Monthly Archives

October 2020

ଚୌଦ୍ବାରରେ ନକଲି ସୁନା ଇଟା କାରବାର: ଦୁଇ ଗିରଫ, ୧ଲକ୍ଷ ୪୫ ହଜାର ଟଙ୍କା ଜବତ

ଚୌଦ୍ବାର: ଅସଲି ସୁନା ଦେଖାଇ ନକଲି ସୁନା ଦେବା ଘଟଣାରେ ପୁଲିସ୍‌ ଏକ ରାକେଟରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଏହି ରାକେଟରେ ମୁଖ୍ୟ କାର୍ପଟଦାର ଶସ୍ତାରେ ସୁନା ଦେବାକୁ କହି ସୁନା ଇଟା ଦେଇଥିବା ବେଳେ ତାହାକୁ କିଣି ଥିବା ଜଣେ ବ୍ୟକ୍ତି ଘରେ ପରୀକ୍ଷା କରିବାରୁ ତାହା ନକଲି…
ଅଧିକ ଖବର ଦେଖନ୍ତୁ...

ବେଆଇନ ବେପାରୀଙ୍କ ପଛରେ ବଲାଙ୍ଗୀର ପୁଲିସ, ଟାଉନ ଥାନାରେ ରୁଜୁ ହେଲାଣି ୯ ମାମଲା

ବଲାଙ୍ଗୀର: ବଲାଙ୍ଗୀର ପୁଲିସର ଅପରେସନ କ୍ଲିନ୍ କ୍ରିମିନାଲ । ଗୋଟିଏ ପରେ ଗୋଟିଏ ଲୁଟ, ଗୁଣ୍ଡାଗର୍ଦ୍ଦି ମାମଲାର ପର୍ଦ୍ଦାଫାସ କରିଚାଲିଛି ପୁଲିସ । ଆଉ ଏବେ ପୁଣି ଏକ ନୂଆଁ ଅପରେସନ ଆରମ୍ଭ କଲାଣି ପୁଲିସ । ଏଥର ବେଆଇନ କାରବାର କରୁଥିବା ବ୍ୟକ୍ତିଙ୍କୁ ପୁଲିସର ଟାର୍ଗେଟ । ବେଆଇନ ନିଶା…
ଅଧିକ ଖବର ଦେଖନ୍ତୁ...

ଗଛରୁ ଡେଇଁ ବେପାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦୁଇ ଘଣ୍ଟା ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ରାଉରକେଲା: ରାଉରକେଲାର ସେକ୍ଟର ୧୯ ମୁଣ୍ଡା ମାର୍କେଟରେ ଆଜି ସକାଳ ପ୍ରାୟ ୬ଟାରେ ଜଣେ ବେପାରୀ ଉନ୍ମତ୍ତକାଣ୍ତ ଘଟାଇଥିବାର ଖବର ମିଳିଛି। ଗଛରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେପାରୀଙ୍କୁ ପ୍ରାୟ ଦୁଇ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି l ବେପାରୀ ଜଣକ ହେଲେ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ନିଜ ପତ୍ନୀଙ୍କ ପ୍ଲାଷ୍ଟିକ୍‌ ସର୍ଜରି କରିବାକୁ ଚାହୁଁଥିଲେ କେବିସି ପ୍ରତିଯୋଗୀ, ଏପରି ନକହିବାକୁ…

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ଦେଶର ବଡ଼ ରିୟାଲିଟି ‌ସୋ ‘କୌନ ବନେଗା କରୋଡ଼ପତି’ରେ ଅନେକ ମଜା ମଜା ଘଟଣା ସବୁ ଦେଖିବାକୁ ମିଳିଥାଏ। ଏହି ସୋ’ରେ ଭାଗ ନେଉଥିବା ଅଂଶଗ୍ରହଣକାରୀମାନଙ୍କୁ ବିଗ୍‌ ସବୁବେଳେ ଏକ ସାଧାରଣ ପ୍ରଶ୍ନ ପଚାରି ଥାଆନ୍ତି। ପ୍ରଶ୍ନଟି ହେଉଛି,…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ପିଡିଏସ୍ ଚାଉଳ ଚୋରା ଚାଲାଣ ବେଳେ ଧରିଲେ ଗ୍ରାମବାସୀ

ମାଲକାନଗିରି: ମାଲକାନାଗିରି ଜିଲ୍ଲାର ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମ୍ ଭି ୬୦ ଗ୍ରାମରୁ ପିଡିଏସ୍ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ଏମ୍ ଭି ୧୧୬ ଗ୍ରାମବାସୀ ଗାଡ଼ିକୁ ଅଟକାଇ ଯୋଗାଣ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଗତ ମଙ୍ଗଳବାର ଦିନ…
ଅଧିକ ଖବର ଦେଖନ୍ତୁ...

ଶାଗ, କୋବି, କଳା ବିନ୍ସ ଓ ଆଲ୍‌ମଣ୍ଡ୍‌ ଆଦି ଖାଇ ଦୂର କରନ୍ତୁ ଏହି ସାଧାରଣ ସମସ୍ୟା

ଓଜନକୁ ନିଜ ଆୟତ୍ତରେ ରଖିବାକୁ ଆଜିକାଲି ଲୋକେ ବହୁ ପଦ୍ଧତି ଆପଣଉଛନ୍ତି।  ଓଜନ ବଢ଼ିବା ଯେତେ ସହଜ ହୋଇଥାଏ ଓଜନ କମିବା ଆଦୌ ବି ସେତିକି ସହଜ ହୋଇନଥାଏ। ଓଜନ କମାଇବା ପାଇଁ ଲୋକଙ୍କୁ ଦୁନିଆ କସରତ୍‌ କରିବାକୁ ପଡ଼ିଥାଏ। ମୋଟାପଣ ଅନେକଗୁଡ଼ିଏ ରୋଗର କାରଣ। ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ…
ଅଧିକ ଖବର ଦେଖନ୍ତୁ...

ପୁଣି ମାଡ଼ି ଆସୁଛି ବିପଦ: ମହାବାତ୍ୟାର ୨୧ ବର୍ଷ ପରେ ଦିନ ଯାଇଛି, ଚିହ୍ନ ରହିଛି

ଜଗତସିଂହପୁର: ଏରସମା ବ୍ଲକ୍‌ ଦହିବର ଗାଁ। ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟାରେ ଏହି ଗାଁରୁ ୫୮୭ ଜଣଙ୍କର ଜୀବନଦୀପ ଲିଭି ଯାଇଥିଲା। ପ୍ରତିବର୍ଷ ସେମାନଙ୍କ ସ୍ମରଣରରେ ଦହିବର ଗ୍ରାମରେ ସେମାନଙ୍କୁ ଶ୍ରଦ୍ଧାଂଜଳି ଜଣାଇ ସଭା କରାଯାଏ। ଏବର୍ଷ କୋଭିଡ୍‌ କଟକଣାରେ ଶ୍ରଦ୍ଧାଂଜଳି ସଭା ହୋଇପାରି…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ୱ ସଂଘାତ ଦିବସ

ନୂଆଦିଲ୍ଲୀ:  ପ୍ରତି ବର୍ଷ ଅକ୍‌ଟୋବର ୨୯ରେ ପାଳନ କରାଯାଏ ‘ବିଶ୍ବ ସଂଘାତ ଦିବସ’ ବା ଇଂରେଜୀରେ ‘ୱାର୍ଲ‌୍ଡ ଷ୍ଟ୍ରୋକ୍‌ ଡେ’। ସମସ୍ତ ପ୍ରକାରର ସଂଘାତ ଅର୍ଥାତ୍‌ ହୃଦ୍‌ଘାତ ଓ ମସ୍ତିଷ୍କ ସଂଘାତ ଆଦି ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ। ୨୦୦୬ରୁ ‘ୱାର୍ଲ‌୍ଡ…
ଅଧିକ ଖବର ଦେଖନ୍ତୁ...

‘ପର୍ଶୁରାମ’ ପରେ ଏହି ଲୋକପ୍ରିୟ ଅଭିନେତାଙ୍କ ସହ ଅନ୍ୟ କୌଣସି ଓଡ଼ିଆ ସିନେମାରେ କାମ କରିନାହାନ୍ତି ଅରିନ୍ଦମ

ଭୁବନେଶ୍ବର: ଜଣାଶୁଣା ନାୟକ ଅରିନ୍ଦମ ଦୀର୍ଘ ୧୪ ବର୍ଷର କ୍ୟାରିଅର ମଧ୍ୟରେ ବେଶ୍‌ କେତେକ ଓଡ଼ିଆ ଛବିରେ ନଜର ଆସିଛନ୍ତି। ଅପରପକ୍ଷରେ ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦୀର୍ଘ ୨୮ବର୍ଷର କ୍ୟାରିଅର ଭିତରେ ବହୁ ସିନେମାରେ ନାୟକ, ଖଳନାୟକ ଓ ଚରିତ୍ରରେ ଅଭିନୟ କରିଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

ଅଲୋଡ଼ା ହେଉଛନ୍ତି ନୀତୀଶ କୁମାର!

ବିହାର ବିଧାନସଭା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଶ ଶେଷ ହୋଇଛି। ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ଆସନ୍ତା ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ। ତେବେ ଏଥର ନିର୍ବାଚନରେ ଏହାର ଫଳାଫଳ ଏବଂ ଭୋଟ ପରବର୍ତୀ ସମୀକରଣକୁ ନେଇ ରାଜନୈତିକ ମହଲରେ ‌ଯେତ ଉତ୍ସାହ ନାହିଁ ତାହା ଠାରୁ…
ଅଧିକ ଖବର ଦେଖନ୍ତୁ...