Daily Archives

September 27, 2020

ଗାଧୋଇବାକୁ ଯାଇ ପାଣିରେ ବୁଡି ଯୁବକ ନିଖୋଜ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ପଞ୍ଚାୟତ କେଲୋବେର୍ଣ୍ଣି ଗ୍ରାମର ଅମିତ୍‌ ଧଳ(୨୨) ନାମକ ଜଣେ ଯୁବକ ଆଜି ନଦୀକୁ ଗାଧୋବାକୁ ଯାଇ ପାଣିରେ ବୁଡି ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଅମିତ୍‌ ଗ୍ରାମର ଅନ୍ୟ ୨ଜଣ ସାଙ୍ଗଙ୍କ ସହ ଆଜି ଦିନ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମଝିରେ ମୃତଦେହ ଅଦଳବଦଳ; ପରିବାରଲୋକଙ୍କୁ ହସ୍ତାନ୍ତର କଲେ କୋଭିଡ ରୋଗୀଙ୍କ ମୃତଶରୀର

ନୂଆଦିଲ୍ଲୀ: ଇନ୍ଦୋରର ଗ୍ରେଟର କୈଳାଶ ହସ୍ପିଟାଲର ଅବହେଳାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସମ୍ପ୍ରତି ହସ୍ପିଟାଲରେ ମୃତଦେହକୁ ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ଖଣ୍ଡୱାଠାରେ ରହୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ପ୍ରମିଳା ମଲ୍ଲିକ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଶାସକ ଦଳ ମୁଖ୍ୟ ସଚେତକ ତଥା ଯାଜପୁର ଜିଲ୍ଲା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶ୍ରୀମତୀ ମଲ୍ଲିକ ଟୁଇଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। ଟୁଇଟରେ ସେ ଲେଖିଛନ୍ତି, ମୁଁ କରୋନା ପରୀକ୍ଷା କରାଇଥିଲି। ଆଜି ଏହାର ରିପୋର୍ଟ ପଜିଟିଭ୍‌…
ଅଧିକ ଖବର ଦେଖନ୍ତୁ...

ଚୀନ୍ ସେନାଙ୍କ ମୁକାବିଲା ଲାଗି ପାଙ୍ଗୋଙ୍ଗ୍ ସୋ’ ଫିଙ୍ଗର୍‌-୪ର ୫, ୮୦୦ ମିଟର୍ ଉଚ୍ଚରେ ଶୀତ ସହଣି ପରୀକ୍ଷା ନିମନ୍ତେ…

ନୂଆଦିଲ୍ଲୀ: ଫିଙ୍ଗର-୪ର ୫, ୮୦୦ ମିଟର୍ ଉଚ୍ଚ ପାର୍ବତ୍ୟ ଇଲାକାରେ ପରସ୍ପରକୁ ମୁକାବିଲା କରିବାକୁ ପ୍ରସ୍ତୁତ ଥିବା ଭାରତୀୟ ସେନା ଓ ଚୀନ୍ ସେନାର ଏଥର ଶୀତରେ ଥଣ୍ଡା ସହଣି ପରୀକ୍ଷାର ବେଳ ଆସିଛି। ଏହା ମଧ୍ୟରେ ଲଦାଖ ଅଞ୍ଚଳର କାରାକୋରମ ଏବଂ କୈଳାସ ରେଞ୍ଜ୍‌ରେ ପ୍ରଥମ ତୁଷାରପାତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସର ବୋଲିଂ ନିଷ୍ପତ୍ତି

ଶାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ଆଜି  ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍‌ସ ଇଲେଭେନ୍‌ ପଂଜାବ ମଧ୍ୟରେ ୯ମ ମ୍ୟାଚ ଖେଳାଯାଉଛି। ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୧୬୮ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୮୧ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୮୭ ଜଣ ଓ ସ୍ଥାନୀୟ ଅଂଚଳରୁ ୮୧ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୫୬ ଜଣ…
ଅଧିକ ଖବର ଦେଖନ୍ତୁ...

ତିନୋଟିଯାକ କୃଷି ବିଧେୟକରେ ସ୍ବାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନ‌ୋଟିଯାକ କୃଷି ବିଧେୟକରେ ସ୍ବାକ୍ଷର କରିଛନ୍ତି। ଏହାପରେ ସରକାର ସେଗୁଡ଼ିକୁ ବିଜ୍ଞାପିତ କରିଛନ୍ତି। ନିକଟରେ ସରକାର ଏହି ବିବାଦୀୟ କୃଷି ବିଧେୟକଗୁଡ଼ିକୁ ସଂସଦରେ ଅନୁମୋଦନ କରିବା ପରେ ଏହା କୃଷକ-ବିରୋଧୀ ଏବଂ…
ଅଧିକ ଖବର ଦେଖନ୍ତୁ...

ଦୁଇଦିନ ତଳେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା‌ ଅଭିନେତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ବିଗବସ୍ ସିଜନ- ୧୩ର ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ କରୋନା ପଜିଟିଭ ଥିବା କଥା ସୋସିଆଲ ମିଡିଆରେ ପୋ‌ଷ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି। ତେବେ ହିମାଂଶୀ ଖୁରାନା କରୋନା ପଜିଟିଭ ବାହାରିବା ଜଣାପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ଡେପୁଟି କଲେକ୍ଟରଙ୍କ ନାମରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପତ୍ନୀ

ଝାରସୁଗୁଡ଼ା: ବୌଦ୍ଧ ଜିଲ୍ଲାରେ ଡେପୁଟି କଳେକ୍ଟର ଥିବା ଶରତ ବାଗଙ୍କ ନାମରେ ତାଙ୍କ ପତ୍ନୀ ଦଲିଆ ଦେବନାଥ ଗତକାଲି ରାତିରେ ଝାରସୁଗୁଡ଼ା ଥାନା ବିଟିଏମ୍ ଫାଣ୍ଡିରେ ଏକ ଏତଲା ଦେଇଛନ୍ତି। ଏତଲାରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସ୍ବାମୀ ଓ ତାଙ୍କ କିଛି ସଂପର୍କିୟ ତାଙ୍କୁ ଶାରିରୀକ…
ଅଧିକ ଖବର ଦେଖନ୍ତୁ...

ଜେଡି(ୟୁ)ରେ ଯୋଗ ଦେଲେ ବିହାରର ପୂର୍ବତନ ପୁଲିସ ମହାନିର୍ଦେଶକ ଗୁପ୍ତେଶ୍ବର ପାଣ୍ଡେ

ନୂଆଦିଲ୍ଲୀ: ନିକଟରେ ସ୍ବେଚ୍ଛାରେ ଚାକିରିରୁ ଅବସର ଗ୍ରହଣ କରିଥିବା ବିହାରର ପୂର୍ବତନ ପୁଲିସ ମହାନିର୍ଦେଶକ ଗୁପ୍ତେଶ୍ବର ପାଣ୍ଡେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଜନତା ଦଳ (ୟୁନାଟେଡ୍‌)ରେ ଯୋଗ ଦେଇଛନ୍ତି। ରାଜନୀତିରେ ଯୋଗ ଦେବେ କି, ନାହିଁ ସେ ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...