Daily Archives

October 6, 2020

ଶକ୍ତିମନ୍ତ୍ରୀଙ୍କ ଥୁଆମୂଳ ରାମପୁରକୁ ୩୩ କେଭି ଲାଇନ ସଂଯୋଗ ପାଇଁ ନିର୍ଦ୍ଦେଶ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାକୁ ପ୍ରଥମ ଥର ପାଇଁ ବାନେର ଗ୍ରୀଡ଼ ଜରିଆରେ ଇନ୍ଦ୍ରାବତୀର ବିଜୁଳି ଜିଲ୍ଲାବାସୀ ପାଇଛନ୍ତି । ଇନ୍ଦ୍ରାବତୀର ମୁଖ୍ୟ ବିସ୍ଥାପିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକକୁ କାଶୀପୁର ୨୨୦/୧୩୨/୩୩ ଷ୍ଟେସନ ଠାରୁ ୩୩ କେଭି ଲାଇନ ସଂଯୋଗ କରିବା ପାଇଁ ରାଜ୍ୟ ଶକ୍ତିମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପିଡ଼ିଏସ ଦୁର୍ନୀତି: ମିଳିନି ୨ ବର୍ଷର ରାସନ ସାମଗ୍ରୀ, ଅଭିଯୋଗ ପରେ ୧୮ ହଜାର ୬ ଶହ ଟଙ୍କା ଦେଇ ରଫାଦଫା

ମନମୁଣ୍ଡା: ଜଣେ ହିତାଧିକାରୀଙ୍କ ଗତ ୨ ବର୍ଷ ପୂର୍ବରୁ ରାସନକାର୍ଡ ହୋଇଥିଲା। ହେଲେ ପଂଚାୟତ କର୍ତ୍ତୃପକ୍ଷ ଉକ୍ତ ବ୍ୟକ୍ତିଙ୍କୁ କାର୍ଡ ନଦେଇ ନିଜ ପାଖରେ ରଖି ୨ ବର୍ଷର ଚାଉଳ ଆତ୍ମସାତ କରିଥିଲେ। ଗତମାସ ୧୬ ତାରିଖରେ କଣ୍ଟାମାଳ ବିଡିଓଙ୍କ ଠାରେ ଅଭିଯୋଗ ହେଲାପରେ ସମ୍ପୃକ୍ତ ଇଓ ଉକ୍ତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ୍ । ଦ୍ବିତୀୟ ପାଳିରେ ରାଜସ୍ଥାନ ୧୯୪…
ଅଧିକ ଖବର ଦେଖନ୍ତୁ...

ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ  ଏହି ୬ଟି ଅଭ୍ୟାସ

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ । ମୁଖ୍ୟତଃ ଏହି ୬ଟି ଅଭ୍ୟାସ ଜରୁରୀ । ତେବେ ଏହି ୬ଟି ଅଭ୍ୟାସ କ’ଣ କ’ଣ ଆସନ୍ତୁ ଜାଣିବା... ପ୍ରଥମେ ତ  ଆପଣ ଯାହା…
ଅଧିକ ଖବର ଦେଖନ୍ତୁ...

ବଲିଉଡର ଆଉ ଜଣେ ଅଭିନେତା କରୋନା ସଂକ୍ରମିତ

ମୁମ୍ବାଇ: ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ  ହର୍ଷବର୍ଦ୍ଧନ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି। ହର୍ଷବର୍ଦ୍ଧନ ରାଣେ ସୋମବାର ରାତିରେ ଟ୍ୱିଟ କରି ଜଣାଇଥିଲେ କି ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିଛିଦିନ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଶିକ୍ଷକଙ୍କ ପାଠପଢ଼ା ଶୈଳୀ: କରୋନା ମହାମାରୀ ସମୟରେ ସୁବିଧାରେ ପାଠପଢ଼ି ପାରିଲେ ୨୦୦ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବ୍ୟବସାୟୀ ହର୍ଷ ଗୋଏଙ୍କା ଝାଡ଼ଖଣ୍ଡର ଏକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀକୁ ଦେଖି ପ୍ରଶଂସା କରିବା ସହିତ ଏକ ଫଟୋ ସେୟାର କରି ଟୁଇଟ କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳୁଛି କରୋନାଭାଇରସ୍ ମହାମାରୀ ସମୟରେ ସାମଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଉଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରଣା ହେବାରୁ ଡାକ୍ତରଖାନା ଆସିଥିଲା ବାଳକ; ପେଟରୁ ବାହାରିଲା ସ୍କୃ ଡ୍ରାଇଭର ଓ ବଡ଼ ଲୁହା ଖଣ୍ଡ

ଲ‌କ୍ଷ୍ମୌ:  ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପେଟରେ ଯନ୍ତ୍ରଣା ହେଉଥିବା ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ସ୍କୃ ଡ୍ରାଇଭର, ବଡ଼ ଲୁହା ଖଣ୍ଡ ଭଳି ସାମଗ୍ରୀ ବାହାରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଡାକ୍ତର ଓ ପରିବାରବର୍ଗ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ନକଲି ର’ ଏଜେଣ୍ଟ୍‌ ଗିରଫ,  ଗୁଳିଭର୍ତ୍ତି ବନ୍ଧୁକ ଓ ଜିପିଏସ ଜବତ

ବାଲେଶ୍ୱର/ବାହାନଗା: ସୋମବାର ରାତି ୯ଟା। ଖନ୍ତାପଡ଼ା ପୁଲିସ ଷ୍ଟେସନ ସମ୍ମୁଖରେ ସତେ ଯେମିତି ବଲିଉଡ ଫିଲ୍ମ ସୁଟିଂ ଚାଲିଥିଲା। ନାଲିବତୀ ସ୍କର୍ପିଓରୁ ବାହାରିଲେ ର' ଅଫିସର। ରାସ୍ତା ଫାଙ୍କା କରିବାକୁ ପୁଲିସକୁ ଧମକାଇବା ସହ ଶୂନ୍ୟରେ ଗୁଳି ଫୁଟାଇଥିଲା। ହଠାତ ଏମିତି ସବୁ ଦେଖି ବ୍ଲକିଂ ପାଇଁ…
ଅଧିକ ଖବର ଦେଖନ୍ତୁ...

ହାଥରସ ଘଟଣାରେ ନୂଆ ମୋଡ: ପୀଡିତାଙ୍କ ଭାଇ ମୁଖ୍ୟ ଅଭିଯୁକ୍ତ ସହିତ ୧୦୦ରୁ ଅଧିକ ଥର ଫୋନରେ କଥା ହୋଇଛନ୍ତି

ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଉତ୍ତରପ୍ରଦେଶ ପୁଲିସ ଗୁଣଦୁଷ୍କର୍ମର ଶିକାର ହେବା ପରେ ମୃତ୍ୟୁ ହୋଇଥିବା ହାଥରସ ପୀଡିତାଙ୍କ ଘଟଣାରେ ତଦନ୍ତ ଜାରି ରଖିଛି। ଏହାରି ଭିତରେ ପୁଲିସ ଜାଣିବାକୁ ପାଇଛି ଯେ ପୀଡ଼ିତାଙ୍କ ପରିବାର ଏବଂ ମୁଖ୍ୟ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ସୁନା ଦୋକାନୀଙ୍କୁ ଆକ୍ରମଣ, ଅଳଙ୍କାର ଓ ସ୍କୁଟି ଲୁଟ୍‌ ଅଭିଯୋଗ

ଯାଜପୁର/ଭୁବନେଶ୍ୱର: ସୁନା ଦୋକାନୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ଥାନା ଅଧୀନ ବ୍ରହ୍ମବରଦାର ସୁନା ବ୍ୟବସାୟୀ ମହେଶ୍ୱର ସାହୁ ଆଜି ନିଜ ଦୋକାନ ବନ୍ଦ କରି ସୁନାଗହଣା ନେଇ ସ୍କୁଟିରେ ବନ୍ଧଢିହସ୍ଥିତ ଘରକୁ ଯାଉଥିଲେ। ରାତି ପ୍ରାୟ ଆଠଟା ସମୟରେ ଏକ…
ଅଧିକ ଖବର ଦେଖନ୍ତୁ...