Daily Archives

October 11, 2020

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ଶୁଭାରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକାଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ରବିବାର ଦିନ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହିଳା ଓ ଶିଶୁ ବିକାଶ ପାଇଁ ପ୍ରମୁଖ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଉଦଘାଟନ କରାଯାଇଛି। ଏହା ସହିତ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ହେତୁ ବୃଦ୍ଧାଙ୍କ ଢ଼ାବାକୁ ଆସୁ ନାହାନ୍ତି କେହି ଗ୍ରାହକ; ଭୋକରେ ଆଉଟୁ ପାଉଟୁ ପରିବାରଲୋକ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ହୋଇଯାଇଛି ଯେ ଯିଏ ଏହାକୁ ସଠିକ ଭାବେ ବ୍ୟବହାର କରି ଜାଣିଲା ତାର ଜୀବନ ରାତାରାତି ପରିବର୍ତ୍ତନ ହେଇଯାଉଥିବା ଦେଖିବାକୁ ମିଳିଛି। ଏହାର ସଦ୍ୟତମ ଉଦାହରଣ ହେଉଛି ମାଲଭିଆ ନଗରର ବାବାଙ୍କ ଢ଼ାବା | ସୋସିଆଲ ମିଡିଆରେ ବାବାଙ୍କ ଢ଼ାବାର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୦ର ୨୭ ତମ ମ୍ୟାଚ୍‌ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...

ମାସ୍କ ପିନ୍ଧି ନ ଥିଲେ ବୋଲି: ପୁଲିସ ଠେଙ୍ଗାରେ ମହିଳାଙ୍କ ଫାଟିଲା ମୁଣ୍ଡ, ବଢ଼ିଲା ଉତ୍ତେଜନା

କଟକ: ମାସ୍କ ନ ପିନ୍ଧି ଘରୁ ବାହାରକୁ ଯିବାର ଫଳ ଭୋଗିଛନ୍ତି ଜଣେ ମହିଳା। ପୁଲିସର ମାଡ଼ରେ ମହିଳାଙ୍କର ମୁଣ୍ଡ ଫାଟିଥିବା ସୂଚନା ମିଳିଛି। କଟକ ଜିଲ୍ଲା କଣ୍ଟାପଡ଼ା ଥାନା ଅନ୍ତର୍ଗତ ଅଡ଼ଶପୁର ବଜାରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ ଅଡ଼ଶପୁର…
ଅଧିକ ଖବର ଦେଖନ୍ତୁ...

ରୋଗ ନିରୋଧୀ ହେବା ପରି ମନେହେଉଛି: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ୱାସିଂଟନ୍: ସୋମବାର ଦିନ ନିର୍ବାଚନ ପ୍ରଚାର ଅଭିଯାନକୁ ବାହାରି ବଡ଼ ବଡ଼ ରାଲିରେ ଯୋଗ ଦେବା ଲାଗି ପ୍ରସ୍ତୁତ ହେଉଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରବିବାର ଦିନ ‘ଫକ୍ସ୍‌ ନିଉଜ୍’ ସହ ସାକ୍ଷାତ୍‌କାରରେ କହିଛନ୍ତି ଯେ, ତାଙ୍କ ଦେହରେ ଆଉ କୋଭିଡ୍-୧୯…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଣାବିକା ଲାଗି ଦିନଟି ଭଲ। ଅଫିସରେ ନୂଆ ପ୍ରକଳ୍ପର କାମ କରିବେ। ଘରକୁ କୌଣସି ସ˚ପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିବେ। ବୃଷ: କ୍ୟାରିୟରରେ କୌଣସି ବଡ଼ ସଫଳତା ହାସଲ ହେବ। ବ୍ୟବସାୟରେ ସବୁ କିଛି ଭଲ ହେବ। ଅଚାନକ ଧନପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ପୁଲିସର କ୍ଲିନ୍‌ କ୍ରମିନାଲ ଅପରେସନ ଅଭିଯାନ: ଗ୍ୟାଙ୍ଗୱାର ମାମଲାରେ ୪ ଗିରଫ

ବଲାଙ୍ଗୀର: କରୋନା ସମୟରେ ବଢିଛି ଅପରାଧ। କେତେବେଳେ ଗ୍ୟାଙ୍ଗୱାର ତ ଆଉ କେତେବେଳେ ଲୁଟତରାଜ। ଅପରାଧିଙ୍କୁ ସାବାଡ କରିବାକୁ ବଲାଙ୍ଗୀର ପୁଲିସ ଆରମ୍ଭ କରିଛି ଅପରେସନ କ୍ଲିନ କ୍ରିମିନାଲ ଅପରେସନ। ଶୁକ୍ରବାର ୫ ଲୁଟେରାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଶନିବାର ମଦଗୁଡିଆ ଛକ ନିକଟ ମଦ ଦୋକାନ…
ଅଧିକ ଖବର ଦେଖନ୍ତୁ...

ପଟିଆ ଅଞ୍ଚଳରୁ ଏଟିଏମ ଭାଙ୍ଗି ୨୭ଲକ୍ଷ ଲୁଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଟିଆ ଅଂଚଳରେ ଥିବା ଏକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମକୁ ଭାଙ୍ଗି ଦୁର୍ବୃତ୍ତ ୨୭ ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି । ଗ୍ୟାସ କଟରରେ ଏଟିଏମର ଆଇରନ ଚେଷ୍ଟ କାଟି ୨ ଜଣ ଦୁର୍ବୃତ୍ତ ଏହି ଟଙ୍କା ଲୁଟି ନେଇଥିବା‌ ଜଣାଯାଇଛି। ଦୁଇ ଜଣ ଦୁର୍ବୃତ୍ତ…
ଅଧିକ ଖବର ଦେଖନ୍ତୁ...

ଛାତ୍ରମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଜଣାପଡ଼ିବା ପରେ ଶୋପିଆଁର ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍ସିଙ୍କ…

ଶୋପିଆଁ: ୧୩ଜଣ ଛାତ୍ର ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିବା କଥା ଜଣାପଡ଼ିବା ପରେ ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ଥିବା ଏକ ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍‌ସିମାନଙ୍କ ନଜର ପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ୨୦୧୯ ଫେବ୍ରୁଆରିରେ ହୋଇଥିବା ପୁଲ୍‌ୱାମା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ପୁଣି ମାଓବାଦୀ ସକ୍ରିୟ: ବିପୁଳ ପରିମାଣରେ ଲ୍ୟାଣ୍ଡମାଇନ୍‌ ଉଦ୍ଧାର, ଟାର୍ଗେଟ୍‌ରେ ଥିଲେ ସିଆରପିଏଫ୍‌…

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଥରେ ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ମାଓ ଗତିବିଧି ନଜରକୁ ଆସିଛି। ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ କେ.ବଲାଙ୍ଗ ଥାନା ଅଞ୍ଚଳରୁ ଆଜି ପ୍ରାୟ ୧୫ କେଜିର ଲ୍ୟାଣ୍ଡମାଇନ୍‌ ଉଦ୍ଧାର ହୋଇଛି। ଏହି ଅଞ୍ଚଳରେ ଚାଲିଥିବା ସିଆରପିଏଫ୍‌ ଓ ପୁଲିସର ମିଳିତ…
ଅଧିକ ଖବର ଦେଖନ୍ତୁ...