Daily Archives

September 28, 2020

କେନ୍ଦ୍ରର କୃଷି ଆଇନକୁ ରଦ୍ଦ କରିବାକୁ କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଧାରା ୨୫୪(୨)‌ ଦ୍ବାରା କୌଣସି ନିୟମ ପ୍ରୟୋଗ କରି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ‘କୃଷି-ବିରୋଧୀ ଆଇନ’କୁ ରଦ୍ଦ କରି କୃଷକମାନଙ୍କ ପ୍ରତି କରାଯାଇଥିବା ଘୋର ଅନ୍ୟାୟର ପ୍ରତିରୋଧ କରିବା ନିମନ୍ତେ କୌଣସି ସମ୍ଭାବନା ଅଛି କି, ନାହିଁ ଖୋଜି ବାହାର କରିବାକୁ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଡକାୟତି: କର୍ମଚାରୀଙ୍କୁ ପଣବନ୍ଦୀ କରି ୧୦ ଲକ୍ଷ ଟଙ୍କା ନେଇଗଲା ଦୁର୍ବୃତ୍ତ!

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଏକ ବ୍ୟାଙ୍କ ପରିସରରେ ଆଜି ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ଆତଙ୍କରାଜ ଚଳାଇଛି। ବ୍ୟାଙ୍କର ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବରିମୁଣ୍ଡ ଶାଖାରୁ ଏହି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗର ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶାବଳୀ, ମଣ୍ଡପ ଖୋଲା ରହିବ, କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ

ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀରେ ଦୁର୍ଗା ପୂଜା ଆରମ୍ଭ ଠାରୁ  ଭସାଣୀ ପର୍ଯ୍ୟନ୍ତ ସମସ୍ତ ଉତ୍ସବରେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଯଥେଷ୍ଟ ଧ୍ୟାନ ଦିଆଯିବା କଥା ଉଲ୍ଲେଖ ରହିଛି। ଦୁର୍ଗା ପୂଜା ପାଇଁ ନୂତନ…
ଅଧିକ ଖବର ଦେଖନ୍ତୁ...

ଉଲିବୁରୁ ଖଣି ଦୁର୍ନୀତି ମାମଲା : ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ୩ ମାସ ଅନ୍ତରୀଣ ଜାମିନ

କଟକ : ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ୍‌ ଗୁପ୍ତାଙ୍କୁ ହାଇକୋର୍ଟରୁ ୩ ମାସ ଅନ୍ତରୀଣ ଜାମିନ ମିଳିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୀପକଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଅନ୍ୟପକ୍ଷରେ ନିମ୍ନ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୫୪୫ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୫୪୫ ଜଣ କରୋନା ଆକ୍ରାନ୍ତଙ୍କ ସମେତ ଆଜି ରାଜ୍ୟରୁ ୪ ହଜାର ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା : ତଦନ୍ତର ସ୍ଥିତି ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତର ସ୍ଥିତି ନେଇ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ତଦନ୍ତର କେଉଁ ସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତରାଷ୍ଟ୍ର ଆମେରିକାରୁ ଆହୁରି ୭୨ ହଜାର ଆସଲ୍‌ଟ୍‌ ରାଇଫଲ୍ ସମେତ ୨, ୨୯୦ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରୁ ଆହୁରି ୭୨ ହଜାର ଆସଲ୍‌ଟ୍‌ ରାଇଫଲ୍ କିଣିବା ସମେତ ୨,୨୯୦ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟ ଲାଗି ସୋମବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ମଞ୍ଜୁରୀ କରିଛି। ରାଜନାଥ ସିଂହ ନେତୃତ୍ବାଧୀନ ‘ଡିଫେନ୍‌ସ୍ ଆକ୍ବିଜିସନ୍ କାଉନ୍‌ସିଲ୍’…
ଅଧିକ ଖବର ଦେଖନ୍ତୁ...

ସେଲଫି ନେଉଥିବା ବେଳେ ୧୦ରୁ ୧୨ଫୁଟ ତଳକୁ ଖସି ପଡ଼ି ଡ୍ୟାମ ପାଣିରେ ନିଖୋଜ ହୋଇଗଲେ ଡାକ୍ତରଙ୍କ ପତ୍ନୀ

ଭୋପାଳ: ମଧ୍ୟପ୍ରଦେଶର ହଲାଲି ଡ୍ୟାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତରଙ୍କ ପତ୍ନୀ ସେଲଫି ନେବାବେଳେ ପାଣିରେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀଦଳର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ସୋମବାର…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ପ୍ରସାରିତ ହେବ କେବିସି-୧୨; ଜାଣନ୍ତୁ କେବେ ଓ କେଉଁ ସମୟରେ ଦେଖିବେ ବିଗ୍‌ବିଙ୍କ ଏହି ‌ସୋ

ନୂଆଦିଲ୍ଲୀ: ବହୁଚର୍ଚିତ ଟେଲିଭିଜନ୍ କୁଇଜ୍ ସୋ’ କୌନ୍‌ ବନେଗା କରୋଡ଼ପତି(କେବିସି)ର ୧୨ତମ ସିଜନ୍ ପ୍ରସାରଣ ଲାଗି ପ୍ରସ୍ତୁତ ହୋଇସାରିଛି। ବହୁ ଦିନର ଅପେକ୍ଷାର ଅନ୍ତ ଘଟାଇ ଆଜି (୨୮ ସେପ୍ଟେମ୍ବର) ଏହି ସୋ’ ଆରମ୍ଭ ହେବ। ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ ଉପସ୍ଥାପନ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ : ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମଧ୍ୟରେ ଆଇପିଏଲ ୨୦୨୦ର ୧୦ମ ମ୍ୟାଚ ଖେଳାଯାଉଛି । ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...