Daily Archives

September 27, 2020

ମୁଖ୍ୟତଃ ଦୁବାଇ ଓ ଇଂଲଣ୍ଡ୍‌ରୁ ଆସିଥିବା ପର୍ଯ୍ୟଟକମାନଙ୍କ ମାଧ୍ୟମରେ ଭାରତକୁ କୋଭିଡ୍-୧୯ ଆସିଛି: ଆଇଆଇଟି ଅଧ୍ୟୟନ

ନୂଆଦିଲ୍ଲୀ: ମୁଖ୍ୟତଃ ଦୁବାଇ ଓ ଇଂଲଣ୍ଡ୍‌ରୁ ଆସିଥିବା ପର୍ଯ୍ୟଟକମାନଙ୍କ ମାଧ୍ୟମରେ ଭାରତକୁ କୋଭିଡ୍-୧୯ ଆସିଥିବା କଥା ମଣ୍ଡିସ୍ଥିତ ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି’ (ଆଇଆଇଟି) କରିଥିବା ଅଧ୍ୟୟନରୁ ଜଣାପଡ଼ିଛି। ‘ଜର୍ଣ୍ଣାଲ୍‌ ଅଫ୍ ଟ୍ରାଭେଲ୍‌ ମେଡିସିନ୍‌’ରେ…
ଅଧିକ ଖବର ଦେଖନ୍ତୁ...

ଜୋମାଟୋ ବଏ ହୋଇ ଡ୍ରଗ୍ସ ବିକ୍ରି କରୁଥିବା ଯୁବକକୁ ଗିରଫ କଲା କ୍ରାଇମବ୍ରାଞ୍ଚ; ଜବତ ଡ୍ରଗ୍ସ ମୂଲ୍ୟ ୫.୫ଲକ୍ଷ

ମୁମ୍ଵାଇ: ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପ୍ରତିଦିନ ଡ୍ରଗ୍ସ ମାମଲାକୁ କେନ୍ଦ୍ର କରି ନୂଆନୂଆ ତଥ୍ୟ ସାମ୍ନାକୁ ଆଣୁଛି। ଏହି କ୍ରମରେ କ୍ରାଇମ୍ ବ୍ରାଞ୍ଚ ଜଣେ ଡେଲିଭେରି ବଏକୁ ଡ୍ରଗ୍ସ ଚାଲାଣ କରୁଥିବା ଅପରାଧରେ ଗିରଫ କରିଛି । ପ୍ରକାଶିତ ଖବର ମୁତାବକ ରିୟା…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ବିପକ୍ଷରେ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ହାସଲ କରିବା ଠାରୁ ଭାରତୀୟମାନେ ଅନେକ ଦୂରରେ : ହର୍ଷ…

ନୂଆଦିଲ୍ଲୀ: ଭାରତୀୟମାନେ କରୋନାଭାଇରସ୍ ସଂକ୍ରମଣ ବିପକ୍ଷରେ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି  ହାସଲ କରିବା ଠାରୁ ଖୁବ୍ ଦୂରରେ ଥିବା କଥା ‘ଆଇସିଏମ୍‌ଆର୍‌’ର ଦ୍ବିତୀୟ ସିରୋ-ସର୍ଭେ ଦର୍ଶାଉଛି ବୋଲି ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ରବିବାର ଦିନ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଡକାୟତି ଉଦ୍ୟମ ପଣ୍ଡ, ୭ ଗିରଫ 

ଜୟପୁର: ସ୍ଥାନୀୟ ସତିଗୁଡା ଡ୍ୟାମ ନିକଟରେ ଡକାୟତି ଉଦ୍ୟମ କରୁଥିବା ଏକ ଡକାୟତ ଦଳକୁ ଜୟପୁର ସଦର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଏକ ଛତିଶଗଡ ନମ୍ବର ବିଶିଷ୍ଟ ଏକ ସ୍କ‌ୋର୍ପିଓ( ସିଜି ୧୮ ଏନ ୧୮୨୭) ସହ ୪୮ହଜାର ଟଙ୍କା ଜବତ ହୋଇଛି। ଏନେଇ ୧୯୦/୨୦ରେ ଏକ ମାମଲା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ, ରାଜସ୍ଥାନ ରୟାଲ୍ସକୁ ୨୨୪ ରନ୍‌ ବିଜୟ ଲକ୍ଷ୍ୟ ଦେଲା କିଙ୍ଗ୍‌ସ ଇଲେଭେନ୍‌…

ଶାରଜା: ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ ହାସଲ୍‌ କରିଛନ୍ତି। ସେ ୫୦ଟି ବଲ ଖେଳି ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ମୟଙ୍କ ୧୦ଟି ଚୌକା ଓ ୭ଟି ଛକା ସହାୟତାରେ ୧୦୬ ରନ୍‌ କରିଛନ୍ତି। ଏଥି ସହିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ଆଜି ରାଜସ୍ଥାନ ରୟାଲ୍ସକୁ ୨୨୪ରନ୍‌ ବିଜୟ…
ଅଧିକ ଖବର ଦେଖନ୍ତୁ...

ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନ ଚାଳିତ କରାଯାଉ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ବ୍ୟବହୃତ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ଚାଳିତ କରିବା ପାଇଁ ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ କରିବାକୁ ପର୍ଯ୍ୟଟନ ବିଭାଗକୁ…
ଅଧିକ ଖବର ଦେଖନ୍ତୁ...

ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାକୁ ନେଇ ପଚରାଉଚରା ସମୟରେ ତିନିଥର କାନ୍ଦି ପକାଇଲେ ଦୀପିକା

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଗତକାଲି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନଙ୍କୁ ଜେରା କରିଥିଲେ। ଦୀପିକା କରିସ୍ମାଙ୍କ ସହ ଡ୍ରଗ୍ସକୁ ନେଇ ଚାଟ୍ କରିଥିବା କଥା ସ୍ବୀକାର କରିଥିବା ବେଳେ ସାରା…
ଅଧିକ ଖବର ଦେଖନ୍ତୁ...

ବ୍ୟୋମକେଶଙ୍କୁ ଯୁବ ସଭାପତି, ଦେବୀ ରଞ୍ଜନଙ୍କ କାନ୍ଧରେ ଛାତ୍ର ସଂଗଠନର ଭାର ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବହୁଦିନର ଛକାପଞ୍ଝା ପରେ ଶେଷରେ ଯୁବ ଏବଂ ଛାତ୍ର ସଂଗଠନରେ ନବ କଳେବର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇ ଯୁବ ବିଧାୟକଙ୍କ ହାତରେ ଦେଇଛନ୍ତି ଦଳର ଯୁବ-ଛାତ୍ର ବାହିନୀର ଦାୟିତ୍ୱ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଦାୟିତ୍ୱ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ: କଟକ ଜିଲ୍ଲାରୁ ୫୪୦ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୩୭୮ ଆକ୍ରାନ୍ତ

ଭୁବନେଶ୍ୱର: କଟକ ଜିଲ୍ଲାରୁ ୫୪୦ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧ରେ ପହଂଚିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

୨୬ ଲକ୍ଷ ଟଙ୍କାର ଗ୍ରାମର ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: ପୁଣି ବ୍ରାଉନ୍‌ ସୁଗାର ଜବତ ହୋଇଛି। ଏଥର ୨୬୨ ଗ୍ରାମ୍‌, ଯାହାର ମୂଲ୍ୟ ୨୬ ଲକ୍ଷ ୨୦ ହଜାର ଟଙ୍କା। ଏସ୍‌ଟିଏଫ ବ୍ରାଉନ୍‌ ସୁଗାର ଜବତ କରିବା ସହିତ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏସ୍‌ କେ ତଲିମ୍‌ ଓ ଏସ୍‌କେ ଆସିଫ୍‌। ସୂଚନା ଅନୁସାରେ ବେଆଇନ୍‌…
ଅଧିକ ଖବର ଦେଖନ୍ତୁ...