Daily Archives

September 29, 2020

ମହିଳାଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ପୋଷ୍ଟ ମହଙ୍ଗା ପଡ଼ିଲା; ମୁମ୍ବାଇ ପୁଲିସ୍‌ ହାତରେ ଗିରଫ ହେଲେ ମଡେଲ…

ମୁମ୍ବାଇ: ନିଜକୁ ସାମ୍ବାଦିକ ଭାବରେ ପରଚୟ ଜଣେ ମଡେଲ ଏବଂ ୟୁଟ୍ୟୁବର୍‌ ସୋସିଆଲ ମିଡିଆରେ ମହିଳାଙ୍କ ବିରୋଧରେ ଅଶାଳୀନ ବିଷୟବସ୍ତୁ ପୋଷ୍ଟ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଭିଯୋଗରେ ମଙ୍ଗଳବାର ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷ ଲିଭ୍‌-ଇନ୍‌ରେ ରହିବା ପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ମହିଳା, ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କୁ କଲେ…

ନୂଆଦିଲ୍ଲୀ: ଛୁରୀ ମୁନରେ ‌ଯୌନ ନିର୍ଯାତନା ଦେଇଥିବା ବ୍ୟକ୍ତିକୁ  କୌଣସି ବି ଝିଅ ପ୍ରେମ ପତ୍ର ଦେବ ନାହିଁ କି  ତା’ସହିତ ୪ ବର୍ଷ ଧରି ଲିଭ୍ ଇନ୍ ରିଲେସନସିପ୍‌ରେ ରହିବ ନାହିଁ। ଟ୍ରାଏଲ କୋର୍ଟ ଏବଂ ଝାଡ଼ଖଣ୍ଡ ହାଇକୋର୍ଟ ଜଣେ ୨୦ ବର୍ଷିଅ ଯୁବକକୁ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗରେ ଦୋଷୀ…
ଅଧିକ ଖବର ଦେଖନ୍ତୁ...

କୋଭିଡ-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ସରପଂଚଙ୍କୁ ଲକ୍ଷେ ଟଙ୍କା ଜରିମାନା

ବରଗଡ଼: କୋଭିଡ-୧୯ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ଜଣେ ସରପଂଚଙ୍କୁ ମହଙ୍ଗା ପଡ଼ିଛି। ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୌରେନମୁଣ୍ଡା ପଂଚାୟତର ସରପଂଚ ମାଳବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜିରମାନା ଆଦେଶ ହୋଇଛି। ଗାଇସିଲଟ ବିଡିଓ ନିରଂଜନ ସା ଜରିମାନା ଟଙ୍କା ଆଗାମୀ ୩ ଦିନ ଭିତରେ ଜମା…
ଅଧିକ ଖବର ଦେଖନ୍ତୁ...

‘ଘର୍‌ମେଁ ଘୁସ୍‌କେ ମାରେଗେଁ’: ସର୍ଜିକାଲ ଷ୍ଟ୍ରାଇକ୍‌ର ୪ର୍ଥ ବର୍ଷପୂର୍ତ୍ତିରେ ବିଜେପି ନିଜ ‘ବାର୍ତ୍ତା’କୁ ମନେ ପକାଇ…

ନୂଆଦିଲ୍ଲୀ: ସେପ୍ଟେଟର ୨୯, ୨୦୧୬ରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ଚତୁର୍ଥ ବାର୍ଷିକୀରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି (ମଙ୍ଗଳବାର) ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଶ୍ରଦ୍ଧା ବଢ଼ିବ। ସାମାଜିକ କାର୍ଯ୍ୟରେ ଆପଣଙ୍କ ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରି ମିଳିପାରେ। ବୃଷ: ନିଜର ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା…
ଅଧିକ ଖବର ଦେଖନ୍ତୁ...

ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଉପ-ରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । ଏହି ଟ୍ଵିଟରେ କୁହାଯାଇଛି ଯେ ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ନିୟମିତ କରୋନା ପରୀକ୍ଷା ହୋଇଥିଲା । ସେଥିରେ…
ଅଧିକ ଖବର ଦେଖନ୍ତୁ...

କରୋନା ରୋଗୀଙ୍କୁ ଭଲ କରି ପାରିବ ଆୟୁର୍ବେଦିକ ଔଷଧ; କ୍ଲିନିକାଲ ପରୀକ୍ଷଣରୁ ସାମ୍ନାକୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ତିନୋଟି ଡାକ୍ତରଖାନାରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣ ଉପରେ ଏକ ଚମକପ୍ରଦ  ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଦର୍ଶାଯାଇଛି ଯେ ପାରମ୍ପରିକ ଔଷଧ ତୁଳନାରେ ପ୍ରାକୃତିକ ଚିକିତ୍ସା ଦ୍ବାରା ଅଧିକାଂଶ କୋଭିଡ୍ -୧୯ରୋଗୀ ସୁସ୍ଥ ହୋଇପାରୁଛନ୍ତି। କୋରିଭାଲ୍ ଲାଇଫ୍ ସାଇନ୍ସେସ୍…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ହସ୍ତକ୍ଷେପ ପରେ ଜନ ଶୁଣାଣି ସ୍ଥଗିତ

ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ବେଦାନ୍ତ ଆଲୁମିନିୟମ ସ୍ମେଲ୍ଟର ପ୍ରକଳ୍ପର ଉତ୍ପାଦନ କ୍ଷମତା ବୃଦ୍ଧି ତଥା ତାପଜ ବିଦ୍ୟୁତ ପ୍ରକଳ୍ପର ଆଧୁନିକୀକରଣ ସକାଶେ ପରିବେଶଗତ ମଞ୍ଜୁରୀ ପାଇଁ ବୁଧବାର ହେବାକୁ ଥିବା ଜନ ଶୁଣାଣି ହାଇକୋର୍ଟ ହସ୍ତକ୍ଷେପ ପରେ ଜନ ଶୁଣାଣି ସ୍ଥଗିତ ସ୍ଥଗିତ ହୋଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ, ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ଲିଗ ମ୍ୟାଚରେ ହାଇଦ୍ରାବାଦ ଦିଲ୍ଲୀ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଦିଲ୍ଲୀ ଟସ ଜିଣି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଅଧିନାୟକ ଡେଭିଡ ଓ୍ଵାର୍ନର ଓ ଜନି ବେୟାରଷ୍ଟୋ…
ଅଧିକ ଖବର ଦେଖନ୍ତୁ...

ଚୀନ ଦ୍ୱାରା ୧୯୫୯ରେ ନିର୍ଦ୍ଧାରିତ ଏଲଏସିକୁ ଭାରତ ସ୍ୱୀକାର କରେ ନାହିଁ : ନୂଆଦିଲ୍ଲୀ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ଆଜି ଆହୁରି ବଢାଇଦେଇଛି ଚୀନ । ଚୀନ ପକ୍ଷରୁ ଆଜି କୁହାଯାଇଛି ଯେ ଭାରତ ସରକାରଙ୍କ ଦ୍ୱାରା ନବଗଠିତ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ସ୍ୱୀକାର କରେ ନାହିଁ । ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ୧୯୫୯ରେ ଚୀନର…
ଅଧିକ ଖବର ଦେଖନ୍ତୁ...