Daily Archives

September 30, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଶ୍ରଦ୍ଧା ବଢ଼ିବ। ସାମାଜିକ କାର୍ଯ୍ୟରେ ଆପଣଙ୍କ ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରି ମିଳିପାରେ। ବୃଷ: ନିଜର ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା…
ଅଧିକ ଖବର ଦେଖନ୍ତୁ...

କର୍ମୀ ଖାଇବେ ୮ ଟଙ୍କିଆ ସିଙ୍ଗଡ଼ା, ୧୫ ଟଙ୍କିଆ ରସଗୋଲା, ଅଧିକ ଖାଇଲେ ହେବ କାର୍ଯ୍ୟନୁଷ୍ଠାନ

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ପ୍ରାର୍ଥୀଙ୍କ ଦ୍ୱାରା ହେବାକୁ ଥିବା ଖର୍ଚ୍ଚ ଉପରେ ନିର୍ବାଚନ କମିଶନ ନଜର ରଖିବେ। ଚା, କଫି, ସିଙ୍ଗଡ଼ା ଠାରୁ ଆରମ୍ଭ କରି ବ୍ୟାନର, ପେଣ୍ଡାଲ ଏବଂ ଗାଡ଼ି ପାଇଁ ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରିବେ ତାହା ମଧ୍ୟ ନିର୍ବାଚନ କମିଶନ ସ୍ଥିର…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଆଗରେ ୧୭୫ ରନର ଲକ୍ଷ୍ୟ ରଖିଲା କୋଲକତା

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୧୨ତମ ମ୍ୟାଚରେ କୋଲକତା ନାଇଟରାଇଡର୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ରାଜସ୍ଥାନ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି କୋଲକତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଅଭିଯୁକ୍ତଙ୍କ ଭଳି ହଥରସ୍ ପୀଡିତାଙ୍କ ଦୁଷ୍କର୍ମକାରୀଙ୍କୁ ନିଜ ହାତରେ ଫାଶୀ ଖୁଣ୍ଟରେ ଝୁଲେଇବାକୁ ଚାହାନ୍ତି…

ନୂଆଦିଲ୍ଲୀ: ଦୁଇସପ୍ତାହ ତଳେ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହଥରାସ ଗାଁରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗର ଯୁବତୀଙ୍କର ଗତକାଲି ସକାଳେ ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ଏହି ଜଘନ୍ୟ କାଣ୍ଡରେ ପୀଡ଼ିତାଙ୍କର ମେରୁହାଡ଼…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲକ ୫.୦: କଣ୍ଟେନମେଣ୍ଟ ଜୋନ୍‌ରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ ଲକ୍‌ଡାଉନ କଟକଣା; କେବଳ ଜରୁରୀ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଆଜି ଅନ୍‌ଲକ୍‌:୫ ପାଇଁ ନୂତନ ଗାଇଡ୍‌ଲାଇନ୍‌ ବା ମାର୍ଗଦର୍ଶିକା ଜାରି କରାଯାଇଛି। ଜାରି କରାଯାଇଥିବା ଅନ୍‌ଲକ୍‌:୫ ଗାଇଡ୍‌ଲାଇନ୍‌ରେ ସରକାର ପୂର୍ବବତ୍‌ କଣ୍ଟେନମେଣ୍ଟ ଜୋନ୍‌ରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ…
ଅଧିକ ଖବର ଦେଖନ୍ତୁ...

ଅନଲକ୍ ୫.୦ : ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ଅନଲକ୍ ୫.୦ ଲାଗି ଗାଇଡଲାଇନ ଜାରି କରିଛନ୍ତି । ଏହା ଅକ୍ଟୋବର ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ନୂଆ ଗାଇଡଲାଇନରେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରମାନଙ୍କୁ ଅନୁମତି ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲକ୍ ୫.୦: ସାମାଜିକ, ଶିକ୍ଷା, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାବେଶରେ ଯୋଗ ଦେଇ…

ନୂଆଦିଲ୍ଲୀ: ଅକ୍ଟୋବର ୧୫ ତାରିଖ ପରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ସାମାଜିକ, ଶିକ୍ଷା ସମ୍ବନ୍ଧୀୟ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଜନସମାବେଶରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ସ୍ୱଳ୍ପ ସଂଚୟ ସ୍କିମ ଉପରେ ସୁଧହାର ଅପରିବର୍ତ୍ତିତ ରହିଲା

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର-ଡିସେମ୍ବର ତିନିମାସ ପାଇଁ ଭାରତ ସରକାର ସବୁପ୍ରକାରର ସ୍ୱଳ୍ପ ସଂଚୟ ଯୋଜନା ଯଥା ପବ୍ଲିକ ପ୍ରୋଭିଡେଣ୍ଡ ଫଣ୍ଡ (ପିପିଏଫ), ନ୍ୟାସନାଲ ସେଭିଙ୍ଗସ ସାର୍ଟିଫିକେଟ (ଏନସିଏଫ) ଆଦି ଉପରେ ମିଳୁଥିବା ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି । ଆଜି କେନ୍ଦ୍ର ଅର୍ଥ…
ଅଧିକ ଖବର ଦେଖନ୍ତୁ...

ଅନଲକ ୫.୦ : ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ , ବାଣିଜ୍ୟ ପ୍ରଦର୍ଶନୀକୁ ବି ଅନୁମତି…

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ଅନଲକ ୫.୦ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ୍  ଅକ୍ଟୋବର ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂତନ ଗାଇଡଲାଇନରେ ସରକାର ଆଉ କେତେକ କଟକଣାକୁ କୋହଳ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏସବୁ ଗାଇଡଲାଇନ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ମୁହଁରେ ମାସ୍କ ପିନ୍ଧି ୧୫ ଘଣ୍ଟା ପାଇଁ କାମରେ ବାହାରିଲେ ଅମିତାଭ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ୭୭ବର୍ଷରେ ପ୍ରଦାର୍ପଣ କରିଥିବା ବେଳେ ଚଳଚ୍ଚିତ୍ର ଜଗତରେ ସେ କ୍ରମାଗତ ଭାବରେ ସକ୍ରିୟ ଅଛନ୍ତି। ଅମିତାଭଙ୍କର କାମର ଅଭାବ ନାହିଁ | ତାଙ୍କୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ମିଳିବାରେ ଲାଗିଛି। ତେବେ ଏମିତି କିଛି ଭୂମିକା ରହିଛି ଯାହା…
ଅଧିକ ଖବର ଦେଖନ୍ତୁ...