Daily Archives

October 12, 2020

ମୁଜାଗଡ଼ ବନାଞ୍ଚଳରେ ମାତିଛନ୍ତି ୧୮ ଟିକିଆ ହାତୀପଲ, ମଞ୍ଚାବାନ୍ଧି ଫସଲ ଜଗୁଛନ୍ତି ଚାଷୀ

ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳରେ ଉପଦ୍ରବ କରୁଛନ୍ତି ୧୮ ଟିକିଆ ହାତୀ ପଲ। ଗତ ଦୁଇ ସପ୍ତାହ ଧରି ଏହି ହାତୀ ପଲ ବିଭିନ୍ନ ଧାନ ଖେତରେ ପଶିଥିବା ବେଳେ ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି। ଧାନ ଫସଲକୁ ସୁରକ୍ଷା ଦେବା ପାଇଁ ରାତିରେ କିଛି ଚାଷୀ ଗଛ ଉପରେ ମଞ୍ଚା କରି କ୍ଷେତକୁ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଅଭ୍ୟାସ ରଖିଛନ୍ତି କି? ନାନା ରୋଗ ଆପଣଙ୍କୁ କବଳିତ କରିପାରେ!

ଖାଇସାରିବା ପରେ ଅନ୍ୟ କିଛ ଖାଇବା ପାଇଁ ଓ କିଛି ପାନୀୟ ପିିଇବା ପାଇଁ ଅଧିକାଂଶ ସମୟରେ ଡାକ୍ତରମାନେ ବାରଣ କରିଥାନ୍ତି। ମାତ୍ର ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହା ଖାଇବା ପରେ ବିଲ୍‌କୁଲ୍‌ ବି ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ। ନହେଲେ ନାନା ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ।…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋର ବୋଲିଂରେ ମାଟି କାମୁଡିଲା କୋଲକାତା, ୮୨ ରନ୍‌ରେ ବିଜୟୀ ହେଲା ରୟାଲ ଚ୍ୟାଲେଞ୍ଜର୍ସ

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲ୍‌ର ୨୮ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮୨ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ପାଳିରେ କୋଲକାତା ୧୯୫ ରନ୍‌ ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୧୨ ରନ୍ କରି ପରାଜୟ…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ଦର୍ଶକଙ୍କ ପାଇଁ ଖ୍ରୀଷ୍ଟ୍‌ମାସ ଉପହାର ଭାବେ ‘୮୩’ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଜାନୁଆରିରେ ରିଲିଜ୍‌…

ମୁମ୍ବାଇ: ବହୁ କଳ୍ପନାଜଳ୍ପନା ପରେ ବଲିଉଡ୍‌ର ୨ଟି ଚଳଚ୍ଚିତ୍ର ରିଲିଜ୍‌ ହେବାକୁ ନିଶ୍ଚିତ ହୋଇଛି। ଗୋଟିଏ ହେଉଛି ଖିଲାଡି ବୟ ଅକ୍ଷୟ କୁମାର ଓ କ୍ୟାଟ୍ରିନ୍‌ କୈଫ୍‌ଙ୍କ ଅଭିନୀତ ‘ସୂର୍ଯ୍ୟେ‌ବଂଶୀ’ ଓ ଅନ୍ୟାଟି ରଣବୀର ସିଂହଙ୍କ ଅଭୀନିତ ‘୮୩’। ରିପୋର୍ଟରୁ ଜାଣିବାକୁ ମିଳିିଛି…
ଅଧିକ ଖବର ଦେଖନ୍ତୁ...

ଭିଡିଓ କନଫରେନ୍ସିଂ ମିଟିଂରେ ୧୦୦ଟି ବ୍ରେକଆଉଟ୍ ରୁମକୁ ଅନୁମତି ଦେଲା ଗୁଗୁଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍‌ ହେତୁ ଜୁମ୍‌ ଓ ଗୁଗଲର  ଭିଡିଓ କନ୍‌ଫରେନ୍ସିଂ ଆପ୍‌ଗୁଡ଼ିକ ଏବେ ବେଶ୍‌ ଆବଶ୍ୟକୀୟ ହୋଇପଡ଼ିଛି। ଭିଡିଓ କଲ୍ ସମୟରେ ଅଂଶଗ୍ରହଣକାରୀମାନଙ୍କୁ କ୍ଷୁଦ୍ର କ୍ଷୁଦ୍ର ଗୋଷ୍ଠୀରେ ବିଭକ୍ତ କରିବା ପାଇଁ ଗୁଗୁଲ୍‌ ଏହାର ଭିଡିଓ କନଫରେନ୍ସିଂ ଆପ୍ ମିଟରେ ଏବେ ୧୦୦ଟି  …
ଅଧିକ ଖବର ଦେଖନ୍ତୁ...

ଆପଣ ଡ୍ରଗ୍ସ ସେବନ କରନ୍ତି କି? ସୋସିଆଲ୍‌ ମିଡିଆରେ ପ୍ରଶଂସକଙ୍କ ଏହି ଖୋଲା ପ୍ରଶ୍ନର କି ଉତ୍ତର ରଖିଲେ ୟାମି?

ମୁମ୍ବାଇ: ବେନିୟମ୍‌ ଡ୍ରଗ୍ସ କାରବାର ମାମଲାରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଂଯୋଗ ଥିବା ଖବର ଏବେ ସାରା ଦେଶରେ ଚହଳ ପକାଇଛି। ଜଣେ ପରେ ଜଣେ ବଲିଉଡ୍‌ ତାରକା ଏହି ମାମଲାରେ ଛନ୍ଦି ହୋଇ ହୋଇ ଯାଉଥିବା ବେଳେ ଏବେ ପ୍ରଶଂସକମାନେ ନିଜ ନିଜର ପ୍ରିୟ ତାରକାଙ୍କୁ ନେଇ ସନ୍ଦେହ କରିବା ଆରମ୍ଭ କଲେଣି।…
ଅଧିକ ଖବର ଦେଖନ୍ତୁ...

ବୟସ ଏକ ସଂଖ୍ୟା ମାତ୍ର: ହରିହର ଦୁର୍ଗ ଚଢୁଥିବା ୬୮ ବର୍ଷୀୟା ବୃଦ୍ଧାଙ୍କ ଭିଡିଓ ଭାଇରାଲ୍‌

ମୁମ୍ବାଇ: ବୟସ କେବଳ ଏକ ସଂଖ୍ୟା ମାତ୍ର, ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ୬୮ ବର୍ଷୀୟା ବୃଦ୍ଧା ମହାରାଷ୍ଟ୍ରର ହରିହର ଦୁର୍ଗ ଚଢ଼ିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। At the age…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଡିପ୍-ଡିପ୍ରେସନ : ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ରାୟଗଡ଼ା : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ଡିପ୍ ଡିପ୍ରେସନ୍ ଘଣ୍ଟା ପ୍ରତି ୩ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ବିଶାଖାପାଟଣା ଆଡକୁ ଗତି କରୁଛି। ୧୩ ତାରିଖ ସକାଳେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସ୍ଥଳଭାଗ ଛୁଇଁବାର ଆଶଙ୍କା…
ଅଧିକ ଖବର ଦେଖନ୍ତୁ...

ଘଣ୍ଟାକୁ ୩୩ ପ୍ରକାର ରୋଷେଇ କରି ରେକର୍ଡ ସୃଷ୍ଟି କଲେ କେରଳର ୧୦ ବର୍ଷୀୟା ସାନ୍‌ଭି

କୋଚି: କୁହାଯାଏ ରୋଷେଇ ଛୋଟ ପିଲାଙ୍କ ହାତର କଥା ନୁହେଁ। ବୟସ୍କ ଓ ଅଭିଜ୍ଞ ‌ଲୋକମାନେ ହିଁ ଏହାକୁ ଠିକ୍‌ ଭା‌ବେ ତୁଲାଇ ଥାଆନ୍ତି। ମାତ୍ର ଏହି କଥାକୁ ଭୁଲ୍‌ ପ୍ରମାଣ କରିଛନ୍ତି କେରଳର ୧୦ ବର୍ଷୀୟା କୁନି ଝିଅ ସାନଭି ଏମ ପ୍ରଜିତ। ସେ ଘଣ୍ଟାକ ମଧ୍ୟରେ ୩୩ ପ୍ରକାର ଖାଦ୍ୟ ରୋଷେଇ କରିବାର…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ରସିଦ୍‌ ଖାନ୍‌ ଓ ଅନୁଷ୍କା ଶର୍ମାଙ୍କୁ ପତି-ପତ୍ନୀ ବୋଲି କହୁଛି ଗୁଗୁଲ୍‌!

ନୂଆଦିଲ୍ଲୀ: ଆପଣ ଏ ଖବରଟି ନିଶ୍ଚୟ ପଢ଼ିଥିବେ ଯେ  ଗୁଗୁଲରେ ସର୍ଚ୍ଚ କଲେ ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହିଲିଙ୍କ ସ୍ଥାନରେ ଆସୁଛି ଆଫ୍‌ଗାନିସ୍ଥାନ କ୍ରିକେଟର ରସିଦ୍ ଖାନ୍‌ଙ୍କ ନାମ । ଏହା ଆପଣଙ୍କୁ ଅଦ୍ଭୁତ ଲାଗିପାରେ, କିନ୍ତୁ ଆପଣ ଥରେ ଗୁଗୁଲ ସାଇଟକୁ ଯାଇ ୱାଇଫ୍ ଅଫ୍ ରସିଦ୍ ଖାନ ସର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...