Daily Archives

October 4, 2020

‘ଗାନ୍ଧୀ କୈଳାସ’ ପାହାଡ଼ରୁ ୨୦ ବର୍ଷ ହେଲା ହଜି ଗଲେଣି ଗାନ୍ଧୀ, ପଡି ରହିଛି ଭଗ୍ନାବଶେଷ

ଭଞ୍ଜନଗର (ବିଶ୍ୱମ୍ବର ଜେନା): ଗଂଜାମ ଜିଲ୍ଲା ଭଞ୍ଜନଗର ସହରର ଠିକ୍‌ ମଝିରେ ରହିଛି ଐତିହ୍ୟ କୀର୍ତ୍ତିରାଜି ଭରା ଗାନ୍ଧୀ କୈଳାସ ପାହାଡ। ସହରର ମଧ୍ୟ ଭାଗରେ ରହିବା ସହ ଏହାର ଚାରିପାଖରେ ଜନବସତି ଗଢି ଉଠିଥିବାରୁ ଏହ ସମସ୍ତଙ୍କର ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ଭଞ୍ଜନଗର ସହରକୁ ଏକ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶର ବିକାଶ ପସନ୍ଦ ଆସୁନଥିବାରୁ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ବିରୋଧୀ ଚେଷ୍ଟା କରୁଛନ୍ତି: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ରାଜନୈତିକ ଦଳମାନେ ଏବେ ନିଜ ଫାଇଦା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି | ଆଉ ଏହାକୁ ନେଇ ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ସେ ନିଜର ନୀରବତା ଭାଙ୍ଗି ବିରୋଧୀଙ୍କୁ ଜବାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ସଶକ୍ତିକରଣ ପାଇଁ କୃତ୍ରିମ ବୁଦ୍ଧିମତାର କେତେ ଆବଶ୍ୟକତା ରହିଛି ସେ ବାବଦରେ ଆସନ୍ତାକାଲି କହିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ସଶକ୍ତିକରଣ ପାଇଁ କୁତ୍ରିମ ବୁଦ୍ଧିମତା (ରେଜ ୨୦୨୦) ଭର୍ଚୁଆଲ ସମ୍ମିଳନୀକୁ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଉଦଘାଟନ କରିବେ । ଆସନ୍ତା ୫ ରୁ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୃହତ ଭର୍ଚୁଆଲ ଶିଖର ସମ୍ମିଳନୀ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇର ଦମ୍‌ଦାର ବ୍ୟାଟିଂ, କିଙ୍ଗସ୍‌ ଇଲେଭେନ୍‌ ପଂଜାବକୁ ୧୦ ୱିକେଟରେ ପରାସ୍ତ କଲା

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ଅଷ୍ଟାଦଶ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବକୁ ୧୦ ୱିକେଟରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୯ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭.୪ ଓଭରରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପରିବେଶ ପ୍ରଦୂଷଣକୁ ନେଇ ମହା ଅଭିଯାନ ଆରମ୍ଭ କରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ଦିଲ୍ଲୀକୁ ସ୍ଵଛ ଓ ପ୍ରଦୂଷଣ ମୁକ୍ତ କରିବାକୁ ମହା ଅଭିଯାନ ଆରମ୍ଭ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ରବିବାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ସାମିଲ ହେଲେ ଦିଗବିଜୟ ସିଂହଙ୍କ ଝିଅ ତଥା ସୁଟର ଶ୍ରେୟାସୀ ସିଂ

ନୂଆଦିଲ୍ଲୀ: ବିହାରର ପୂର୍ବତନ ଭେଟେରାନ୍ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଗବିଜୟ ସିଂଙ୍କ ଝିଅ ଶ୍ରେୟାସୀ ସିଂ ରବିବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶ୍ରେୟାସୀ ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା ପରେ ଶ୍ରେୟାସୀ ବିଜେପି…
ଅଧିକ ଖବର ଦେଖନ୍ତୁ...

୧୪ ବର୍ଷ ବୟସରେ ଏଲଇଡ଼ି ବଲବ କମ୍ପାନୀ ପ୍ରତିଷ୍ଠା କରିଛନ୍ତି ଏହି ଛାତ୍ର

ଗୋରଖପୁର: ହାତରେ ନାହିଁ ବ୍ୟାଟ, କିନ୍ତୁ ହାତରେ ରହିଛି ଅପୂର୍ବ କଳାକୌଶଳ | ଯେଉଁ ବୟସରେ ସାଙ୍ଗସାଥୀଙ୍କ ସହ ଖେଳି ସମୟ ଅତିବାହିତ କରିବା କଥା ସେହି ବୟସରେ ଅନ୍ୟର ଘରକୁ ଆଲୋକିତ କରିବାରେ ଲାଗିପଡିଛନ୍ତି ଏହି ବାଳକ | କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ |…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଇମ୍ରାନ-ନୱାଜ ତୁତୁ ମେଁ ମେଁ

କରାଚୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମଧ୍ୟରେ ରାଜନୈତିକ ବୟାନ ଯୁଦ୍ଧ ତୀବ୍ର ହୋଇଛି। ନୱାଜ ସରିଫ କ୍ରମାଗତ ଭାବରେ ସରକାର ଏବଂ ସୈନ୍ୟଙ୍କୁ ଟାର୍ଗେଟ କରୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ କହିଛନ୍ତି ଯେ ଦେଶ ପାଇଁ ସହିଦ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍ କାର୍ଡ ବଦଳାଇ ୨.୮୭ ଲକ୍ଷ ଲୁଟ୍: ଅଭିଯୁକ୍ତ ଗିରଫ, ୨.୩୬ ଲକ୍ଷ ସହ ଦୁଇ ସୁନା ମୁଦି ଜବତ

ରାୟଗଡ଼ା: ଏଟିଏମରୁ ଟଙ୍କା ଉଠାଣ ସମୟରେ ସହଯୋଗ କରିବା ବାହାନାରେ ଚଞ୍ଚକତାର ସହ ଏଟିଏମ୍ କାର୍ଡ ବଦଳାଇ ୨.୮୭ ଟଙ୍କା ଲୁଟି ନେଇଥିବା ଅଭିଯୁକ୍ତ ସୁନୀଲ୍ ଉମାଦଲାକୁ ଗିରଫ କରିଛି ରାୟଗଡ଼ା ପୁଲିସ୍। ଚୋରି ଟଙ୍କାରେ ସୁନୀଲ ୪୬ ହଜାର ଦେଇ କିଣିଥିବା ଦୁଇଟି ସୁନା‌ ମୁଦି ସହ ୨ ଲକ୍ଷ ୩୬ ହଜାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମରେ ଏକାଗ୍ରତା ଅଧିକ ରହିବ। ଧନଲାଭ ସହିତ ଖୁସିର ଆଗମନ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ବୃଷ: ଆପଣ ନିଜର ସଫଳତା ନେଇ ଆଶ୍ବସ୍ତ ରହିବେ। ବ୍ୟବସାୟରେ ନୂଆ କାମ ଆରମ୍ଭ କରିପାରନ୍ତି। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଜଭୁତ…
ଅଧିକ ଖବର ଦେଖନ୍ତୁ...