Daily Archives

September 28, 2020

ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ଦଳ ପ୍ରସ୍ତୁତ: ଅମର ଶତପଥୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ବିରୋଧୀ ଦଳକୁ ସାମ୍ନା କରିବାକୁ ଶାସକ ଦଳ ପ୍ରସ୍ତୁତ ଅଛି। ବିଜୁ ଜନତା ଦଳ (ବିଜେଡି) ବିଧାୟକ ଦଳ ବୈଠକ ପରେ ବରିଷ୍ଠ ନେତା ତଥା ବଡ଼ଚଣା ବିଧାୟକ ଅମର ଶତପଥୀ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଚୀନ୍‌କୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ ମ‌ୋଦୀ କହିଲେ, ଯୋଗାଣ ନେଟ୍‌ୱାର୍କ ଲାଗି ଏକମାତ୍ର ଉତ୍ସ ଉପରେ ନିର୍ଭର କରିବା…

ନୂଆଦିଲ୍ଲୀ: ସୋମବାର ଦିନ ଭାରତ ଓ ଡେନ୍‌ମାର୍କ ମଧ୍ୟରେ ଅନୁଷ୍ଠିତ ଭର୍ଚ୍ୟୁଆଲ୍‌ ଦ୍ବିପାକ୍ଷିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍‌କୁ ଆକ୍ଷେପ କରି ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ମେଟର୍ ଫ୍ରେଡେରିକ୍‌ସନ୍‌ଙ୍କୁ କହିଛନ୍ତି, କୋଭିଡ୍-୧୯ ଆମକୁ ଦର୍ଶାଇ ଦେଇଛି ଯେ, ଗୋଟିଏ ଉତ୍ସ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୪ରୁ ପର୍ଯ୍ୟଟକଙ୍କ ଲାଗି ପୁଣି ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅକ୍ଟୋବର ୪ରୁ ଖୋଲିବ। ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା…
ଅଧିକ ଖବର ଦେଖନ୍ତୁ...

ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ମିଳିବ ମୋବାଇଲ୍‌ ଆପ୍‌ରେ; ପ୍ରସାଦର ହେଲା ହୋମ୍‌ ଡେଲିଭରି

ଜମ୍ମୁ/ ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀଙ୍କ ଭକ୍ତମାନଙ୍କ ପାଇଁ ଖୁସି ଖବର। ଏଣିକି ମାତା ବୈଷ୍ଣୋ ଦେବୀଙ୍କ ଲାଇଭ୍‌ ଭର୍ଚୁଆଲ ଦର୍ଶନ ମିଳିବ ମୋବାଇଲ୍‌ ଆପ୍‌ରେ ଏବଂ ମାତାଙ୍କ ପ୍ରସାଦର ହେବ ହୋମ୍‌ ଡେଲିଭରି। ଯେଉଁ ଭକ୍ତମାନେ ଜମ୍ମୁର କଟ୍‌ରା ସ୍ଥିତ ମାତା ବୈଷ୍ଣୋ ଦେବୀଙ୍କ ଦରବାରକୁ ଦର୍ଶନ…
ଅଧିକ ଖବର ଦେଖନ୍ତୁ...

କାଳହେଲା ପିକନିକ; ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ନାବାଳକ ଛାତ୍ର

ରାଉରକେଲା : ପିକନିକ କରିବାକୁ ଯାଇଥିବା ବେଳେ ପୁଣି ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇନାବାଳକ ଛାତ୍ର । ଦୁଇ ନାବାଳକ ଛାତ୍ର ହେଲେ ରାଉରକେଲା ବାସନ୍ତୀ କଲୋନୀର ପ୍ରସନ୍ନ ସାହୁ ଓ ଆୟାନ ଟକ l ଖବର ପାଇ ଚାନ୍ଦିପୋଷ ଥାନା ଅଧିକାରୀ ସତିସ ଚନ୍ଦ୍ର ନାଏକ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଏବଂ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ୩ ମନ୍ତ୍ରୀ ଓ ୧୧ ବିଧାୟକଙ୍କୁ କରୋନା

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ହେବ। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ଆଜି ୧୨ଜଣ ମନ୍ତ୍ରୀ ଓ ବିଧାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଆଉ ଦୁଇଜଣଙ୍କ କୋଭିଡ ପଜିଟିଭ…
ଅଧିକ ଖବର ଦେଖନ୍ତୁ...

୨୦୨୧ ପ୍ରାରମ୍ଭରେ ଭାରତରେ କରୋନା ଟିକା ଉବଲବ୍ଧ ହେବ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୦୨୧ ପ୍ରାରମ୍ଭ ସୁଦ୍ଧା ଭାରତରେ ପ୍ରଥମ କରୋନା ଭାଇରସ ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶବାସୀଙ୍କୁ ଭରସା ଦିଆଯାଇଛି । ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ବରୁ ପ୍ରଥମ କରି ମହାକାଶକୁ ‘ଗ୍ରହାଣୁ ଖଣିଖୋଦନକାରୀ ରୋବଟ୍‌’ ପଠାଇବ ଚୀନ୍

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଚୀନ୍ ମହାକାଶକୁ ବିଶ୍ବର ପ୍ରଥମ ଖଣିଖୋଦନକାରୀ ରୋବର୍ଟ ପ୍ରେରଣ କରିବ। ‘ଅରିଜିନ୍ ସ୍ପେସ୍’ ନାମକ ବେଜିଙ୍ଗ୍‌ର ଏକ ଘରୋଇ କମ୍ପାନି ବିଶ୍ବର ଏହି ପ୍ରଥମ ଖଣି ଖୋଦନକାରୀ ରୋବଟ୍ ପ୍ରେରଣ କରିବ। ‘ଏଷ୍ଟ୍ରଏଡ୍‌ ମାଇନିଙ୍ଗ୍ ରୋବଟ୍’ ନାମ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ରାସ୍ତାରୁ ପାଇଥିବା ଟଙ୍କା ହଜାଇଥିବା ଲୋକଙ୍କୁ ପ୍ରଦାନ କଲେ ଯୁବକ

ଜହ୍ନାପଙ୍କ: ଆଜିର ମଣିଷ ନିଜ ସ୍ୱାର୍ଥକୁ ଭୁଲି ସମାଜରେ ଯାହା ତାକୁ ଦେଖା ଯାଉଛି ସବୁ କିପରି ନିଜର କରିବ ତାହା ତାର ମନରେ ସବୁବେଳେ ଘାଣ୍ଟି ହେଉଛି। ମିଛ ସତ କହି ଟଙ୍କା ଉପାର୍ଜନ କରିବାରେ ଆଜିର ସମାଜର ମଣିଷ ରାତି ଦିନ ଲାଗି ପଡିଛି। କିନ୍ତୁ ସମାଜରେ ଏମିତି ବି ଲେକ ଅଛନ୍ତି ଯାହା ନିଜେ…
ଅଧିକ ଖବର ଦେଖନ୍ତୁ...

ଅତିରିକ୍ତ ଡିଜିଙ୍କ କଳା କାରନାମା: ପରକୀୟା ପ୍ରୀତିକୁ ପତ୍ନୀ ଧରି ପକାଇବା ପରେ ତାଙ୍କ ଉପରେ କଲେ ମରଣାନ୍ତକ ଆକ୍ରମଣ

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ଡିଜି ର‍୍ୟାଙ୍କ୍‌ର ଅଧିକାରୀ ତାଙ୍କ ପତ୍ନୀଙ୍କୁ ମାଡ ମାରିବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ କେନ୍ଦ୍ରକରି ସଂପ୍ରତି ଦେଶବ୍ୟାପୀ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି। ସଂପୃକ୍ତ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...