Daily Archives

October 3, 2020

ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱର ଏକ ବିରଳ ବ୍ୟକ୍ତିତ୍ୱର ଅଧିକାରୀ: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି

ବାରିପଦା: ମହାମାନବ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଦିବସ ଅବସରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ମୁକ୍ତ ଶାଖା ପକ୍ଷରୁ ମିଳିତ ଭାବେ ‘ଗାନ୍ଧିଜୀଙ୍କର ସ୍ୱପ୍ନର ଆତ୍ମନିର୍ଭର ଭାରତ’ ପ୍ରସଙ୍ଗରେ ଏକ ଅନଲାଇନ…
ଅଧିକ ଖବର ଦେଖନ୍ତୁ...

ହାଥରସ୍‌ ମାମଲା: ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦାବିରେ ରାଜରାସ୍ତାରେ ଗର୍ଜିଲେ ଆମ୍ବେଦକରବାଦୀ ସଂଗଠନ

ଭବାନୀପାଟଣା: କେନ୍ଦ୍ର ଓ ଉତ୍ତରପ୍ରଦେଶର ବିଜେପି ସରକାରରେ ନାରୀର ଇଜ୍ଜତ ଓ ବଞ୍ଚି ରହିବାର ଅଧିକାର ସମାପ୍ତ ହେବାରେ ଲାଗିଛି ବୋଲି କହିଛି ଆମ୍ବେଦକରବାଦୀ ସଂଗଠନ । ଜଣକ ପରେ ଜଣେ ଦଳିତ ଉପରେ ଅତ୍ୟାଚାର ବଢିଚାଲିଥିବାବେଳେ ଦଳିତ ମହିଳାଙ୍କ ଉପରେ ଗଣଦୁଷ୍କର୍ମ ଓ ହତ୍ୟା ସମସ୍ତ ପୈଶାଚିକତାର…
ଅଧିକ ଖବର ଦେଖନ୍ତୁ...

ଆହୁରି ୨ ଦିନ ରାଜ୍ୟରେ ଲାଗି ରହିବ ବର୍ଷା: ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷ‌ାଝଡ଼ ଲାଗିରହିଛି। ଆହୁରି ୨ ଦିନ ଧରି ଏହି ପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି।ଚାରିଆଡ଼େ ଖାଲି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ। ବର୍ଷା ଦିନିଆ ପବନ ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ବର୍ଷା ହୋଇ…
ଅଧିକ ଖବର ଦେଖନ୍ତୁ...

ଭାରତରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସର୍ବାଧିକ ଆରୋଗ୍ୟଙ୍କ ସଂଖ୍ୟା ସହିତ ଭାରତ ଲଗାତାର ବିଶ୍ୱ ତାଲିକାର ସର୍ବୋଚ୍ଚ ସ୍ଥାନରେ ବଜାୟ ରଖିଛି ଭାରତ। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୫୪ ଲକ୍ଷ (୫୪,୨୭,୭୦୬) ପାର କରି ଯାଇଛି। ବିଶ୍ୱ ସ୍ତରରେ ଆରୋଗ୍ୟ ମାମଲାରେ ଭାରତର ଯୋଗଦାନ ୨୧ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ଏଥର କୁମ୍ଭମେଳାରେ ଗଙ୍ଗାସ୍ନାନ ପାଇଁ ମିଳିବ ୧୦ରୁ ୧୫ ମିନିଟ

ହରିଦ୍ୱାର: କରୋନା ମହାମାରୀ ମଧ୍ୟରେ ହରିଦ୍ୱାରରେ ଆୟୋଜିତ ହେବାକୁ ଥିବା କୁମ୍ଭ ମେଳା ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି | ନୂଆ ବ୍ୟବସ୍ଥା ଭାବେ ପୋର୍ଟାଲରେ ମୁଖ୍ୟ ସ୍ନାନ ପଞ୍ଜିକରଣ ସହିତ ଘାଟ ଏବଂ ଗଙ୍ଗା ସ୍ନାନ କରିବାର ସମୟ ପ୍ରତ୍ୟେକ ଭକ୍ତଙ୍କ ପାଇଁ ସ୍ଥିର…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧରେ ଆଜର୍‌ବୈଜାନ୍‌ କୁ ବ୍ୟାପକ କ୍ଷତି, ୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଋଷ ଭଳି ଅଧା ଏସିଆ ଓ ଅଧା ୟୁରୋପ ମହାଦେଶରେ ଆସୁଥିବା ଦୁଇ ଦେଶ ଆର୍ମେନିଆ ଏବଂ ଆଜର୍‌ବୈଜାନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆଜର୍‌ବୈଜାନ ବିପୁଳ କ୍ଷତି ସହିଛି | ଏହି ଯୁଦ୍ଧରେ ଆଜର୍‌ବୈଜାନର ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଆଜର୍‌ବୈଜାନ…
ଅଧିକ ଖବର ଦେଖନ୍ତୁ...

୪ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଶନିବାର ଏକ ବଡ଼ ସଫଳତା ପାଇଛି। ଦିଲ୍ଲୀର ସ୍ପେଶାଲ ସେଲ ଅନସର ଗଜୱତ-ଉଲ-ହିନ୍ଦର ଚାରିଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସୂଚନାନୁସାରେ, ସେମାନେ ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକ ବଡ଼ ଘଟଣା କରିବାକୁ ଯୋଜନା କରିଥିଲେ। ଏହାପୂର୍ବରୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲଦସ୍ୟୁ ବୀରାପ୍ପାନ ପରେ ଏବେ ଓଡିଶାରୁ ମାଓବାଦୀଙ୍କୁ ନିପାତ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କଲେ ଏହି ଚର୍ଚ୍ଚିତ…

ଭୁବନେଶ୍ୱର: ବୀରାପ୍ପାନ ପରେ ଏବେ ଟାର୍ଗେଟରେ ମାଓବାଦୀ | କାରଣ ମାଓ ମୁକାବିଲା ରଣନୀତି ନେଇ ଶନିବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର ଅଧ୍ୟକ୍ଷତା କରିଛନ୍ତି। କଳାହାଣ୍ଡି, କନ୍ଧମାଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବିଶେଷ କାମରେ ବନ୍ଧୁର ସାହଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: କାମ ପ୍ରତି ଏକାଗ୍ରତା ରହିବ। ଗୁରୁ, ଶୁକ୍ର ଓ ଶନିବାର: ସମାଜରେ ମାନ ସମ୍ମାନ ବଢ଼ିବ ଏବ˚ ବେପାରରେ ଲାଭ ହେବ। ରବି ଓ ସୋମବାର: ସମ୍ବନ୍ଧରେ ନୂତନ୍ବତ ଆସିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ନୂଆ…
ଅଧିକ ଖବର ଦେଖନ୍ତୁ...

ଚିରାଗଙ୍କୁ ମୋଦୀ ପସନ୍ଦ ହେଲେ ନୀତିଶ ନୁହେଁ

ପାଟନା: ବିହାର ନିର୍ବାଚନ ପାଇଁ ନାମାଙ୍କନପତ୍ର ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବିହାରରେ ରାମ ବିଳାସ ପାଶୱାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି, ଏନଡିଏ ସହିତ ଅଛି କି ନାହିଁ ତାହା ଜଣା ପଡିନାହିଁ। ଏଲଜେପି ସାଂସଦ ଚିରାଗ ପାସୱାନ ନିରବ ଥିବାବେଳେ ତାଙ୍କ ଦଳ କିନ୍ତୁ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ…
ଅଧିକ ଖବର ଦେଖନ୍ତୁ...