Daily Archives

September 27, 2020

ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଅନେକ ପଦକ୍ଷେପ ନିଆଯାଉଛି: ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଖାଦ୍ୟର ବହୁଳ ପ୍ରସାର ଓ ସଂସ୍କୃତିର ପ୍ରଚାର ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଉଛି। ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହା କହିଛନ୍ତି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ପାଇଁ ବନ୍ଦ ପଡ଼ିଥିବା ଗଙ୍ଗା ନଦୀରେ ରିଭର୍ ରାଫ୍ଟିଙ୍ଗ୍ ଦୀର୍ଘ ୭ ମାସ ପରେ ଆରମ୍ଭ ହୋଇଛି

ଋଷିକେଶ: ପ୍ରଶାସନ ଠାରୁ ଅନୁମତି ମିଳିବା ପରେ ଦୀର୍ଘ ୭ ମାସ ପରେ ଗଙ୍ଗା ନଦୀରେ ରିଭର୍ ରାଫ୍ଟିଙ୍ଗ୍ ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଏବଂ ମୌସୁମୀ ଋତୁ ଯୋଗୁଁ ଋଷିକେଶ ରାଫ୍ଟିଙ୍ଗ୍ ଜୋନ୍ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ସରକାରଙ୍କ ଦ୍ୱାରା ଗାଇଡଲାଇନ୍ ଜାରି ହେବା ପରେ ଆଡଭେଞ୍ଚର୍…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ କରୋନା ପରୀକ୍ଷା: ପ୍ରଥମ ଦିନରେ ୭୫୭ରୁ ୧୩୬ ପଜିଟିଭ୍‌

ଭୁବନେଶ୍ୱର: ଦିନିକ ପରେ ଅର୍ଥାତ ଆସନ୍ତା ୨୯ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ଥିବା ବେଳେ ଏହା ପୂର୍ବରୁ ଗତକାଲି ୭୫୭ ଜଣ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ପରୀକ୍ଷା ହୋଇଥିଲା। ଏଥିରୁ ୧୩୬ ଜଣ କରେନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସମେତ ଦେଶରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ ମାନବିକ ଅଧିକାର ଉଲ୍ଲଂଘନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ…

ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଭାରତରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟର୍‌ମାନଙ୍କରେ ମାନବିକ ଅଧିକାର ଉଲ୍ଲଂଘନ ଏବଂ ଗୁପ୍ତତଥ୍ୟ ପ୍ରଘଟକାରୀଙ୍କୁ ଅମାନୁଷିକ ଆକ୍ରମଣ ଓ ସାମ୍ବାଦିକମାନଙ୍କୁ ହଇରାଣ କରାଯାଉଥିବା ବିଷୟରେ ଜାତୀୟ ମାନବ ଅଧିକାର କମିସନ କେନ୍ଦ୍ର ଗୃହ ସଚିବ ଓ ସ୍ବାସ୍ଥ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ର୍ୟତାକୁ କ୍ଷୁଣ୍ଣ କରିବ ନାହିଁ:…

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବ ପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହୋଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା ।ଏପରି ସ୍ଥିତିରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର…
ଅଧିକ ଖବର ଦେଖନ୍ତୁ...

ଜିଓ ଏବଂ ଏୟାରଟେଲକୁ ଟକ୍କର ଦେଇପାରେ ବିଏସଏନଏଲ: ଲଞ୍ଚ କଲା ୪ଟି ଜବରଦସ୍ତ ପ୍ଲାନ

ନୂଆଦିଲ୍ଲୀ: ବିଏସଏନଏଲ ନୂଆ ବ୍ରଡବ୍ୟାଣ୍ଡ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନି ୪ଟି ନୂଆ ପ୍ଲାନ୍ ଲଞ୍ଚ କରିଛି ଯାହା ଜିଓ ଏବଂ ଏୟାରଟେଲକୁ ଟକ୍କର ଦେବ ବୋଲି କୁହାଯାଉଛି। ଏହି ୪ଟି ପ୍ଲାନ୍ ଯଥାକ୍ରମେ ୪୪୯, ୭୯୯, ୯୯୯, ୧୪୯୯ ଟଙ୍କାର ରହିଛି। ଏହିସବୁ ପ୍ଲାନରେ କମ୍ପାନି ଉପଭୋକ୍ତାଙ୍କୁ କଲିଂ,…
ଅଧିକ ଖବର ଦେଖନ୍ତୁ...

ହଜାର ହଜାର ଲୋକଙ୍କୁ ‘ପରୀକ୍ଷା ଶେଷ ନ ହୋଇଥିବା’ କୋଭିଡ୍-୧୯  ଟିକା ଦେଇ ‘ଗୋପନୀୟତା’ ଚୁକ୍ତି ସ୍ବାକ୍ଷର କରାଇ…

ନୂଆଦିଲ୍ଲୀ: ଚୀନ୍ ତା’ର ହଜାର ହଜାର ନାଗରିକଙ୍କୁ ପରୀକ୍ଷା ଚାଲିଥିବା ବା ସଫଳତା ପ୍ରତିପାଦିତ ହୋଇ ନ ଥିବା କୋଭିଡ୍-୧୯ ଟିକା ଦେଉଥିବା ରିପୋର୍ଟ ମିଳିଛି। ଯେଉଁମାନଙ୍କୁ ଏହି ଟିକା ଦିଆଯାଉଛି, ସେମାନଙ୍କ ଠାରୁ ‘ନନ୍‌ ଡିସ୍‌କ୍ଲୋଜର୍‌ ଏଗ୍ରିମେଣ୍ଟ୍‌’ ବା ‘ଗୋପନୀୟତା ଚୁକ୍ତି’…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୩୧୭ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୧୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୩୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୨ ଜଣ ସରକାରୀ ସଂଗରୋଧ ଓ ୨୫୫ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୫୩ ଜଣ କରୋନା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ଦାଶ; ପାଇବେ ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର…

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋର୍ତିମୟୀ ଦାଶ। ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦’ ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ଦାଶଙ୍କ ସମେତ ୧୪ଜଣ ବୈଜ୍ଞାନିକଙ୍କୁ ଚୟନ କରାଯାଇଛି। ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର…
ଅଧିକ ଖବର ଦେଖନ୍ତୁ...