Daily Archives

October 5, 2020

ଯୁବକକୁ ନିର୍ମମ ହତ୍ୟା; ଦୁଇ ଶଳା ନେଲେ ଭଉଣୀ ହତ୍ୟାର ପ୍ରତିଶୋଧ !

ଶେରଗଡ଼ :  ଶେରଗଡ଼ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ବି .ଚିକିଲି ଗ୍ରାମରେ ସନ୍ୟାସୀ ସେଠୀ ନାମକ ଜଣେ ଯୁବକଙ୍କୁ ଆଜି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକଙ୍କ ଘର ଶେରଗଡ଼ ହୋଇଥିବା ବେଳେ ସେ ବି.ଚିକିଲି ଗ୍ରାମରେ ବିବାହ କରିଥିଲେ । ସୂଚନା ଅନୁସାରେ, ବି. ଚିକିଲି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଓଜନ କମାଇବାକୁ ଚାହାନ୍ତି କି? ଖାଇବା ପୂର୍ବରୁ ପିଅନ୍ତୁ ଏହି ସୁପ୍‌

କିଛି ଲୋକଙ୍କ କହିବା ମୁତାବକ କିଛି ଖାଇବା ମାତ୍ରେ ତୁରନ୍ତ ସେମାନଙ୍କ ଓଜନ ବଢ଼ିଯାଏ। ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରି ହେବ, କେତେ ଦିନ ବା ଖାଇବା ଉପରେ ଆୟତ୍ତ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫୯ ରନ୍‌ରେ ପରାସ୍ତ କଲା ଦିଲ୍ଳୀ କ୍ୟାପିଟାଲ୍ସ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୯ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫୯ ରନ୍‌ରେ ପରାସ୍ତ କରିଛି  ଦିଲ୍ଳୀ କ୍ୟାପିଟାଲ୍ସ । ବାଙ୍ଗାଲୋର ୧୯୭ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ୍‌ କରି ପରାଜୟ…
ଅଧିକ ଖବର ଦେଖନ୍ତୁ...

କପିଲ୍‌ ଶର୍ମା ସୋ’ରେ ପହଞ୍ଚିଲା ପୂରା ‘ମହାଭାରତ’ ଟିମ୍‌, ହେଲେ କାହିଁକି ଗଲେନି ଭୀଷ୍ମ ପିତାମହ?

ମୁମ୍ବାଇ: କମେଡି କିଙ୍ଗ୍ କପିଲ୍‌ ଶର୍ମାଙ୍କ ସୋ’ର ବହୁ ପ୍ରଶଂସକ ଥିବା ବେଳେ ଏହି ସୋ’କୁ କିନ୍ତୁ ଆଦୌ ପସନ୍ଦ କରନ୍ତି ନାହିଁ ‘ମହାଭାରତ’‌ରେ ଭୀଷ୍ମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଲୋକପ୍ରିୟ ଅଭିନେତା ମୁକେଶ ଖାନ୍ନା। ରବିବାର ଦିନ ସେୟାର ହୋଇଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ମୁକେଶ…
ଅଧିକ ଖବର ଦେଖନ୍ତୁ...

ଖୁବ୍ ଉପକାରୀ ଶବ୍ଦ ‘ଓମ୍‌’, ଏହାକୁ ଜପ କଲେ ଦୂର ହୋଇଯିବ ଅନେକ ସମସ୍ୟା

ପିଲାଟି ଦିନରୁ ଯଦି କୌଣସି ଶବ୍ଦ ଉଚ୍ଚାରଣ କରିବା ଆମ ପାଇଁ ଖୁବ୍‌ ଫଳପ୍ରଦ ବୋଲି କୁହାଯାଇଛି ସେ ଶବ୍ଦଟି ହେଉଛି ‘ଓମ୍‌’। ଅବଶ୍ୟ ଏହି ଶବ୍ଦକୁ ଭଗବାନଙ୍କ ସମ୍ମୁଖରେ ବସି ଉଚ୍ଚାରଣ କରିବାକୁ ଘରର ବଡ଼ମାନେ ପରାମର୍ଶ ଦେଇଥାନ୍ତି। ବିଶ୍ୱାସ ରହିଛି ଯେ ‘ଓମ୍‌’ ହେଉଛି ଶବ୍ଦ ରୂପୀ ଭଗବାନ। ଏହି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ପ୍ରଥମ ମହିଳା କ୍ରିକେଟ୍ କ‌ମେଣ୍ଟେଟର୍‌ ପିଚ୍‌ରେ ହିଲ୍‌ ପିନ୍ଧିଥିବା ଅଭିଯୋଗ ଆଣିବା ପରେ ରିପୋର୍ଟରକୁ…

ଇସ୍‌ଲାମବାଦ୍‌: ଯଦିଓ କ୍ରୀଡ଼ା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ, ମାତ୍ର ପୁରୁଷ ପ୍ରାଧାନ୍ୟ ଦେଶମାନଙ୍କରେ ମହିଳାଙ୍କ ସକ୍ରିୟତାକୁ  ସହଜରେ ଗ୍ରହଣ କରାଯାଏ ନାହିଁ। ଲୋକଙ୍କ ଧାରଣା ରହିଥାଏ ‌ଯେ ମହିଳା ଯଦି ବି କ୍ରୀଡ଼ାରେ ସାମିଲ  ହୁଅନ୍ତି, ସେମାନଙ୍କୁ ପୁରୁଷ…
ଅଧିକ ଖବର ଦେଖନ୍ତୁ...

ସୋର : ମାଲବାହୀ ଟ୍ରେନ୍‌ ଧକ୍କାରେ ଗଳିଲା ରେଳ ଷ୍ଟେସନର ଫୁଟ ଓଭରବ୍ରିଜ୍‌, ସିଙ୍ଗନାଲ ଖୁଣ୍ଟ

ବାଲେଶ୍ବର/ସୋର : ଆଜି ରାତିରେ ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନରେ ଏକ ଅଘଟଣ ଘଟିଛି । ରାତି ପ୍ରାୟ ୯ଟା ବେଳେ ବାଲେଶ୍ବର ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ର ଧକ୍କାରେ ଏହି ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଥିବା ଫୁଟ୍‌ ଓଭରବ୍ରିଜ୍‌ ଗଳିପଡ଼ିବା ସହ ଅନେକ ସିଙ୍ଗନାଲ ଖୁଣ୍ଟ…
ଅଧିକ ଖବର ଦେଖନ୍ତୁ...

ଚୁଟ୍‌କିରେ ଦୂର ହେଉଛି ଜେଇଇ ଆଶାୟୀଙ୍କ ସନ୍ଦେହ, ଆପ୍‌ ଲଞ୍ଚ କରି ଚର୍ଚ୍ଚାରେ ଆଇଆଇଟି ଛାତ୍ର

ନୂଆଦିଲ୍ଲୀ: ମାର୍ଗଦର୍ଶକ ଅଭାବର ଦୁଃଖକୁ ବେଶ୍‌ ଭଲ ଭାବରେ ବୁଝନ୍ତି ପାଟ୍‌ନାର ଏକ ସ୍ଥାନୀୟ ସ୍କୁଲ୍‌ରେ ପାଠ ପଢ଼ିଥିବା ଆଇଆଇଟି ଛାତ୍ର ଇମ୍ବେସଦ୍‌ ଅହମ୍ମଦ। ସେ ଆଇଆଇଟି ଖଡ଼ଗପୁରରେ ପାଠ ପଢ଼ିବା ପରେ ଏମଆଇଟି ଅଧ୍ୟୟନରୁ ବଞ୍ଚିତ ହୋଇଥିବା କଥା ତାଙ୍କୁ ଆଜି ପର୍ଯ୍ୟନ୍ତ ବ୍ୟଥିତ କରୁଛି।…
ଅଧିକ ଖବର ଦେଖନ୍ତୁ...

ପାରାଦୀପ : ଜାହାଜ ଭିତରେ ତଟରକ୍ଷୀ ବାହିନୀ ଯବାନଙ୍କ ଆତ୍ମହତ୍ୟା

ପାରାଦୀପ :   ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି l ଯବାନ ଜଣକ ହେଲେ କେରଳ ଅଞ୍ଚଳର ଗୌତମନ ଏ.କେ. l ସେ ପାରାଦୀପ ବନ୍ଦର ନିକଟରେ ଥିବା ରେଜିଆ ସୁଲତାନ ଯୁଦ୍ଧ ଜାହାଜ ମଧ୍ୟରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ଏ ନେଇ ସାମୁଦ୍ରିକ ଥାନାରେ ଅଭିଯୋଗ ହେବା…
ଅଧିକ ଖବର ଦେଖନ୍ତୁ...

ଦେଶରେ ସବୁଠାରୁ ‘ଶସ୍ତା’ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବ ଦିଲ୍ଲୀର ବଙ୍ଗଳା ସାହିବ, ୫୦ ଟଙ୍କାରେ ହେବ…

ନୂଆଦିଲ୍ଲୀ:  ଜନସାଧାରଣଙ୍କୁ ନିସ୍ବାର୍ଥ ସେବା ଶିଖ୍‌ ସମ୍ପ୍ରଦାୟର ଅନ୍ୟତମ ନୀତି । ଦୁଃଖୀରଙ୍କିଙ୍କୁ  ଖାଦ୍ୟ ଏବଂ ଆଶ୍ରୟ ଯୋଗାଇ ସମାଜ ସେବା କରିବାରେ ‌ଦିଲ୍ଲୀର ଏକ ଗୁରୁଦ୍ବାର ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଏବେ…
ଅଧିକ ଖବର ଦେଖନ୍ତୁ...