Daily Archives

October 2, 2020

ପାର୍ବଣ ଋତୁରେ ବଢୁଛି ଅନ୍‌ଲାଇନ ବ୍ୟବସାୟର ଚାହିଦା: ଅଫ୍‌ଲାଇନ୍‌ ବ୍ୟବସାୟରେ ଜୟପୁରରେ ୧୦ କୋଟ ଟଙ୍କା କ୍ଷତି!

ଜୟପୁର: ଗୋଟିଏ ପଟେ କରୋନା ମାଡ, ଅନ୍ୟ ପଟେ ଅଫଲାଇନ ବଜାରରକୁ ଯିବାକୁ ଭୟ। ଏହାର ସୁଯୋଗ ନେଇ ଜୟପୁର ବଜାରରେ ରାଜ କରୁଛି ଅନଲାଇନ ବ୍ୟବସାୟ। ବିଭିନ୍ନ ଇ-କମର୍ସ ସାଇଟ ପକ୍ଷରୁ ଫେଷ୍ଟିଭ ସେଲରେ ଜୋରଦାର ଅନଲାଇନ ସପିଙ୍ଗ ହୋଇଥଇବା ଜଣାପଡିଛି। ସ୍ଥାନୀୟ ବଜରରେ ଯେଉଁ ସ୍ମାର୍ଟଫୋନ, ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ ୨୦୨୦:  ସନରାଇଜର୍ସ ହାଇଦ୍ରାବାଦ ଠାରୁ ୭ ରନରେ  ପରାଜିତ ହେଲା ଚେନ୍ନାଇ ସୁପର କିଙ୍ଗସ୍

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୪ତମ ମ୍ୟାଚରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିଯାଇଛି। ୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ…
ଅଧିକ ଖବର ଦେଖନ୍ତୁ...

ହାଥରସ ଗଣଦୁଷ୍କର୍ମ ହତ୍ୟା ଘଟଣା: ଅଭିଯୁକ୍ତକୁ ଫାଶୀ ଦାବି କଲା କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି

ଭବାନୀପାଟଣା: ଉତ୍ତରପ୍ରଦେଶର ହାଥରସରେ ଗତ ମାସ ୧୪ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ବିେଜେଡି ତରଫରୁ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା, ଦୁଷ୍କର୍ମକାରୀ ତଥା ହତ୍ୟାକାରୀମାନଙ୍କୁ ଗିରଫ କରି…
ଅଧିକ ଖବର ଦେଖନ୍ତୁ...

ମହାନଦୀର ପୁରୁଣା ସିସୋର୍‌ ପଠାରେ ପୁଣି ହେବ ନୌକାବିହାର

କଟକ: ପୁଣି ହେବ ମହାନଦୀରେ ନୌକାବିହାର। ଗଡ଼ଗଡିଆ ପଠା ନିକଟରେ ଯେଉଁଠି ପୂର୍ବରୁ ସିସୋର ସଂସ୍ଥା ପକ୍ଷରୁ ନୌକାବିହାର ବ୍ୟବସ୍ଥା କରାଯାଇଥିଲା, ତାହାର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥର କିନ୍ତୁ କୌଣସି ଘରୋଇ ସଂସ୍ଥା ବଦଳରେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)…
ଅଧିକ ଖବର ଦେଖନ୍ତୁ...

ବିହାର ବିଧାନସଭା ନିର୍ବାଚନ: କେଉଁ ମେଣ୍ଟକୁ ମିଳିବ ଫାଇଦା? କିଏ ଗଢ଼ିବ ସରକାର?

ପାଟନା:  ବିହାରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଅକ୍ଟୋବର ୨୮, ୩ ଓ ନଭେମ୍ବର ୭ରେ ମତଦାନ ରହିଛି । ସେହିପରି  ନଭେମ୍ବର ୧୦ରେ ଭୋଟ ଗଣତି ହେବ । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ କରୋନା ସମୟରେ ନିର୍ବାଚନର ଆବଶ୍ୟକତା କଣ ରହିଥିଲା । ଯେଉଁଠି ବଡ ବଡ ଦେଶ କରୋନା ପାଇଁ ନିଜ…
ଅଧିକ ଖବର ଦେଖନ୍ତୁ...

ଅମ୍ଲାଭଟ୍ଟା-ଥେରୁବାଲି ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଅଧା ଘଣ୍ଟା ଫସିଲା ଆମ୍ବୁଲାନସ୍, ରୋଗୀ କଲବଲ 

ରାୟଗଡ଼ା: ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଯୋଗୁ ୫ ନଂ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମାଲବାହୀ ଟ୍ରକର ଲମ୍ବା ଲାଇନ୍, ମରାମତି ଅଭାବରୁ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତ ଟ୍ରାଫିକ୍ ସମସ୍ୟାକୁ ଦ୍ବିଗୁଣିତ କରିଛି। ଫଳରେ ଆଜି ମୁନିଗୁଡାରୁ…
ଅଧିକ ଖବର ଦେଖନ୍ତୁ...

ମୋ ବିନା ଅନୁମତିରେ କେହି ଯଦି କାର୍ଗିଲରେ ଆକ୍ରମଣ କଲେ, ମୁଁ ତାଙ୍କୁ ତୁରନ୍ତ ଇସ୍ତଫା ମାଗିବି : ଇମ୍ରାନ ଖାନ

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ପାକିସ୍ତାନ ସେନା ପ୍ରତି କଡ଼ା ମନୋଭାବ ପ୍ରଦର୍ଶନ କରିଛନ୍ତି। ଇମ୍ରାନ ଖାନ ଗୁରୁବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ସେନା ମୁଖ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାପ ପକାଇଥାନ୍ତେ, ତେବେ ସେ ତାଙ୍କ ଇସ୍ତଫା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କଳା ଓ ଅଭିନୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ବ୍ୟବସାୟରେ ଉନ୍ନତି ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବୃଷ: ଯେଉଁ କାମରେ ଯିବେ ସଫଳତା ପାଇବେ। ଅଚାନକ ଧନଲାଭ ହେବ। ପୁଞ୍ଜି ବଜାରରେ ନିବେଶ ଲାଗି ବିଚାର କରିବେ। ପ୍ରେମ…
ଅଧିକ ଖବର ଦେଖନ୍ତୁ...

କେବଳ ଭେଣ୍ଟିଲେଟର ନୁହେଁ, ଏହି ଚିକିତ୍ସା ବ୍ୟବସ୍ଥା ବି ବଂଚାଇଲାଣି ଅନେକ କରୋନା ଆକ୍ରାନ୍ତଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଯୋଗୁଁ ସମଗ୍ର ବିଶ୍ୱରେ ଏ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ବୈଜ୍ଞାନିକ ଏବଂ ଡାକ୍ତରମାନେ ଏହାର ଟିକା ଏବଂ ଚିକିତ୍ସା ଖୋଜିବାରେ ବ୍ୟସ୍ତ ଅଛନ୍ତି। ବାସ୍ତବରେ, କରୋନା ଭୂତାଣୁ ରୋଗୀର ଫୁସଫୁସକୁ ସିଧାସଳଖ ପ୍ରଭାବିତ କରିଥାଏ, ଯେଉଁ କାରଣରୁ କରୋନା…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଗାନ୍ଧୀଙ୍କ ପତ୍ନୀଙ୍କ ନାମ ରବର୍ଟ ଭଦ୍ରା !

ନୋଏଡା: ଉତ୍ତରପ୍ରଦେଶର ହାଥରସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଏବଂ ତାଙ୍କ ପରିବାରକୁ ନ ଜଣାଇ ବିଳମ୍ବିତ ରାତିରେ ପୁଲିସ ଦ୍ବାରା ଅନ୍ତିମ ସଂସ୍କାର କରାଯିବା ଘଟଣାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଗତକାଲି ପୀଡ଼ିତା ପରିବାର ପ୍ରତି ସମବେଦନା ଜଣାଇବା…
ଅଧିକ ଖବର ଦେଖନ୍ତୁ...