Daily Archives

October 1, 2020

ଭାରତରେ ଦୈନିକ ରିପୋର୍ଟ ହେଉଛି ୮୭ଟି ଦୁଷ୍କର୍ମ ଘଟଣା: ‘ଏନ୍‌ସିଆର୍‌ବି’ ଡାଟା

ନୂଆଦିଲ୍ଲୀ: ୨୦୧୯ରେ ଭାରତରେ ମହିଳାଙ୍କ ବିରୋଧରେ ୪, ୦୫, ୮୬୧ଟି ଅପରାଧ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ କ୍ରାଇମ୍ ରେକର୍ଡ ବ୍ୟୁରୋ’ର ‘‘କ୍ରାଇମ୍ ଇନ୍‌ ଇଣ୍ଡିଆ’ ସେପ୍ଟେମ୍ବର ୨୯ ତାରିଖ ଦିନ ରିଲିଜ୍ କରିଥିବା ଡାଟା ବା ତଥ୍ୟାବଳିରୁ ଜଣାପଡ଼ିଛି। ଉପରୋକ୍ତ ତଥ୍ୟ ହିସାବରେ, ୨୦୧୯ରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୭୭୦ ଜଣଙ୍କ ସମେତ ଆଜି ରାଜ୍ୟରେ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: କରୋନା ଭାଇରସ ମହାମାରୀରୁ ଆଜି ରାଜ୍ୟରେ ୪ ହଜାର ୩୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୭୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧ ଲକ୍ଷ ୯୦ ହଜାର ୮୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପଞ୍ଜାବର ନିଷ୍ପତ୍ତି, ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି : ଚଳିତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ତ୍ରୟୋଦଶ ମ୍ୟାଚ୍‌ ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଖେଳାଯାଉଛି।  ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ଭିତରେ ମୁକାବିଲା ଆରମ୍ଭ ହୋଇଛି।  ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ କିଙ୍ଗସ ଇଲେଭେନ୍ ପଞ୍ଜାବ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ନଦୀରୁ ଏକ ମାଛ ଉଦ୍ଧାର କରିବା ପରେ ରାତାରାତି ଲକ୍ଷପତି ହୋଇଯାଇଥିବା ବୃଦ୍ଧା କହିଲେ ଏଭଳି କଥା

କୋଲକାତା: ରାତାରାତି ଲକ୍ଷପତି ହେବାରେ ସ୍ବପ୍ନ ଅନେକ ଦେଖି ଥାଆନ୍ତି। କିନ୍ତୁ ଏହା ସମ୍ଭବ ହେବା ବହୁତ କଷ୍ଟକର। ତେବେ ନିକଟରେ ପଶ୍ଚିମବଙ୍ଗର ଜଣେ ଗରିବ ବୃଦ୍ଧା ରାତାରାତି ଲକ୍ଷପତି ହୋଇଯାଇଥିବା ଜଣାପଡ଼ିଛି। ବୃଦ୍ଧା ମହିଳାଙ୍କ ନାମ ପୁଷ୍ପା । ସେ ପଶ୍ଚିମବଙ୍ଗ ଦକ୍ଷିଣ ସାଗର ଦ୍ବୀପର…
ଅଧିକ ଖବର ଦେଖନ୍ତୁ...

ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ବିଲକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ, କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ…

କେନ୍ଦ୍ରାପଡ଼ା: କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଜଣେ ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ରାସ୍ତାକଡ଼ରେ ଥିବା ବିଲକୁ ଓଲଟି ପଡ଼ିଛି । କିନ୍ତୁ ଖୁସିର କଥା ହେଲା ଯେ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ରାଜ୍ୟ ସରକାର ରାଜ୍ୟରେ ଥିବା ସବୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଅଙ୍ଗନବାଡି କର୍ମୀମାନେ ହିତାଧିକାରୀମାନଙ୍କ ଘରକୁ ଯାଇ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍ ଯୋଗୁଁ ବାତିଲ ହୋଇଥିବା ବିମାନର ପୂର୍ଣ୍ଣ ଟିକେଟ୍ ମୂଲ୍ୟ ଫେରସ୍ତ ଲାଗି ‘ଡିଜିସିଏ’ର ଯୋଜନାକୁ ସୁପ୍ରିମ୍…

ନୂଆଦିଲ୍ଲୀ: ଲକ୍‌ଡାଉନ୍ ଯୋଗୁଁ ବାତିଲ ହୋଇଥିବା ବିମାନର ପୂର୍ଣ୍ଣ ଟିକେଟ୍ ମୂଲ୍ୟ ଫେରସ୍ତ ଲାଗି ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍ ସିଭିଲ୍‌ ଆଭିଏସନ୍’ର ଯୋଜନାକୁ ଆଜି ସୁପ୍ରିମ୍ କୋର୍ଟ ମଞ୍ଜୁର୍‌ କରିଛନ୍ତି। ତେଣୁ, ଏୟାର୍‌ଲାଇନ୍‌ମାନଙ୍କୁ କୋଭିଡ୍‌-୧୯ ଲକ୍‌ଡାଉନ୍ ପୂର୍ବରୁ ମେ…
ଅଧିକ ଖବର ଦେଖନ୍ତୁ...

୯ରୁ ୧୮ ଯାଏଁ ଭୁବନେଶ୍ୱରରୁ ବରଗଡ଼ ରୋଡ଼ ମଧ୍ୟରେ ଚାଲିବ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ବଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେସନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୨୦୨୦ ଅକ୍ଟୋବର ୯ରୁ ୧୮ ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଟ୍ରେନ୍‌କୁ ଆଂଶିକ ବାତିଲ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲୋକମାନଙ୍କୁ ‌ଯୋଗାଯୋଗ କରି ୯ଜଣଙ୍କୁ ହତ୍ୟା କଲେ ଯୁବକ

ଟୋକିଓ: ଜାପାନରେ ଜଣେ ହତ୍ୟାକାରୀ ଯୁବକ ସୋସିଆଲ ମିଡିଆ ଜରିଆରେ ୯ ଜଣଙ୍କୁ ହତ୍ୟା କରିଛନ୍ତି। 'ଟୁଇଟର କିଲର' ନାମରେ ପରିଚିତ ହତ୍ୟାକାରୀ ଯୁବକଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଥିଲା। ଅନ୍ୟପକ୍ଷରେ ହତ୍ୟାକାରୀ ତକାହିରୋ ଶିରେଶିଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଛନ୍ତି ଯେ ଅଭିଯୁକ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ଗଜପତି ଜିଲ୍ଲାରେ ହାରାହାରି ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି: ଡ. ସଂଘମିତ୍ରା ପତି

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ସହିତ ଓଡ଼ିଶା ସଫଳତାର ସହିତ ମୁକାବିଲା କରୁଛି । ଗଜପତି ଜିଲ୍ଲାରେ ସର୍ବାଧିକ ହାରାହାରି ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନରେ ଆରଏମ୍‌ଆରସି ନିର୍ଦ୍ଦେଶିକା ଡ.ସଂଘମିତ୍ରା ପତି ଆଜି ଏହା କହିଛନ୍ତି…
ଅଧିକ ଖବର ଦେଖନ୍ତୁ...