Daily Archives

October 9, 2020

ଆଇପିଏଲ ୨୦୨୦: ୪୬ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୨୩ତମ ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାଜିତ କଲା  ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ  ୮ ଓ୍ବିକେଟ ହରାଇ  ୧୮୪ ରନ କରିଥିଲା ଦିଲ୍ଲୀ। ୧୮୫ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ବଦଳାଇ ଦେଲା ବୃତ୍ତି: ମାଟି ସହ ମାଟି ହେଉଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ସୁଖରାମ ମାଝୀ

ଜୟପୁର (ଶ୍ରୀକାନ୍ତ ସାହୁ): ଦେଶ ତଥା ରାଜ୍ୟ ପାଇଁ ଟୁର୍ଣ୍ଣାମେଣ୍ଟ ପରେ ଟୁର୍ଣ୍ଣାମେଣ୍ଟ ଖେଳିଲେ। ଶତକ ପରେ ଶତକ କରି ସେଠାରେ ବିଜୟଲାଭ କରି ଦେଶ ପାଇଁ ଗୌରବ ବି ଆଣିଲେ। ହେଲେ ଏବେ ସେ ଆଲୋଡା। ଏବେ କରୋନା କାଳରେ ପେଟ ଚାଖଣ୍ଡକ ପାଇଁ କୁଲି କରୁଛନ୍ତି। ସେଥିରେ ପେଟ ପୁରୁ ନ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳ ବିଭାଗର ଅଜବ ନୀତି: ପିଅନଙ୍କୁ ୧୧, ମାଟ୍ରନଙ୍କୁ ୧୦ ହଜାର ଦରମା

ରାୟଗଡ଼ା: ଅନ୍ତେବାସୀଙ୍କ ସୁରକ୍ଷାରେ କାଣିଚାଏ ଆଞ୍ଚ ଆସିଲେ ‌ଦଣ୍ଡ ପାଇବେ ମାଟ୍ରନ୍। କିଛି କ୍ଷେତ୍ରରେ ଚାକିରିରୁ ବିଦା ହେବାର ମଧ୍ୟ ନଜିର ରହିଛି। କିନ୍ତୁ ସରକାରୀ ସୁବିଧା ସୁଯୋଗରେ ମାଟ୍ରନଙ୍କ ଅପେକ୍ଷା ତଳସ୍ତରର କର୍ମଚାରୀଙ୍କୁ ଗୁରୁତ୍ବ ଦିଆଯାଉଛି। ମଙ୍ଗଳ ବିଭାଗର ଏପରି ଅଜବ ନୀତିକୁ…
ଅଧିକ ଖବର ଦେଖନ୍ତୁ...

ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଦିନକୁ କେତେ ପଟ ରୁଟି ଖାଇବା ଆବଶ୍ୟକ ଜାଣନ୍ତୁ

ନୂଆଦିଲ୍ଲୀ: ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକମାନେ ସର୍ବଦା ସେମାନଙ୍କର ଖାଦ୍ୟକୁ ନେଇ ଚିନ୍ତିତ ଥାଆନ୍ତି। କ’ଣ ଖାଇବେ କ’ଣ ନଖାଇବେ ତାହାକୁ ସ୍ଥିର କରି ପାରି ନଥାଆନ୍ତି। ଦେଖିବାକୁ ଗଲେ ଶରୀରରେ ଥିବା ଅତ୍ୟଧିକ ଚର୍ବି କମାଇବା ପାଇଁ ସାଧାରଣତଃ କାର୍ବୋହାଇଡ୍ରେଟକୁ ହ୍ରାସ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ସଫଳତା, ଉଦ୍ଭାବନ କଲେ ଶୀଘ୍ର ଚାର୍ଜ ହୋଇପାରୁଥିବା ମୋବାଇଲ ବ୍ୟାଟେରୀ ‘କ୍ୟାପାଟେରୀ’

ଭୁବନେଶ୍ବର : ସ୍ମାର୍ଟଫୋନର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯିବା ବ୍ୟବହାରକାରୀଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖ ଆଣିଥାଏ। ଏଥିଲାଗି ଅନେକ ଜରୁରୀ ଯୋଗାଯୋଗ ମଧ୍ୟ ମଝିରେ ଅଟକିଯିବାର ଆଶଙ୍କା ରହିଛି। ସେଥିଲାଗି ମୋବାଇଲଠାରୁ ଅନେକଗୁଣ ଓଜନିଆ ପାୱାରବ୍ୟାଙ୍କ୍‌କୁ କିଛି ଲୋକ ସାଙ୍ଗରେ ଧରି ବୁଲନ୍ତି…
ଅଧିକ ଖବର ଦେଖନ୍ତୁ...

ବାହୁବଳୀଙ୍କ ସିନେମାରେ ନଜର ଆସିବେ ଅମିତାଭ ବଚ୍ଚନ; ଅଭିନେତା ଲେଖିଲେ, ‘ସ୍ବପ୍ନ ସତ ହେବାକୁ ଯାଉଛି’

ନୂଆଦିଲ୍ଲୀ: ବୈଜୟନ୍ତୀ ମୁଭିଜର ପ୍ରଯୋଜକ ଓ ସଂସ୍ଥାପକ ଅଶ୍ବିନୀ ଦତ୍ତଙ୍କ ସିନେମାରେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହିତ ମହାନାୟକ ଅମିତାଭ ବଚ୍ଚନ ନଜର ଆସିବେ ବୋଲି ବୈଜୟନ୍ତୀ ମୁଭିଜ ସୂଚନା ଦେଇଛି। ତେବେ ବୈଜୟନ୍ତୀ ମୁଭିଜ ଏଯାବତ ଅଲଗା ଅଲଗା ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ମହାରଥୀଙ୍କ ଅନ୍ତ୍ୟୋଷ୍ଟିକ୍ରିୟାରେ ବିଧାୟକ ସାମିଲ ହେବା ଘଟଣା : ଉମା ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ

ପୁରୀ:  ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟୋଷ୍ଟି କ୍ରିୟାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ସାମିଲ ଘଟଣାରେ ପୁରୀ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ ହୋଇଛି। ମହାମାରୀ ଆଇନ ଉଲ୍ଲଂଘନ ନେଇ ପୁଲିସ ମାମଲା ରୁଜୁ କରିଛି। ଜଗନ୍ନାଥ ସେନା ଓ ବିଜେପି ଯୁବମୋର୍ଚ୍ଚା ଦ୍ୱାରା ଗତ ୫…
ଅଧିକ ଖବର ଦେଖନ୍ତୁ...

ରୋଗୀ ସେବା କରୁକରୁ ନିଜେ କରୋନାରେ ସଂକ୍ରମିତ ହେଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: କୋଭିଡ ରୋଗୀଙ୍କ ସେବା କରିବା ପାଇଁ ସ୍ବେଚ୍ଛାକୃତ ନର୍ସ ଭାବରେ କାମ କରୁଥିବା ଅଭିନେତ୍ରୀ ଶିଖା ମାଲହୋତ୍ରା କିଛି ଦିନ ତଳେ ଚର୍ଚ୍ଚାରେ ରହି ପ୍ରଶଂସା ସାଉଁଟିଥିଲେ। ତେବେ ଗତକାଲି (ଗୁରୁବାର) ସେ କରୋନାରେ ସଂକ୍ରମିତ ଥିବା ଇନଷ୍ଟାଗ୍ରାମରେ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଶିଶୁଟି ପାଖରେ ମା’ ନଥିବା ବେଳେ କୁକୁରଟି କିପରି ଝୁଲଣାରେ ଝୁଲାଇ ଶୁଆଇ ପକାଇବାକୁ ଚେଷ୍ଟା କରୁଛି ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଛି ଯାହାକି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବହୁ ପସନ୍ଦ ଆସିଥା‌ଏ। ଦେଖୁ ଦେଖୁ ଉକ୍ତ ଭିଡିଓ ଓ ଫଟୋ ଭାଇରାଲ ହୋଇଯାଇଥାଏ। ନିକଟ‌ରେ ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

ରିଲିଜ୍‌ ହେଲା ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର୍‌, ପ୍ରଶଂସା ଅଜାଡ଼ି ଦେଲେ ପ୍ରଶଂସକ

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର୍‌ ରିଲିଜ ହୋଇଛି । ଟ୍ରେଲ୍‌ରରେ ଅକ୍ଷୟଙ୍କ ଅବତାର ଦେଖିବା ପରେ ପ୍ରଶଂସକମାନେ ତାଙ୍କ ଉପରେ ପ୍ରଶଂସା ଓଜାଡ଼ି ଦେଇଛନ୍ତି। ଟ୍ରେଲର ଇଣ୍ଟରନେଟରେ ଦିଶିବା ମାତ୍ରେ ପ୍ରଶଂସକମାନେ ସୋସିଆଲ ମିଡିଆ…
ଅଧିକ ଖବର ଦେଖନ୍ତୁ...