Daily Archives

October 3, 2020

ବଲିଉଡ୍‌ରେ ଡ୍ରଗ୍ସ କାରବାର ନେଇ ନୀରବତା ଭାଙ୍ଗିଲେ ଅକ୍ଷୟ, ଲମ୍ବା ବିବୃତି ଦେଇ ଜାରି କଲେ ଭିଡିଓ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ବେନିୟମ ଡ୍ରଗ୍ସ କାରବାରର ସଂଯୋଗ ରହିଥିବା ଜଣାପଡ଼ିବା ପରେ ଜଣେ ପରେ ଜଣେ ବଲିଉଡ୍‌ ତାରକା ଏହି ମାମଲାରେ ଛନ୍ଦି ହେବାରେ ଲାଗିଛନ୍ତି। କିିଛି ବଲିଉଡ୍‌ ତାରକା ଏ ସଂପର୍କରେ ନୀରବ କାହିଁକି ରହିଛନ୍ତି ବୋଲି ପ୍ରଶ୍ନ ଉଠିବା…
ଅଧିକ ଖବର ଦେଖନ୍ତୁ...

ଶ୍ରେୟସ ଆୟରଙ୍କ ଧୂଆଁଧାର ବ୍ୟାଟିଂ, ଦିଲ୍ଲୀ ଆଗରେ ୨୨୯ ରନର ବିଶାଳ ଲକ୍ଷ୍ୟ ରଖିଲା କୋଲକାତା

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସ ଆଗରେ ୨୨୯ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି । କୋଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଦୁଇ…
ଅଧିକ ଖବର ଦେଖନ୍ତୁ...

୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ ସମ୍ବଲପୁରର ଯୋଶେଫ ତିର୍କୀ

ସୁନ୍ଦରଗଡ଼ : ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି’’, ଏହା କହିଛନ୍ତି ସମ୍ବଲପୁର ମହୁଲମୁଣ୍ଡା ଗ୍ରାମର ଯୋଶେଫ ତିର୍କୀ। ତାଙ୍କ ଜୀବନର ଏହି…
ଅଧିକ ଖବର ଦେଖନ୍ତୁ...

ଦୁଇ ପୃଥକ ସଡକ ଦୁର୍ଘଟଣାରେ ୨ ଯୁବକ ମୃତ

ନବରଙ୍ଗପୁର: ପାପାଡ଼ାହାଣ୍ଡି ବ୍ଲକରେ ଆଜି ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବାଇକ ଆରୋହୀ ପିଣ୍ଟୁ ପାଇକ (୩୬) ଓ ପିତବାସ ହରିଜନ(୨୫)। ଖବର ନେବାରୁ ଜଣାପଡିଛି ଯେ ପାପଡାହାଣ୍ଡି ବ୍ଲକର ଜାମଗୁଡାରୁ ପିଣ୍ଟୁ ଗୋଟିଏ ବାଇକରେ ଓ ତାଙ୍କ ଭଉଣୀ…
ଅଧିକ ଖବର ଦେଖନ୍ତୁ...

ଆଲବମ୍ ହିରୋ ସାଜି ଅଡୁଆରେ ଚିତ୍ରକୋଣ୍ଡା ବିଡିଓ ! ସରକାରୀ କ୍ଷମତାର ଅପବ୍ୟବହାର ଅଭିଯୋଗ

ମାଲକାନଗିରି:  ସ୍ୱାଭିମାନ ଅଂଚଳରୁ ଆସିଲା ସରକାରୀ ବାବୁଙ୍କ କ୍ଷମତାର ଅପବ୍ୟବହାରର ଚିତ୍ର । ଏକ ଭିଡିଓ ଆଲବମରେ ନାୟକ ଭାବେ ଅଭିନୟ କରି ଅଡୁଆରେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲ । ଗତ ଅଗଷ୍ଟ ୨୦୧୮ରେ ଚିତ୍ରକୋଣ୍ଡା ବିଡିଓ ଭାବେ ଏହି  ଓଏଏସ ଅଧିକାରୀ ଜଣକ ଯୋଗ ଦେଇଥିଲେ। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ହାଥ୍‌ରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିଲେ ରାହୁଲ୍ ଓ ପ୍ରିୟଙ୍କା;‌ ସିବିଆଇ ତଦନ୍ତ ଲାଗି ଯୋଗୀ ଆଦିତ୍ୟନାଥଙ୍କ ସୁପାରିସ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ସନ୍ଧ୍ୟାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାଥ୍‌ରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ସେପଟେ, ଉତ୍ତରପ୍ରଦେଶ ସରକାର ହାଥ୍‌ରସ୍‌ ମାମଲାର ସମ୍ପୂର୍ଣ୍ଣ ତଦନ୍ତ ଦାୟିତ୍ବ ‘ସିବିଆଇ’କୁ ହସ୍ତାନ୍ତର…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ମିଛ ଅଭିଯୋଗ ପାଇଁ ବାଥରୁମ କାନ୍ଥରେ ‘ସରି’ ଲେଖି ଆତ୍ମହତ୍ୟା କଲେ ଡାକ୍ତର!

ତିରୁବନନ୍ତପୁରମ: ଆଜିକାର ସମୟରେ ସୋସିଆଲ ମିଡିଆ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି | ସୋସିଆଲ ମିଡିଆ ଲୋକଙ୍କୁ ପରସ୍ପରର ନିକଟତର କରିବା ପାଇଁ ଏକ ମାଧ୍ୟମ ପାଲଟିଛି | କିନ୍ତୁ ସୋସିଆଲ ମିଡିଆ ବେଳେବେଳେ କେତେ ବିପଜ୍ଜନକ ହୋଇପାରେ, ତାହା କେରଳର କୋଲାମ ଜିଲ୍ଲାରେ ଘଟିଥିବା ଏକ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଅସୁସ୍ଥ, ପରିବାର ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ଆକ୍ରାନ୍ତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ପିପିଲି ବିଧାୟକ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ସୂଚନା ମିଳିଛି । ଏହି ଖବର ମିଳିବା ପରେ…
ଅଧିକ ଖବର ଦେଖନ୍ତୁ...

ହାଥ୍‌ରସ୍‌ ଗଣଦୁଷ୍କର୍ମ ମାମଲାରେ ଅତିରିକ୍ତ ମୁଖ୍ୟ ସଚିବ କହିଲେ, ପୀଡ଼ିତାଙ୍କ ପରିବାର ଉଠାଇଥିବା ସବୁ ପ୍ରସଙ୍ଗ…

ନୂଆଦିଲ୍ଲୀ: ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାର ଉଠାଇ ଥିବା ସମସ୍ତ ପ୍ରସଙ୍ଗ ‘ସ୍ପେସାଲ ଇନ୍‌ଭେଷ୍ଟିଗେସନ୍ ଟିମ୍‌’ (ଏସ୍‌ଆଇଟି) ବୁଝିବ ବୋଲି ଶନିବାର ଦିନ ହାଥ୍‌ରସ୍‌ରେ ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ଅଶ୍ବିନୀ ଅୱସ୍ଥି କହିଛନ୍ତି। ସେ ଆହୁରି ମଧ୍ୟ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୬୪୮ ଜଣଙ୍କ ସହ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୦୬୬ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୬୪୮ ଜଣଙ୍କ ସମେତ ରାଜ୍ୟରୁ ଆଜି କରୋନା ଭାଇରସ ମହାମାରୀରୁ ୪ହଜାର ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ଅଧିକ ଖବର ଦେଖନ୍ତୁ...