Daily Archives

October 1, 2020

ୟୁପିଏସସି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଛାଡ଼ିବା ସମୟରେ ପରିବର୍ତ୍ତନ, ବାରିପଦାରୁ ରାତି ୧୧.୫୫ ପରିବର୍ତ୍ତେ ଅପରାହ୍ନ…

ବାରିପଦା : ୦୮୦୨୫ ନମ୍ବର ବିଶିଷ୍ଟ ୟୁପିଏସସି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଶୁକ୍ରବାର ରାତି ୧୧.୫୫ ପରିବର୍ତ୍ତେ ଅପରାହ୍ନ ୫ଟାରେ ଛାଡ଼ିବ। ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩ : କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୪୮ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍

ଆବୁଧାବି:‌ ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‌ ୨୦୨୦ର ତ୍ରୟୋଦଶ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୪୮ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍ । ଟସ୍ ଜିଣି ପ୍ରଥମେ ଫିଲଡିଂ କରିଥିବା  କିଙ୍ଗସ୍‌ ଇଲେଭେନ ପଞ୍ଜାବ ୧୯୨ ରନର ବିଜୟ ଲକ୍ଷ୍ୟକୁ ପିଛାକରି…
ଅଧିକ ଖବର ଦେଖନ୍ତୁ...

ବଚରେ ଅଛି ଏହି ସବୁ ଔଷଧିୀୟ ଗୁଣ; ଖାଆନ୍ତୁ ଓ ଅନେକ ସମସ୍ୟାକୁ ଚୁଟ୍‌କିରେ ଭଗାନ୍ତୁ

ପୂର୍ବକାଳରେ ଔଷଧ ନ ଥିଲା, ଡାକ୍ତର ନ ଥିଲେ ତଥାପି ବି ଶାରୀରିକ ସମସ୍ୟାର ସମାଧାନ ହେଉଥିଲା। ପୂର୍ବରୁ ରହିଥିବା ଅନେକ ଔଷଧୀୟ ପଦାର୍ଥ ମଧ୍ୟରୁ ‘ବଚ’ ଅନ୍ୟତମ। ଏହାକୁ ବହୁ ପୁରୁଣା କାଳରୁ ଔଷଧ ଭାବେ ବ୍ୟବହାର କରାଯାଏ। ଥଣ୍ଡା, ଶ୍ୱାସ, ସ୍ମରଣ ଶକ୍ତି, କଣ୍ଠ, ତ୍ୱଚା, କେଶ ଆଦି ଅନେକ ସମସ୍ୟାର…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସରେ ୬୨୪୭.୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବିର ନିବେଶକ ସଂସ୍ଥା ମୁବାଦଲା

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଆବୁଧାବିର ନିବେଶକ ସଂସ୍ଥା ମୁବାଦଲା ଇନଭେଷ୍ଟମେଂଟ୍ କଂପାନି (ମୁବାଦଲା) ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ଚାକିରି ପାଇବା ଖୁସିରେ କାର୍ଯ୍ୟାଳୟ ବାହାରେ କିପରି ମନଖୋଲି ନାଚୁଛନ୍ତି ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଚାକିରି ପାଇବା ପରେ ଜଣେ ଯୁବତୀଙ୍କୁ ଖୁସିରେ କାର୍ଯ୍ୟାଳୟ ବାହାରେ ନାଚୁଥିବା ଦେଖିବାକୁ ମିଳିଛି। ଏହି ଘଟଣା କାର୍ଯ୍ୟାଳୟ ବାହାରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

ଅଟଳ ଟନେଲ: ଏହି ବ୍ୟକ୍ତିଙ୍କ ପାଇଁ ସରକାରଙ୍କର ବଞ୍ଚିଯାଇଥିଲା ୧ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଅକ୍ଟୋବର ୩ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଯାଉଛି ଅଟଳ ରୋହତଙ୍ଗ ଟନେଲ | ତେବେ ଏହି ଟନେଲ ନିର୍ମାଣ ପଛରେ ଏମିତି ଜଣେ ବ୍ୟକ୍ତିଙ୍କର ହାତ ରହିଥିଲା ଯାହାଙ୍କ ଲାଗି ସରକାରଙ୍କର ୧ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସଂଚୟ ହୋଇପାରିଥିଲା |…
ଅଧିକ ଖବର ଦେଖନ୍ତୁ...

ନିଆରା ଭଲପାଇବା : ଜୀବନକୁ ବାଜି ଲଗାଇ ଜେଜେମାଆକୁ ବଞ୍ଚାଇଲା ନାତି

ମହେନ୍ଦ୍ରଗଡ଼: କଥାରେ ଅଛି ଏକ ନିଚ୍ଛକ ସଂପର୍କରେ ସ୍ବାର୍ଥ ନଥାଏ କି ସର୍ତ୍ତ ନ ଥାଏ। ଜୀବନ ପ୍ରତି ମୋହ ନଥାଏ କି ମରଣ ପ୍ରତି ଭୟ ବି ନଥାଏ। ଯାହା ଥାଏ, ତାହା ହେଉଛି ଖୁବ୍ ସାରା ଭଲପାଇବା ଓ ଆପଣାପଣ। ସେମିତି ଏକ ସଂପର୍କ ହେଉଛି ଜେଜେବାପା-ଜେଜେମାଆ ଓ ନାତି-ନାତୁଣୀଙ୍କର ସଂପର୍କ । ଏହାକୁ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କର ଭାରତ ଦର୍ଶନ ପାଇଁ ଶ୍ରବଣ କୁମାର ସାଜିଥିବା କ୍ରୀଷ୍ଣାକୁମାରଙ୍କୁ କାର ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ପୁରାଣ ଯୁଗରେ ଶ୍ରବଣ କୁମାର ନିଜ ଅନ୍ଧ ପିତାମାତାଙ୍କୁ ଭାରରେ ବୋହି ଚାରିଧାମ ଦର୍ଶନ କରାଇଥିବା କଥା ସମସ୍ତେ ଶୁଣିଛନ୍ତି। କିନ୍ତୁ ଏ ଯୁଗରେ ମା'ମାନେ ପୁଅ ଠାରୁ ଅଲୋଡ଼ା ହୋଇ ବୃଦ୍ଧାଶ୍ରମରେ ଲୁହ ଝରାଉଥିବାର ଅନେକ ଦୃଷ୍ଟାନ୍ତ ଆମ ଆଖି ଆଗରେ ଥିବା ବେଳେ ମହୀଶୂରର…
ଅଧିକ ଖବର ଦେଖନ୍ତୁ...

୩ ସାଂସଦଙ୍କ ନାମରେ ଅଛି ଦୁଷ୍କର୍ମ ଅଭିଯୋଗ !

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶରେ ହୋଇଥିବା ଦୁଷ୍କର୍ମକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ଆମେ ଆପଣଙ୍କୁ ଏକ ଚକିତ କଲା ଭଳି ସୂଚନା ଦେବୁ | ଏଡିଆର ରିପୋର୍ଟ ଅନୁଯାୟୀ ଦୁଷ୍କର୍ମ ଅଭିଯୋଗ ଥିବା ସାଂସଦ ମଧ୍ୟ ଦେଶର ସଂସଦରେ ବସିଛନ୍ତି । ଲୋକସଭାରେ ୪୩ ପ୍ରତିଶତ ଏବଂ ରାଜ୍ୟସଭାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସହକର୍ମୀଙ୍କ ସାହାଯ୍ୟରେ କୌଣସି ଯୋଜନା ସଫଳ ହେବ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ସମାଞ୍ଜସ୍ୟ ବଜାୟ ରହିବ। ବୃଷ: କମ୍‌ ପରିଶ୍ରମରେ ବେଶୀ ଲାଭ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ସନ୍ତାନଙ୍କ ସଫଳତାରେ ଗୌରବାନ୍ବିତ ଅନୁଭବ…
ଅଧିକ ଖବର ଦେଖନ୍ତୁ...