Daily Archives

October 10, 2020

ଚିକିତ୍ସାରେ ଅବହେଳା ଯୋଗୁଁ କରୋନା ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ମୃତ ପରିବାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ମୁଖ୍ୟ ଡାକ୍ତରଖାନା ଓ କୋଭିଡ ହସ୍ପିଟାଲ ଦାୟିତ୍ଵରେ ଥିବା ଡ଼ାକ୍ତର ଓ ନର୍ସ ବିରୋଧ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୮୦% ଅଧ୍ୟାପକ ପଦବି ଖାଲି, ପୂରଣ ପାଇଁ ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ…

ରାୟଗଡ଼ା: ରାଜ୍ୟସଭା ମୌସୁମୀ ଅଧିବେଶନରେ ଉଠିଛି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ। ଆଦିବାସୀ ଅଧ୍ୟୁଷିତ ଇଲାକାରେ ଉଚ୍ଚଶିକ୍ଷାର ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ବିଶ୍ୱବିଦ୍ୟାଳୟରେ ୮୦ ପ୍ରତିଶତ ଅଧ୍ୟାପକ ପଦବି ଖାଲି ପଡିଥିବାରୁ ତୁରନ୍ତ ପୂରଣ ପାଇଁ ପ୍ରଶ୍ନ ଉଠାଇବା ସହ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନହେଲେ ସୃଷ୍ଟି ହୋଇପାରେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା

କିଡନି ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନି ହିଁ ଶରୀରର ସବୁ କ୍ରିୟାର ସନ୍ତୁଳନ ଠିକ୍ ରଖିଥାଏ । କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ହେଉଛି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ ରକ୍ତ ତିଆରି କରିବା। ଆପଣ ଜାଣିଥିବେ ନିଶ୍ବୟ ଯେ  ବର୍ତ୍ତମାନ ଲୋକଙ୍କୁ ଫାଷ୍ଟଫୁଡ୍…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩ : ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ବର୍ଷର ନବରାତ୍ର କେବେ ଆରମ୍ଭ ହୋଇ କେବେ ହେବ ଶେଷ ଓ କିପରି କରିବେ ଘଟସ୍ଥାପନ

ନୂଆଦିଲ୍ଲୀ: ଆସିଲାଣି ନବରାତ୍ର। ଏ ବର୍ଷ ନବରାତ୍ର ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ପଡୁଥିବା ଏହି ନବରାତ୍ରୀଙ୍କୁ ଶରଦ କିମ୍ବା ଶାରଦୀୟ ନବରାତ୍ରୀ କୁହାଯାଏ। ବଙ୍ଗଳା ସମ୍ପ୍ରଦାୟ ପାଇଁ ଏହା…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କ ଝିଅ ଜିଭାକୁ ଦୁଷ୍କର୍ମ ଧମକ ମିଳିବା ଉପରେ ଏପରି ପ୍ରତିକ୍ରିୟା ରଖିଲେ କ୍ରିକେଟର୍‌ ଇର୍ଫାନ ପଠାନ୍‌ ଓ…

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ କରିବ‌ାର ଧମକ ଦିଆଯାଇଥିବା କଥା ଧୋନିଙ୍କ ପ୍ରଶଂସକଙ୍କୁ ଆଦୌ ପସନ୍ଦ ଆସିନି। ସୋସିଆଲ୍‌ ମିଡିଆରେ ଧୋନିଙ୍କ ପ୍ରଶଂସକମାନେ ଏହି…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓର ଧମାକାଦାର ଅଫର; ଗ୍ରାହକଙ୍କୁ ମିଳିବ ୧୧୨ଜିବି ଡାଟା ଓ ଅସୀମିତ କଲ୍

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିକଟରେ ଅନେକ ପୋଷ୍ଟପେଡ୍ ପ୍ଲାନ ଆରମ୍ଭ କରିଥିବା ବେ‌ଳେ ଅନେକ ପ୍ରିପେଡ୍ ପ୍ଲାନ୍ ବି ମହଜୁଦ ଅଛି। କମ୍ପାନି ପାଖରେ ୨୪ ଦିନ, ୨୮ଦିନରୁ ନେଇ ୧ ବର୍ଷ ପର୍ଯ୍ୟନ୍ତ ବୈଧତା ଥିବା ପ୍ରିପେଡ୍ ରିଚାର୍ଜ ପ୍ୟାକ୍ ଅଛି | ରିଲାଏନ୍ସ ଜିଓର ୫୬ଦିନର ବୈଧତା ଥିବା ୫୯୮…
ଅଧିକ ଖବର ଦେଖନ୍ତୁ...

‘ମାଫିଆ ଗ୍ୟାଙ୍ଗ ମତେ ମାରିଦେବେ’ କହି ମୋଦୀଙ୍କୁ ଟ୍ୱିଟ କଲେ ପାୟଲ ଘୋଷ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଆଜି ମୋଦୀଙ୍କୁ ସାହାଯ୍ୟ ମାଗିଛନ୍ତି | ସେ ମୋଦୀଙ୍କୁ ଟ୍ୱିଟ କରି ଲେଖିଛନ୍ତି ଯେ ମାଫିଆ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବ ଏବଂ ରେଖା ଶର୍ମା ମ୍ୟାଡ଼ାମ ମୋର ମୃତ୍ୟୁକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ନୂଆ କାର୍ଯ୍ୟରେ ମନ ଲାଗି ରହିବ। ମଙ୍ଗଳ ଓ ବୁଧବାର ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ସମସ୍ୟାର ସମାଧାନ ବାହାରିବ। ଶନିବାର: ଜୀବନସାଥୀଙ୍କଠାରୁ ପ୍ରେମ ଓ ସୁଖ ପାଇବେ। ରବି ଓ ସୋମବାର: ଉନ୍ନତି ଲାଗି ମାର୍ଗ ଖୋଲିବ। ମଙ୍ଗଳ ଓ ବୁଧବାର…
ଅଧିକ ଖବର ଦେଖନ୍ତୁ...

ପାଶୱାନଙ୍କୁ ଭାରତରତ୍ନ ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଜିତନରାମ

ନୂଆଦିଲ୍ଲୀ: ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଆଜି ଅନ୍ତିମ ସଂସ୍କାର ହୋଇଛି । ପରିବାର ସଦସ୍ୟ ଏବଂ ଦଳର କର୍ମକର୍ତ୍ତାଙ୍କ ସମେତ ଅନ୍ୟ ନେତାମାନେ ଓଦା ଆଖିରେ ତାଙ୍କୁ ବିଦାୟ ଦେଇଛନ୍ତି | ଏଥି ସହିତ ରାମବିଳାସ ପାଶୱାନଙ୍କୁ ଭାରତ ରତ୍ନ ଦେବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି । ହିନ୍ଦୁସ୍ତାନୀ…
ଅଧିକ ଖବର ଦେଖନ୍ତୁ...