Daily Archives

October 7, 2020

ପିଆରଏମ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ: କରୋନା ଯୋଦ୍ଧା ଚିକିତ୍ସକ ସାଜିପାରନ୍ତି କୋଭିଡ୍‌ ଭୂତାଣୁର…

ବାରିପଦା: ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କ ଖାମଖିଆଲି ଓ ଦୂରଦୃଷ୍ଟିହୀନ ଯୋଜନା କାରଣରୁ ଡାକ୍ତରମାନେ କୋଭିଡ୍‌ ଭୂତାଣୁର ସୁପରସ୍ପ୍ରେଡର୍‌ ହେବାର ଆଶଙ୍କା ସୃଷ୍ଟି ହୋଇଛି । ହସ୍‌ପିଟାଲ ପରିସରରେ ରହିଥିବା ଶିଶୁ ବିଭାଗର…
ଅଧିକ ଖବର ଦେଖନ୍ତୁ...

ବିଜ୍ଞପ୍ତିରେ ନାହିଁ ଭଞ୍ଜନଗର ବିଇଡି କଲେଜର ନାଁ, ବିଏଡ୍‌ ପଢିବା ନେଇ ଆଶଙ୍କାରେ ଛାତ୍ରଛାତ୍ରୀ

ଭଞ୍ଜନଗର: ଦୁଇ ବର୍ଷିୟା ବିଏଡ଼୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ମାସରୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ବେ‌ଳେ ଏଥିରେ ଭଞ୍ଜନଗର କବି ସମ୍ରାଟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ନାମ ନଥିବା ଜଣାପଡ଼ିଛି। ଯାହା ଫଳରେ ଚଳିତ ବର୍ଷ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୦ର ଏକବିଂଶ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ୍‌ ରାଇଡର୍ସ‌ । ମ୍ୟାଚର ୧୦ ଓଭର ପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗସ୍।  ଦ୍ବିତୀୟ ପାଳିରେ ୧୬୮ ରନ୍‌ର…
ଅଧିକ ଖବର ଦେଖନ୍ତୁ...

ଏଣିକି ଏସବିଆଇ ଏଟିଏମ କାର୍ଡରେ ମିଳିବ ଇଏମଆଇ ସୁବିଧା

ଯଦି ଆପଣ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଆକାଉଣ୍ଟଧାରୀ ଅଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି | ଏଣିକି ଆପଣଙ୍କୁ ନିଜର ଏଟିଏମ୍ କାର୍ଡ ବା ଡେବିଟ କାର୍ଡରେ ଇଏମଆଇ ସୁବିଧା ମିଳିବ | ଅର୍ଥାତ ଏହି ଉତ୍ସବ ସମୟରେ ଆପଣ ସପିଙ୍ଗ କରିବାକୁ…
ଅଧିକ ଖବର ଦେଖନ୍ତୁ...

୧୧ ଲକ୍ଷ ଟଙ୍କା ଲୁଟିବା ପରେ ବ୍ୟବସାୟୀଙ୍କୁ କାରରେ ଜିଅନ୍ତା ଜାଳିଦେଲେ ଲୁଟେରା

ଚଣ୍ଡୀଗଡ଼: ପ୍ରଥମେ ବ୍ୟବସାୟୀଙ୍କୁ ଲୁଟିଲେ ଓ ଏହା ପରେ ଜିଅନ୍ତା ଜାଳିଦେଲେ ଲୁଟେରା | ହରିୟାଣାର ହିସାରରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି | ଯେଉଁଠାରେ ଲୁଟେରାମାନେ ଜଣେ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏବଂ କାର ସହିତ ତାଙ୍କୁ ଜୀବନ୍ତ ଜାଳି ଦେଇଥିଲେ | ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରୋଜଗାରର ନୂଆ ମାର୍ଗ ଖୋଲିବ। ରାଜନୀତିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବୈବାହିକ ଜୀବନ ପ୍ରୀତିମୟ ହେବ। ଛାତ୍ରମାନଙ୍କୁ ପରିଶ୍ରମ ଅନୁସାରେ ସୁଫଳ ମିଳିବ। ବୃଷ: ଧର୍ମ କାର୍ଯ୍ୟରେ ମନ ଲାଗିବ। କୌଣସି ଖୁସି ଖବର ପାଇବେ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ନୂଆ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣା: ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଯିବା ଆସିବା ଉପରେ କଟକଣା ଜାରି

ଭୁବନେଶ୍ୱର: ରାଜଧାନୀର ମୁଖ୍ୟସ୍ଥଳୀ ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗି ବିରାଟ ବିସ୍ଫୋରଣ ଘଟଣାରେ କମିସନରେଟ୍‌ ପୁଲିସ ରାଜଭବନ ଛକଠାରୁ ଗୋପବନ୍ଧୁ ଛକ ଯାଏଁ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରିଛି। ସ୍ଥିତାବସ୍ଥା ଫେରିବା ପର୍ଯ୍ୟନ୍ତ ଲୋକେ ଉଭୟ ପାର୍ଶ୍ୱରୁ…
ଅଧିକ ଖବର ଦେଖନ୍ତୁ...

ଦୀପାବଳିରେ ବଢ଼ିବ ସୁନା ମୂଲ୍ୟ !

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଉଛି। ଏପରି ପରିସ୍ଥିତିରେ, ଆପଣ ସୁନା କିଣିବା ଉଚିତ କି ଦର କମିଯିବାର ଆଉ କିଛି ସମ୍ଭାବନା ଅଛି ଭାବି ଅପେକ୍ଷା କରିବେ | ଅଧିକାଂଶ ଲୋକ ଦୀପାବଳି ସମୟରେ ସୁନା କିଣନ୍ତି | ଯଦି ଗତ ଦୁଇ ଦିନ ଧରି ସୁନା ମୂଲ୍ୟରେ ହ୍ରାସ…
ଅଧିକ ଖବର ଦେଖନ୍ତୁ...

୧୧ ମାସ ପରେ ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି: ମିଳିଲା ୬୩ ଲକ୍ଷ ୯୭ ହଜାର ଟଙ୍କା, ୨୪ ଗ୍ରାମ ସୁନା ଓ ୩ କେଜି…

ରାୟଗଡ଼ା: ୧୧ମାସ ପରେ ଆଜି ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରର ଦାନହୁଣ୍ଡି। ଗଣତି ପରେ ହୁଣ୍ଡିରୁ ୬୩ ଲକ୍ଷ ୯୭ ହଜାର ୫୫୦ ନଗଦ ଟଙ୍କା ସହ ୨୪ ଗ୍ରାମ ସୁନା ଓ ୩ କେଜି ୪ ଶହ ଗ୍ରାମର ରୂପା ଅଳଙ୍କାର ସଂଗ୍ରହ ହୋଇଛି। ଅଚଳ ୫୦୦ ଟଙ୍କିଆ ୨୩ଟି ନୋଟ୍ ଏବଂ ୧ ହଜାର…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ଆସିବ ୧ ଲକ୍ଷ ଟଙ୍କିଆ ନୋଟ, ଯେଉଁଥିରେ କିଣିହେବ ମାତ୍ର ୨ କିଲୋ ଆଳୁ

କାରାକାଶ: ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ୧ ଲକ୍ଷ ଟଙ୍କିଆ ନୋଟ | ତେବେ ଭାରତରେ ନୁହେଁ ବରଂ ଭେନେଜୁଏଲାରେ ଏହି ନୋଟ ଆସିବାକୁ ଯାଉଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ ଲକ୍ଷ ଟଙ୍କିଆ ନୋଟ ନେଇ ବଜାରକୁ ଗଲେ ଜଣେ କେବଳ ୨ କିଲୋ ଆଳୁ ହିଁ କିଣିପାରିବେ | ପୂର୍ବରୁ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...