Daily Archives

October 2, 2020

ବଦଳିଲା ଉଚ୍ଚତା ଅନୁଯାୟୀ ଓଜନ ନିୟମ: ଏତିକି ଓଜନ ଆପଣଙ୍କ ଶରୀର ପାଇଁ ହିତକର

ନୂଆଦିଲ୍ଲୀ: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ ଦେଶର ମହିଳା ଏବଂ ପୁରୁଷଙ୍କ ପାଇଁ ଆଦର୍ଶ ଓଜନରେ ଏକ ଛୋଟ ପରିବର୍ତ୍ତନ କରିଛି | ବର୍ତ୍ତମାନ, ନୂତନ ନିୟମ ଅନୁଯାୟୀ, ଉଭୟଙ୍କ ପାଇଁ ଆଦର୍ଶ ଓଜନ ପାଞ୍ଚ କିଲୋଗ୍ରାମକୁ ବୃଦ୍ଧି କରାଯାଇଛି। ଦଶ ବର୍ଷ ପୂର୍ବେ ପୁରୁଷଙ୍କ ପାଇଁ ଆଦର୍ଶ…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସର କରୁଣ ପରିଣତି: ମୟୂରଭଂଜରେ ନବଜାତକୁ ୧୨ ଥର ଚେଙ୍କ, ଡାକ୍ତରଖାନାରେ ଭର୍ତ୍ତି

ବାରିପଦା: ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆଜିକାଲି ବି ଅନ୍ଧବିଶ୍ୱାସକୁ ଗ୍ରହଣ କରାଯାଉଛି। ଅନେକ ସ୍ଥାନରେ ଅତ୍ୟାଧୁନିକ ବ୍ୟବସ୍ଥାକୁ ଗ୍ରହଣ ନକରି ପୁରୁଣା କାଳର ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ଅଧିକାଂଶ ସମୟରେ ଏହା ବିପଦକୁ ଆମନ୍ତ୍ରଣ କରାଯାଉଛି। ମୟୂରଭଂଜ ଜିଲ୍ଲାରେ ଜଣେ ନବଜାତ…
ଅଧିକ ଖବର ଦେଖନ୍ତୁ...

‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ ପାଇଲେ ସୋନୁ

ମୁମ୍ବାଇ: ଗ୍ରାମୋଦୟ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଟେକ୍ନୋଲୋଜି (ଜିସିଓଟି) ସୋନୁ ସୁଦଙ୍କୁ ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିଥିବାରୁ ଗୁରୁବାର ଦିନ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ରେ ସମ୍ମାନିତ କରିଛି । ଗରିବଙ୍କ ପାଇଁ ବାସ୍ତବ ହିରୋ ପାଲଟିଥିବା ଅଭିନେତା ସୋନୁଙ୍କୁ ଜିସିଓଟିର…
ଅଧିକ ଖବର ଦେଖନ୍ତୁ...

ଦଳିତ ଯୁବତୀ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ହାଥ୍‌ରସ୍‌ ଏସ୍‌ପି ଓ ଡିଏସ୍‌ପିଙ୍କୁ ନିଲମ୍ବନ କଲେ ଉତ୍ତରପ୍ରଦେଶ ସରକାର

ହାଥ୍‌ରସ୍‌: ୧୯ ବର୍ଷୀୟ ଦଳିତ ଯୁବତୀ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ଉତ୍ତରପ୍ରଦେଶ ସରକାର ଆଜି ହାଥ୍‌ରସ୍‌ ପୁଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ ଅନ୍ୟ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ…
ଅଧିକ ଖବର ଦେଖନ୍ତୁ...

ଗର୍ଗଙ୍କ ଲଢୁଆ ଅର୍ଦ୍ଧଶତକ, ଚେନ୍ନାଇ ଆଗରେ ୧୬୫ ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଦୁବାଇ : ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୪ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପକକିଙ୍ଗସ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି । ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଆଜି ଖୋର୍ଦ୍ଧାର ୬୮୩ ଜଣଙ୍କ ସହ ରାଜ୍ୟରୁ ୪୦୪୮ଜଣ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୬୮୩ ଜଣଙ୍କ ସମେତ ରାଜ୍ୟରେ ଆଜି  ୪୦୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାର ୧୨୮ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ଗଛରେ ଝୁଲୁଛି ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ, ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ କାମତା ଗ୍ରାମ ନିକଟ ଶୁଲିଆ ଜଙ୍ଗଲ ମଧ୍ୟରେ ଆଜି ଏକ ଅଚିହ୍ନା ବ୍ୟକ୍ତିଙ୍କର ମୃତଦେହ ଠାବ ହୋଇଛି। ବେକରେ ରଶି ଦେଇ ଉକ୍ତ ଅଚିହ୍ନା ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଥିଛି. ଆଜି ସନ୍ଧ୍ୟାରେ କାମତା ଗ୍ରାମର ମନବୋଧ…
ଅଧିକ ଖବର ଦେଖନ୍ତୁ...

ଆମେରିକା ରାଷ୍ଟ୍ରପତିଙ୍କୁ ବାବା ସେହୱାଗ କଲେ ଆଶୀର୍ବାଦ, କହିଲେ ଗୋ କରୋନା ଗୋ…

ନୂଆଦିଲ୍ଲୀ:  ପୁଣି ଚର୍ଚ୍ଚାରେ ପୂର୍ବତନ-କ୍ରିକେଟର ବୀରେନ୍ଦ୍ର ସେହୱାଗ । ନୂଆ ଅବତାରରେ ଦେଖାଦେଲେ ସେହୱାଗ । ବାବା ବେଶରେ ସୋସିଆଲ ମିଡିଆକୁ ଚମକାଇଲେ । ମଜାଳିଆ ଟ୍ୱିଟ୍ କରି ଏଥର ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ବିଶ୍ୱର ଶକ୍ତିଶାଳୀ ନେତାଙ୍କୁ ବାବା ବେଶରେ ଆସି ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ତିନିମାସରେ ଅନଲାଇନ୍ ଜରିଆରେ ୩୫୦ଟି କୋର୍ସ କରି ସମସ୍ତଙ୍କୁ ଚିକିତ କରି ଦେଇଛନ୍ତି ଏହି ଛାତ୍ରୀ

ନୂଆଦିଲ୍ଲୀ: କରୋନାମହାମାରୀ ପାଇଁ ସରକାର ଲକଡାଉନ୍ ଜାରି କରିବା ସହିତ ଲୋକମାନଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ଏହି କ୍ରମରେ ସେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଆଦି ବନ୍ଦ କରି ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ ଆରମ୍ଭ କରିଥିଲେ। ତେବେ ଏହି ଲକଡାଉନରେ କିଏ…
ଅଧିକ ଖବର ଦେଖନ୍ତୁ...