Daily Archives

September 27, 2020

କରୋନା ଆକ୍ରାନ୍ତଙ୍କ ଶବ ସଂସ୍କାର ନେଇ ପୁଣି ଉତ୍ତେଜନା: ମଇଳା ଖାଦାନ ଶ୍ମଶାନରେ ମୃତ କୋଭିଡ ରୋଗୀଙ୍କ ଶବଦାହକୁ ବିରୋଧ

ବାରିପଦା: କରୋନା ଆକ୍ରାନ୍ତଙ୍କ ଶବଦାହକୁ ନେଇ ପୁଣି ବାରିପଦାରେ ଉତ୍ତେଜନା ପ୍ରକାଶ ପାଇଛି। ବାରିପଦା ପୌରାଞ୍ଚଳର ୱାର୍ଡ ନଂ-୨୨ ରଘୁନାଥପୁର ଅଞ୍ଚଳର ମଇଳା ଖାଦାନ ପରିସରରେ ନିର୍ମିତ ସ୍ୱତନ୍ତ୍ର ଶ୍ମଶାନରେ କରୋନା ସଂକ୍ରମିତଙ୍କ ଶବଦାହକୁ ବିରୋଧ କରି ପୁଣିଥରେ ସ୍ଥାନୀୟ ଅଧିବାସୀ ଶବ ନେଇ…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଏଣିକି ଶ୍ରମିକଙ୍କ ଗାଡି ଖର୍ଚ୍ଚ ବହନ କରିବ କମ୍ପାନୀ

ନୂଆଦିଲ୍ଲୀ: କେନ୍ଦ୍ରର ବଡ ନିର୍ଦ୍ଦେଶ । କର୍ମଚାରୀଙ୍କୁ ଗାଡି ଭଡା ଦେବ କମ୍ପାନୀ । ଦେଶରେ ବ୍ୟାପୁଥିବା କରୋନା ମହାମାରୀ ପାଇଁ ବଢିଯାଇଛି ଶ୍ରମିକଙ୍କ ଦୁଃଖ।  ଟଙ୍କା ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଲୋକେ । ଆଉ ଅନେକ ସମସ୍ୟାକୁ ମଧ୍ୟ ସାମ୍ନା କରୁଛନ୍ତି । ତେଣୁ ଶ୍ରମିକଙ୍କ…
ଅଧିକ ଖବର ଦେଖନ୍ତୁ...

୩ ଗଞ୍ଜେଇ ମାଫିଆ ଗିରଫ, ୫ ଫେରାର, ମୂଖ୍ୟ ଅଭିଯୁକ୍ତକୁ ଚାଲିଛି ଖୋଜା  

ଲମତାପୁଟ/ଜୟପୁର: କୋରାପୁଟ ଏସପି ମୁକେଶ ଭାମଙ୍କୁ ନିଦେର୍ଶରେ ଲମତାପୁଟ, ଜୟପୁର ଓ ନନ୍ଦପୁର ପୁଲିସର ବିଭିନ୍ନ ସ୍ଥାନରେ ଚଡାଉ କରି ୩ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ୫ଜଣ ଫେରାର ହୋଇଛନ୍ତି। ଅନ୍ୟପଟେ ମାଷ୍ଟର ମାଇଣ୍ତଙ୍କୁ ପୁଲିସ ଖୋଜୁଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ…
ଅଧିକ ଖବର ଦେଖନ୍ତୁ...

ଫିକା ପଡିଲା ମୟଙ୍କଙ୍କ ଶତକ, କିଙ୍ଗ୍‌ସ ଇଲେଭେନ୍‌ ପଂଜାବକୁ ୪ ୱିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଶାରଜା: ଆଜି ଆଇପିଏଲ୍‌ର ୯ମ ମ୍ୟାଚରେ କିଙ୍ଗ୍‌ସ ଇଲେଭେନ୍‌ ପଂଜାବକୁ ୪ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ ।  ୨୨୪ ରନ୍‌ର ବିଶାଲ ଲକ୍ଷ୍ୟକୁ ପିଛା କରି ୧୯.୩ ଓଭରରେ ୬ ୱିକେଟ ହରାଇ ୨୨୬ ରନ୍‌ କରିବାରେ ସକ୍ଷମ ହୋଇଛି ରାଜସ୍ଥାନ ରୟାଲ୍ସ । ପ୍ରଥମରୁ ରାଜସ୍ଥାନ ରୟାଲ୍ସର ଲଢୁଆ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ନିର୍ମାଣ ହେଉଛି ଚାଇନା ଚୌକି: ମ୍ୟାଜିକ ଚେୟାର ନିର୍ମାଣରେ ଲାଗିପଡିଛନ୍ତି ଓଡ଼ିଆ ଯୁବକ

ଝାରସୁଗୁଡା: ଚୀନ ସହ ସମ୍ପର୍କରେ ତିକ୍ତତା ଆସିବା ପରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ଝାରସୁଗୁଡା ସହର ମଙ୍ଗଳବଜାର ବାସିନ୍ଦା ମହମ୍ମଦ ସମିମ ଏହି ଆହ୍ୱାନକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆଗେଇ ଆସିଛନ୍ତି । ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର…
ଅଧିକ ଖବର ଦେଖନ୍ତୁ...

ସଙ୍କଟରେ ଭାରତ ବିଖ୍ୟାତ ଖଇରପଦର କାଠ ଖୋଦେଇ ଶିଳ୍ପ

ଧର୍ମଗଡ଼: ସଙ୍କଟରେ ଭାରତ ବିଖ୍ୟାତ ଖଇରପଦର କାଠ ଖୋଦେଇ ଶିଳ୍ପୀ । ସମଗ୍ର ଭାରତ ବର୍ଷରେ ଖଇରପଦରର କାଠ ଖୋଦେଇ କାରୁକାର୍ଯ୍ୟ ବେଶ ପ୍ରଶଂସନୀୟ ହୋଇଥିବା ବେଳେ ମହାମାରୀ କରୋନା ଯୋଗୁଁ ଶିଳ୍ପୀଙ୍କ ଜୀବନ ଜୀବିକା ସଂକଟରେ ପଡିଛି । ଏବେ ଅଭାବ ଅସୁବିଧାରେ ପଡିଥିବା ଏହି କାଠ ଶିଳ୍ପୀ ସରକାରୀ…
ଅଧିକ ଖବର ଦେଖନ୍ତୁ...

ଲିଭିଗଲା ଦୀପ୍ତିଙ୍କ ଜୀବନ ଦୀପ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

କଟକ: ଯୌତୁକ ପାଇଁ ଶାଶୁ ଘର ଲୋକେ ବୋହୂକୁ  ହତ୍ୟା କରିଲେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବୋହୂର ବାପଘର ଲୋକେ। ଯାହାକୁ ନେଇ ପୁରୀଘାଟ ଥାନାରେ ବାପଘର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଅପରପଟେ ହତ୍ୟାର ଶିକାର ହୋଇଥିବା ବୋହୂ ଦୀପ୍ତି ମଲ୍ଲିକଙ୍କର ଆଜି ପୁଲିସ ଉପସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଆଉ ୫ଟି ରାଫେଲ ଯୁଦ୍ଧ ବିମାନ ଦେଲା ଫ୍ରାନ୍ସ

ନୂଆଦିଲ୍ଲୀ: ଫ୍ରାନ୍ସ ରାଫେଲ ଯୁଦ୍ଧ ବିମାନର ପରବର୍ତ୍ତୀ ବ୍ୟାଚ୍ ଭାରତକୁ ହସ୍ତାନ୍ତର କରିଛି। ଏହି ବ୍ୟାଚ୍ ରେ ଅନ୍ତର୍ଭୁକ୍ତ ସମସ୍ତ ପାଞ୍ଚଟି ବିମାନ ବର୍ତ୍ତମାନ ଫ୍ରାନ୍ସ ମାଟିରେ ଅଛି | ଏହି ରାଫେଲ ବିମାନ ଅକ୍ଟୋବରରେ ଭାରତରେ ପହଞ୍ଚିବ ବୋଲି କୁହାଯାଉଛି । ଏହି ବିମାନ ପଶ୍ଚିମବଙ୍ଗର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସ୍ବାସ୍ଥ୍ୟ ସତେଜ ରହିବ। ଅଫିସ କାମରେ ସ˚ପୂର୍ଣ୍ଣ ରୂପେ ସଫଳ ରହିବେ। ସ୍କୁଲ ଜୀବନର ସାଙ୍ଗ ସହିତ ସାକ୍ଷାତ୍‌ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ବୃଷ: ବେପାରରେ ନୂଆ ଚୁକ୍ତିପତ୍ର ହୋଇପାରେ। କୋର୍ଟ କଚେରି କାମରେ ବିଜୟୀ ହୋଇପାରନ୍ତି। ସନ୍ଧ୍ୟାରେ ବନ୍ଧୁମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଯଶୱନ୍ତ ସିଂ: ସେନା କର୍ମଚାରୀରୁ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶୱନ୍ତ ସିଂଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...