Daily Archives

October 6, 2020

‌ଫୋନରେ ଗେମ୍ ଖେଳୁଥିବା ବେଳେ ହୃଦଘାତରେ ଚାଲିଗଲା ଶିଶୁର ଜୀବନ

ନୂଆଦିଲ୍ଲୀ: ଇଜିପ୍ଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅନଲାଇନ ଭିଡିଓ ଗେମ୍ ଖେଳୁଥିବା ବେଳେ ଜଣେ ୧୨ବର୍ଷ ଶିଶୁର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଚାଞ୍ଚଲ୍ୟ ‌ଖେଳି ଯାଇଛି। ‌କାରଣ ପିଲାମାନେ ଏବେ ଅଧିକ ସମୟ ଏଭଳି ଅନଲାଇନ ଗେମରେ…
ଅଧିକ ଖବର ଦେଖନ୍ତୁ...

ଚଳଚିତ୍ର ଅଭିନେତା ହେମଚନ୍ଦ୍ର ସାହୁଙ୍କ ପରଲୋକ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ବାହାଦୂରବଗିଚା ପଡାର ଚଳଚିତ୍ର ଅଭିନେତା ତଥା କ୍ରୀଡା ସଙ୍ଗଠକ ଓ ଶିକ୍ଷାବିଦ୍‌ ହେମଚନ୍ଦ୍ର ସାହୁଙ୍କ ଆଜି ୭୨ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି । ସ୍ଵର୍ଗତ ହେମଚନ୍ଦ୍ର ସାହୁ ୧୯୪୭ ମସିହା ଅକ୍ଟୋବର ୧୭ ତାରିଖରେ ଭବାନୀପାଟଣା…
ଅଧିକ ଖବର ଦେଖନ୍ତୁ...

ହାଥରସରେ ପୁଣି ଦୁଷ୍କର୍ମ: ଯନ୍ତ୍ରଣା ସହି ନପାରି ୬ବର୍ଷର ନିରୀହ ଶିଶୁର ହସ୍ପିଟାଲରେ ହେଲା ମୃତ୍ୟୁ

ହାଥରସ: ହାଥରସରେ ଦଳିତ ଯୁବତୀଙ୍କୁ ୪ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ପୀଡିତାଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତାତି ଥିମି ନଥିବା ବେ‌ଳେ ହାଥରସରେ ଆଉ ଜଣେ ଶିଶୁ ଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୬ ବର୍ଷର ନିରୀହ ଶିଶୁକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ନିଜକୁ ଠିକ୍ ପ୍ରମାଣିତ କରିବାରେ ସଫଳ ହେବେ। ପ୍ରିୟତମଙ୍କ ସହିତ ଭ୍ରମଣ ସୁଖଦ ରହିବ। ବୃଷ: ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। କ୍ଷମତାରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ।…
ଅଧିକ ଖବର ଦେଖନ୍ତୁ...

ପ୍ରଶାନ୍ତ ମହାସାଗରୀୟ‌ ଅଞ୍ଚଳରେ ଭାରତ ମୁକ୍ତ, ଶାନ୍ତ ବାତାବରଣ ସୃଷ୍ଟି କରିବ: କ୍ବାଡ ବୈଠକରେ କହିଲା ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ସହିତ ମିଶି ଇଣ୍ଡୋ-ପାସିଫିକ୍‌ (ଭାରତ- ପ୍ରଶାନ୍ତ ମହାସାଗରୀୟ) ଅଞ୍ଚଳରେ ଭାରତ ମୁକ୍ତ, ଅବାଧ ଓ ଶାନ୍ତ ବାତାବରଣ ସୃଷ୍ଟି କରିବ। ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମା ମଧ୍ୟରେ ଆମେ ଆମର ସାର୍ବଭୌମତ୍ବ, ସଂହତି ଓ ଶାନ୍ତି ବଜାୟ ରଖି ସବୁ ସମସ୍ୟାର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ, ରାଜସ୍ଥାନକୁ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ…

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ତାଙ୍କର ଅପରାଜିତ ଅର୍ଦ୍ଧଶତକ (୭୯ ରନ୍‌, ୪୭ ବଲ୍‌, ୧୧ ଚୌକା, ୨ ଛକା) ବଳରେ ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ନିର୍ଦ୍ଦେଶକ ଭାଇ ଅନିଲ୍‌ ଦେବଗନ, ଟ୍ବିଟ୍‌ କରି ଶୋକ ପ୍ରକାଶ କଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନ ଅକ୍ଟୋବର ୫, ୨୦୨୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ଅଜୟ ତାଙ୍କ ଭାଇଙ୍କ ଦେହାନ୍ତରେ ସୋସିଆଲ୍‌ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ଅନିଲ ଦେବଗନ ପ୍ରେମ ପ୍ରକାଶ ଦେବଗନଙ୍କ ପୁଅ ଏବଂ ଅଜୟ ଦେବଗନଙ୍କ ସମ୍ପର୍କୀୟ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଘରେ ଶୋଇଥିବା ବେଳେ ତାଲାଭାଙ୍ଗି ଲୁଟି ନେଲେ ସୁନା ଓ ଲକ୍ଷାଧିକ ଟଙ୍କା

ଭଦ୍ରକ: ପରିବାର ଲୋକେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଲୁଟି ନେଲେ ସୁନା ଓ ଟଙ୍କା। ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏହି ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଚରମ୍ପା ନିକଟସ୍ଥ ଏରେଇ ପଞ୍ଚାୟତର ବିଶାଣିଖରିଦା ଗ୍ରାମର ନାରାୟଣ ଗିରିଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି।…
ଅଧିକ ଖବର ଦେଖନ୍ତୁ...

ପଞ୍ଚଭୂତରେ ବିଲୀନ କାର୍ତ୍ତିକେଶ୍ବର : ପୈତୃକ ଗାଁରେ ଶେଷକୃତ୍ୟ ସଂପନ୍ନ

ଭୋଗରାଇ: ବାଲେଶ୍ବରର ପୂର୍ବତନ ସାଂସଦ, ଭୋଗରାଇ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ଷୀୟାନ କଂଗ୍ରେସ ନେତା ଡକ୍ଟର କାର୍ତ୍ତିକେଶ୍ବର ପାତ୍ର (୮୧)ଙ୍କର ଶେଷକୃତ୍ୟ ମଙ୍ଗଳବାର ତାଙ୍କ ପୈତୃକ ଗାଁ ସୁନ୍ଦରାଡିରେ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶ ଭିତରେ ପ୍ରିୟ ନେତାଙ୍କୁ ସମସ୍ତେ…
ଅଧିକ ଖବର ଦେଖନ୍ତୁ...

ସୌନ୍ଦର୍ଯ୍ୟାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହେଲେ ପ୍ରଭୁ: ମନ୍ଦିର ପୂଜକଙ୍କ ଝିଅଙ୍କୁ ବିବାହ କଲେ ଦଳିତ ବିଧାୟକ

ଚେନ୍ନାଇ: ସୌନ୍ଦର୍ଯ୍ୟାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହେଲେ ବିଧାୟକ | ପ୍ରଥମ ଦେଖାରେ ଚୋରି ହୋଇଗଲା ବିଧାୟକଙ୍କ ମନ | ସୌନ୍ଦର୍ଯ୍ୟାଙ୍କ ସୁନ୍ଦର ଚେହେରା ଓ ମତୁଆଲା ଆଖି ହିଁ ପ୍ରଭୁଙ୍କୁ ପ୍ରେମରେ ପକେଇଦେଇଥିଲା | ଆଉ ତାମିଲନାଡୁର ଏଆଇଏଡିଏମକେର ୩୬ ବର୍ଷୀୟ ଦଳିତ ବିଧାୟକ ଏ.ପ୍ରଭୁ ତାଙ୍କର…
ଅଧିକ ଖବର ଦେଖନ୍ତୁ...