Daily Archives

October 11, 2020

ସରକାରଙ୍କ କଟକଣା ମଧ୍ୟରେ ଦୂର୍ଗାପୂଜା ପ୍ରସ୍ତୁତି  

ଭଦ୍ରକ: ଆଉ ମାତ୍ର କିଛିଦିନ ପରେ ପାର୍ବଣ, ଆଗକୁ ଜଗତ ଜନନୀ ମହିଷା ମର୍ଦ୍ଦିନୀ ମା ଦଶଭୂଜା ଧରା ପୃଷ୍ଠକୁ ଓହ୍ଲାଇବେ । ତାଙ୍କରି ପାଇଁ ସବୁଠି ପ୍ରସ୍ତୁତି ଏବେ ଜୋର ସୋରରେ ଚାଲିଥିବା ବେଳେ ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢିବାରେ ଲାଗିପଡିଛନ୍ତି। ହେଲେ ଖାଁ ଖାଁ ଲାଗୁଛି ସବୁ ମଣ୍ଡପ ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ବୈଜ୍ଞାନିକଙ୍କ ବିରଳ ଉଦ୍ଭାବନ, ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କଲେ ଜୈବଶକ୍ତି

ବୀରମହାରାଜପୁର: ଓଡ଼ିଆ ବୈଜ୍ଞାନିକ ସଂଜୀବ କୁମାର କର୍ମୀ ଗୁଜୁରାଟରେ ବିରଳ ଉଦ୍ଭାବନ କରିଛନ୍ତି। ସେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଜୈବଶକ୍ତି ସୃଷ୍ଟି କରିପାରିଛନ୍ତି। ତିନି ବର୍ଷର କଠିନ ପରିଶ୍ରମର ଫଳ ସ୍ୱରୂପ ଗୋଟିଏ ପଦ୍ଧତିରେ ତିନିଟି ଜୈବଶକ୍ତି ସୃଷ୍ଟି କରିପାରିଛନ୍ତି ସଂଜୀବ। ସଂଜୀବ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୦ର ୨୭ ତମ ମ୍ୟାଚ୍‌ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୬୩ ରନ୍‌ର ଲକ୍ଷ୍ୟକୁ ପିଛାକରି ୨୦ ଓଭରରେ ୫ ୱିକେଟ ହରାଇ ୧୬୬ ରନ୍‌ କରି ବିଜୟ ହାସଲ କରିଛି ।…
ଅଧିକ ଖବର ଦେଖନ୍ତୁ...

ପୁରୀ ସମେତ ଦେଶର ୮ଟି ବେଳାଭୂମିକୁ ମିଳିଲା ବ୍ଲୁ ଫ୍ଲାଗ ସମ୍ମାନ

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮ଟି ବେଳାଭୂମିକୁ ୟୁଏନଇପି, ୟୁଏନଡବ୍ଲୁଟିଓ, ଏଫଇଇ, ଆଇୟୁସିଏନର ସୁନାମଧନ୍ୟ ସଦସ୍ୟମାନଙ୍କୁ ନେଇ ଗଠିତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ବ୍ଲୁ ଫ୍ଲାଗ ସମ୍ମାନ ପ୍ରଦାନ କରିଛନ୍ତି । ଦେଶପାଇଁ ଏହା ଏକ ଗର୍ବର ମୂହୁର୍ତ୍ତ ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରତି ୫ ମିନିଟରେ ବିକ୍ରି ହେଉଛି ଗୋଟିଏ କାର, ୬ ମାସ ଧରି ନମ୍ବର-୧ ସ୍ଥାନରେ ହ୍ୟୁଣ୍ଡାଇର ଏହି କାର

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ୧୬ ମାର୍ଚ୍ଚ ୨୦୨୦ ରେ ନୂତନ କ୍ରେଟା ଲଞ୍ଚ କରାଯାଇଥିଲା | ତେବେ ଏହାର ଏକ ସପ୍ତାହ ପରେ କରୋନା ଭୂତାଣୁ କାରଣରୁ ସାରା ଦେଶରେ ଲକଡାଉନ ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଲକଡାଉନ ସମୟରେ ମଧ୍ୟ ନୂଆ କ୍ରେଟା ବିକ୍ରି ହୋଇଥିଲା | ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଯବାନ ପୁଅର ଭୁଜାଲି ମାଡ଼ରେ ବାପା ମୃତ

ରାମଚନ୍ଦ୍ରପୁର: ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ପୁଅର ଭୁଜାଲି ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଭାଇ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପ୍ରମୋଦ କୁମାର ଓଝା (୫୮)। ଗୁରୁତରମାନେ ହେଲେ ରଞ୍ଜନ କୁମାର ଓଝା (୨୫) ଓ ବାସୁଦେବ…
ଅଧିକ ଖବର ଦେଖନ୍ତୁ...

ଅବୈଧ ସମ୍ପର୍କ ପାଇଁ ପରିବାର ସଦସ୍ୟଙ୍କୁ ଚା’ରେ ବିଷ ମିଶାଇ ପିଆଇଦେଲେ ମହିଳା

ପାଟନା: ଅବୈଧ ସମ୍ପର୍କ ପାଇଁ ପରିବାରର ସଦସ୍ୟଙ୍କୁ ଚା ରେ ବିଷ ମିଶାଇ ପିଇବାକୁ ଦେଲେ ମହିଳା | ବିହାରର ମଧୁବାନୀ ଜିଲ୍ଲାରେ ଏଭଳି ଏକ ସଂଗୀନ ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଏହି ଘଟଣା ମଧୁବାନୀ ଜିଲ୍ଲାର ସାଦୁଲ୍ଲାପୁର ଗାଁରେ ଘଟିଥିବା ଜଣାପଡିଛି, ଯେଉଁଠାରେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ମହିଳା ଆଇପିଏଲ ବାବଦରେ ଘୋଷଣା କଲା ବିସିସିଆଇ, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ମ୍ୟାଚ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ମହିଳା ଆଇପିଏଲ ପାଇଁ ତିନୋଟି ଦଳ ଘୋଷଣା କରିଛି। ମିତାଲି ରାଜ, ସ୍ମୃତି ମଣ୍ଡନା, ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ତିନି ଦଳ ମଇଦାନକୁ ଓହ୍ଲାଇବେ | ଏହି ତିନିଟି ଦଳ ହେଉଛି ଭେଲୋସିଟି, ଟ୍ରାଇବଲର୍ସ ଏବଂ ସୁପରନୋଭାସ୍ | ତିନି…
ଅଧିକ ଖବର ଦେଖନ୍ତୁ...

ଶତାଧିକ କରୋନା ସଂକ୍ରମିତଙ୍କୁ ଆମ୍ବୁଲାନ୍ସରେ ନେଇଥିବା ଡ୍ରାଇଭରଙ୍କର କୋଭିଡରେ ମୃତ୍ୟୁ, ଉପରାଷ୍ଟ୍ରପତି ଜଣାଇଲେ…

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ, କରୋନା ଯୋଦ୍ଧାମାନେ ୭ ମାସ ଧରି ନିଜ ଜୀବନକୁ ବିପଦରେ ପକାଇ ସମସ୍ତଙ୍କୁ ସାହାଯ୍ୟ କରିଆସୁଛନ୍ତି | ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ପରିବାରଠାରୁ ଦୂରରେ ରହି ମଧ୍ୟ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି | ଦିଲ୍ଲୀର ସେଲାମପୁର ଅଞ୍ଚଳରେ ରହୁଥିବା ଆରିଫ…
ଅଧିକ ଖବର ଦେଖନ୍ତୁ...

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହଟାଇବାକୁ ନୂଆଦିଲ୍ଲୀରେ ମେଳି କଲେ ବିଜେପି ବିଧାୟକ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହଟାଇବାକୁ ନୂଆଦିଲ୍ଲୀରେ ବିଜେପି ବିଧାୟକ | ତ୍ରିପୁରାର ସାତ ଜଣ ବିଜେପି ବିଧାୟକ ଦିଲ୍ଲୀରେ କ୍ୟାମ୍ପ କରିଥିବାବେଳେ ଏବଂ ଦଳର ଜାତୀୟ ନେତୃତ୍ୱଙ୍କୁ ଭେଟିଛନ୍ତି | ଏହି ବିଧାୟକମାନେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ହଟାଇବାକୁ…
ଅଧିକ ଖବର ଦେଖନ୍ତୁ...