମୁମ୍ବାଇ :  ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତରୁ ସାମ୍ନାକୁ ଆସିଛି ବଲିଉଡରେ ଚାଲିଥିବା ବେଆଇନ ଡ୍ରଗ୍ସ ସେବନ ଓ ଯୋଗାଣ କାରବାର। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଏହାର ତଦନ୍ତ କରୁ କରୁ ଡ୍ରଗ୍ସ ଲିଙ୍କରେ ବହୁ ନାମୀଦମୀ କଳାକାରଙ୍କ ନାମ ବି ଆସିଛି। ସୁଶାନ୍ତଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଭାରତ-ଜାପାନ ନୌସେନାର ସମରାଭ୍ୟାସ

ନୂଆଦିଲ୍ଲୀ : ବିଶ୍ବରେ ଚୀନର ଉତ୍ପାତ ବଢୁଥିବାରୁ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ-ଅଷ୍ଟ୍ରେଲିଆ-ଆମେରିକା ଓ ଜାପାନ ମଧ୍ୟରେ ଥିବା କ୍ବାଡ ମେଣ୍ଟର ଗୁରୁତ୍ବ ବଢିଯାଇଛି । ଚୀନ ଆହ୍ବାନର ମୁକାବିଲା ପାଇଁ ଏହି ଦେଶମାନେ ପରସ୍ପର ମଧ୍ୟରେ ସାମରିକ ସହଯୋଗକୁ ଆହୁରି ବଢାଇଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

‘ମୋର ରାଜନୀତିରେ ଯୋଗଦେବା ନଦେବା ନେଇ ନିଷ୍ପତ୍ତି ନେବେ ବକସରର ଜନତା’: ପୂର୍ବତନ ପୁଲିସ ମୁଖ୍ୟ ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ବିହାର ପୁଲିସ ମୁଖ୍ୟ ଡିଜିପି ପଦରୁ ଗତ ବୁଧବାର ସ୍ୱେଚ୍ଛାକୃତ ଅବସର ନେଇଥିବା ଗୁପ୍ତେଶ୍ୱର ପାଣ୍ଡେ ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସେ କେବଳ ନୀତୀଶ କୁମାରଙ୍କୁ ଭେଟଛନ୍ତି। ଦଳରେ ଯୋଗଦେବା ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଯଦି ଏପ୍ରକାରର କିଛି ଘଟେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୩୧୯ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୫୩ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ୍‌ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୬୨ ଜଣ ସରକାରୀ ସଂଗରୋଧ ଓ ୨୫୭ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୫୩ ଜଣ କରୋନା…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ ଡ୍ରଗ୍ସ ଲିଙ୍କ : କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନର ପୂର୍ବ କର୍ମଚାରୀ କ୍ଷିତିଜ୍ ପ୍ରସାଦ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡ଼ି ହୋଇଥିବା ବଲିଉଡ୍ ଡ୍ରଗ୍ସ କାରବାର ନେଇ  ତଦନ୍ତ ଏବେ ଦିନକୁ ଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି। ଏହି ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କରନ୍ ଜୋହରଙ୍କର  ଧର୍ମା ପ୍ରଡକ୍ସନର…
ଅଧିକ ଖବର ଦେଖନ୍ତୁ...

କେବେ ହେଲେ ହୁଏ ନାହିଁ ଚୋରି, ବିନା ଦୋକାନୀରେ ଚାଲେ ଖିର ବିକା! ଲୋକ ନିଜେ ଖିର ନେଇ, ଟଙ୍କା ‌ଥୋଇ ପଳାନ୍ତି

ବେଙ୍ଗାଲୁର: କର୍ଣ୍ଣାଟକର ଜଣେ ଗୃହିଣୀ ଜୈବ ଚାଷ କରି ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଚର୍ଚ୍ଚା ପାଲଟିଛନ୍ତି। କର୍ଣ୍ଣାଟକର ହସନସ୍ଥିତି ଏହି ମହିଳା ଚାଷୀଙ୍କୁ ତାଙ୍କ କୃଷି କାର୍ଯ୍ୟ ପାଇଁ ପରୁସ୍କୃତ ମଧ୍ୟ କରାଯାଇଛି। ମହିଳାଙ୍କ ନାମ ହେମା ଅନନ୍ତ। ଗତ ୧୦ ବର୍ଷ ହେବ ହେମା ଗୋଟାଏ…
ଅଧିକ ଖବର ଦେଖନ୍ତୁ...

ଆଜି ପାଇଁ ଦୀପିକା ପାଦୁକୋନଙ୍କୁ ଏନସିବିର ପଚରାଉଚରା ‌ଶେଷ; ଡ୍ରଗ୍ସ ନେଇ ଚାଟ କରିଥିବା ସ୍ବୀକାର କଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତଦନ୍ତରୁ ବଲିଉଡରେ ଡ୍ରଗ୍ସ କାରବାର ଚାଲିଥିବା ଜଣାପଡ଼ିବା ପରେ ଘଟଣାର ତଦନ୍ତ କରୁଛି  ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରେ (ଏନସିବି)। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଜେରା କରିଥିବା ସମୟରେ ସେ ଡ୍ରଗ୍ସ କାରବାରରେ ନିଜ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ୧୧ଟି ଜିଲ୍ଲାରେ ରହିଛି ଝଡ଼ବର୍ଷା ସମ୍ଭାବନା; ଜାରିହେଲା ୟେଲୋ ଓ୍ଵାଣ୍ଣିଂ

ଭୁବନେଶ୍ୱର: ପୂର୍ବ ବିହାର ଏବଂ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସଂପ୍ରତି ସକ୍ରିୟ ରହିବା ସହ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ତେବେ, ଆସନ୍ତାକାଲି (ରବିବାର) ସୁଦ୍ଧା ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ତେବେ…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌, ଜରପଡ଼ା ରେଲେଓ୍ଵ ଓଭର ବ୍ରିଜ୍‌ ନିକଟରେ ଜୀବନ ହାରିଲେ ୨ ବାଇକ୍‌ ଅରୋହୀ

ଛେଣ୍ଡିପଦା: ମୁହାଁମୁହିଁ ଟ୍ରକ ଧକ୍କା ଦେବାରୁ ଅନୁଗୁଳ ଜିଲ୍ଲା ଜରପଡ଼ା ରେଲଓ୍ଵ ବ୍ରିଜ ବୁଲାଣିରେ ଆଜି ଅପରାହ୍ନରେ ୨ ଜଣ ବାଇକ ଆରୋହୀଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ଟାରେ ଜରପଡ଼ାରୁ ଛେଣ୍ଡିପଦା ଆଡକୁ ଏକ ଟ୍ରକ…
ଅଧିକ ଖବର ଦେଖନ୍ତୁ...