Daily Archives

October 8, 2020

ପେଟ୍ରୋଲ ପମ୍ପ ସୁରକ୍ଷାକୁ ଅଣଦେଖା: ଦେଢ଼ ବର୍ଷ ହେଲା ହୋଇନି ଅଗ୍ନି ନିରାପତ୍ତା ଯାଞ୍ଚ, ଖାଲି ପଡିଛି ୭…

ରାୟଗଡ଼ା: ଦେଢ଼ ବର୍ଷ ହେଲା ହୋଇନି ଅଗ୍ନି ନିରାପତ୍ତା ସୁରକ୍ଷା ଯାଞ୍ଚ। ଜନଗହଳିପୂର୍ଣ୍ଣ ରାସ୍ତା,  ଜନବସତି ପାର୍ଶ୍ବରେ ଚାଲିଛି ପେଟ୍ରୋଲ୍ ପମ୍ପ। କେଉଁଠି ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ ତ, କେଉଁଠି ନିୟମାବଳୀର ଖୁଲମଖୁଲା ଉଲ୍ଲଂଘନ ହୋଇଛି। ଏହା ସତ୍ତ୍ବେ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ୨ ଫରେଷ୍ଟ ଗାର୍ଡ ଓ ଜଣେ ପୁଲିସ କନଷ୍ଟେବଲ୍ ସମେତ ୨୦ ଆହତ

ନବରଙ୍ଗପୁର: କୋଷାଗୁମୁଡା ଥାନା ଅନ୍ତର୍ଗତ ଘୋଡାଦାନୁଆ ନିକଟରେ ଥିବା ଜଙ୍ଗଲ ରେ ଜଙ୍ଗଲ ଜମି ବିବାଦକୁ କେନ୍ଦ୍ର କରି ସମାଧାନ ବୈଠକ ରେ ୨ ଗୋଷ୍ଠୀ ମଧ୍ୟ ରେ ସଂଘର୍ଷ। ଏହି ଗୋଷ୍ଠୀ ସଂଘର୍ଷ ରେ ୨ ଜଣ ଫରେଷ୍ଟ ଗାର୍ଡ ଓ ଜଣେ ପୁଲିସ କନଷ୍ଟେବଲ ସମତେ ୨୦ ଜଣ ଆହତ ହୋଇଛନ୍ତି। ମିଳିଥିବା…
ଅଧିକ ଖବର ଦେଖନ୍ତୁ...

କରୋନା ଦେଖାଇବ ଆଉ କେତେ ଦୁଃଖର ଚିତ୍ର: ରୋଜଗାର ପାଇଁ ସୁରତ ଯାଇଥିଲେ ଭଗବାନ ନାୟକ, ଚାଲିଗଲା ଜୀବନ

ଭଞ୍ଜନଗର: ପେଟପାଟଣା ପାଇଁ ଭିଟାମାଟି ଛାଡି କାମ ଅନ୍ବେଷଣରେ ଯାଇଥିଲେ ସୁଦୂର ଗୁଜୁରାଟର ସୁରତ ସହରକୁ। ରୋଜଗାର କରି ଟଙ୍କା ପଠାଇବେ ପରିବାର ଏଠି ଚଳିବା ସହ ବାକି ଶୁଝିବେ। ହେଲେ ଅଚାନକ ଟଙ୍କା ବଦଳରେ ଆସିଲା ତାଙ୍କର ମୃତ୍ୟୁର ଖବର। ପାଦ ତଳୁ ଯେମିତି ମାଟି ଖସିଗଲା ପୂରା ପରିବାରର।…
ଅଧିକ ଖବର ଦେଖନ୍ତୁ...

ଗେଟିପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବ୍ରିଜରୁ ୨୦ ଫୁଟ୍ ତଳକୁ ଖସିଲା ଟ୍ରାକ୍ଟର୍, ୫ ଆହତ

ରାୟଗଡ଼ା: ଚାନ୍ଦିଲି ଥାନା ଗେଟିପଡ଼ା ନିକଟରେ ଆଜି ସଂଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଆରୋହୀକୁ ବଞ୍ଚାଇବାକୁ ଯାଇ ଟ୍ରାକ୍ଟର ଭାରସାମ୍ୟ ହରାଇ ବ୍ରିଜରୁ ୨୦ ଫୁଟ ତଳକୁ ଖସି ପଡିବା ଯୋଗୁ ଟ୍ରାକ୍ଟରରେ ଥିବା ୫ ଶ୍ରମିକ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୬୯ ରନ୍‌ରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୨୨ତମ ମ୍ୟାଚରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୬୯ ରନ୍‌ରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ । ଦ୍ବିତୀୟ ପାଳିରେ ପଞ୍ଜାବ ୨୦୨ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୧୬.୫ ଓଭରରେ ସମସ୍ତ ୱିକେଟ ହରାଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୮୦% ଲୋକଙ୍କ ଘରେ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ଲଗାଗଲେ ବିଜେପି ଆହୁରି ୩୦-୩୫ ବର୍ଷ ଶାସନ କରିବ : ତ୍ରିପୁରା…

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କର ଏକ ବୟାନକୁ ନେଇ ଏବେ ଖୁବ୍‌ ଜୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଯଦି ରାଜ୍ୟର ୮୦ ପ୍ରତିଶତ ଲୋକଙ୍କ ଘର ଦୁଆର ମୁହଁରେ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ସହ ତାଙ୍କ ବାର୍ତ୍ତା ଟଙ୍ଗା ଯାଏ ତେବେ ବିଜେପି ଆହୁରି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନରେ ଜନ୍ମ ହେଲା ଶିଶୁ ପୁତ୍ର, ଭାଇରାଲ୍‌ ହେଲ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ପୂର୍ବରୁ ଉଡ଼ନ୍ତା ବିମାନରେ ଅନେକ ଶିଶୁ ଜନ୍ମଲାଭ କରିଥିବାର ଉଦାହରଣ ରହିଛି। ନିକଟରେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନରେ ମଧ୍ୟ ଏପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି। ବୁଧବାର ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ହୋଟେଲ ଛାତରେ ଝୁଲି ରହିଲା ଯବାନଙ୍କୁ ନେଇ ଯାଉଥିବା ବସ

ମସୌରି: ଉତ୍ତରାଖଣ୍ଡର ମସୌରିରେ ଆଇଟିବିପି(ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସ)ଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛି | ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ହୋଟେଲ ମଧ୍ୟକୁ ପଶିଯାଇଥିଲା | ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯବାନଙ୍କର କ୍ଷତି…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ-୧ ରେ ଉଡିଥିଲା ପ୍ରଥମ ବିମାନ, ଆଜି(ଅକ୍ଟୋବର-୮)ରେ କାହିଁକି ପାଳନ ହେଉଛି ବାୟୁସେନା ଦିବସ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଦେଶର ବାୟୁସେନା ଏହାର ୮୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଭାରତୀୟ ବାୟୁସେନା ପ୍ରତିବର୍ଷ ଅକ୍ଟୋବର ୮ରେ ବାୟୁସେନା ଦିବସ ପାଳନ କରିଥାଏ | କିନ୍ତୁ, ଭାରତୀୟ ବାୟୁସେନାର ପ୍ରଥମ ବିମାନ ଏପ୍ରିଲ-୧, ୧୯୩୩ ମସିହାରେ ଉଡାନା କରିଥିଲା | ତେବେ ଆଜି କାହିଁକି ବାୟୁସେନା ଦିବସ…
ଅଧିକ ଖବର ଦେଖନ୍ତୁ...

୩୦ ଲକ୍ଷ ଟଙ୍କାର ଗଞ୍ଜ‌େଇ ଜବତ, ଜଣେ ଗିରଫ

ଜୟପୁର: କୋରାପୁଟରୁ ରାଉରକେଲାକୁ ଗଞ୍ଜେଇ ଚାଲାଣ ବେଲେ ଜୟପୁର ସଦର ପୁଲିସ ଗୋଟିଏ ଟ୍ରକ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାଖାପାଖି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ସୁନ୍ଦରଗଡ ଜିଲ୍ଲା ରାଉରକେଲା ତିଳକଣାଗ୍ରାମର ସୁରଜ ଯାଦବ(୨୪)ଙ୍କୁ ଗିରଫ କରି କୋର୍ଟ…
ଅଧିକ ଖବର ଦେଖନ୍ତୁ...