Daily Archives

October 13, 2020

ଅଧିକ ଯୌତୁକ ଦାବିରେ ନିର୍ଯ୍ୟାତନା ଅଭିଯୋଗ: ମହିଳାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁର ଗିରଫ

ବାରିପଦା: ଅଧିକ ଯୌତୁକ ଦାବି କରି ଜଣେ ବିବାହିତ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯିବା ସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ ହୋଇଛି। ବାରିପଦା ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କ ନାମରେ ଆଇପିସିର ଏକାଧିକ ଧାରାରେ ଏକ ମାମଲା…
ଅଧିକ ଖବର ଦେଖନ୍ତୁ...

ଖୋଲିଛି ହୋଟେଲ୍,ଜମିନି ବେପାର : ସୁରକ୍ଷାକୁ ‌ଗୁରୁତ୍ବ, ଏବେ ଖର୍ଚ୍ଚ ଉଠିବା ବି କଷ୍ଟ

କଟକ: କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ସହରରେ ସସମ୍ତ ହୋଟେଲେ ଓ ରେଷ୍ଟୁରାଣ୍ଟ ଗତ ମାସରୁ ଖୋଲିବାକୁ ସରାକରଙ୍କ ଅନୁମତି ମିଳିଛି। ହେଲେ ଏବେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଛି। କରୋନା ଯୋଗୁଁ ପୂର୍ବ ପରି ଗ୍ରାହକ ଆସୁନଥିବାବେଳେ କ୍ଷତିର ସମ୍ମୁଖୀନ ହେଉଛନ୍ତି ହୋଟେଲ ଓ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି କୋଭିଡ ହସ୍‌ପିଟାଲରେ ଭଙ୍ଗାରୁଜା ଘଟଣାରେ ୨ ଦୁଇ ଭାଇ ଗିରଫ

ଭବାନୀପାଟଣ: ଦୁଇ ଦିନ ପୂର୍ବରୁ ସ୍ଥାନୀୟ ବାନ୍ଦୋପଲା କୋଭିଡ ହସ୍‌ପିଟାଲରେ ଚିକିତ୍ସାରେ ଅବହେଳା ଦର୍ଶାଇ ଶିକ୍ଷକ ବିରେନ୍ଦ୍ର ପ୍ରସାଦ ସିଂଙ୍କ ମୃତ୍ୟୁକୁ ପ୍ରସଙ୍ଗ କରି ହୋଇଥିବା ଭଙ୍ଗାରୁଜା ଘଟଣାରେ ସଦର ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାହାଦୂରବଗିଚା ପଡାର ଅଜୟ ରାଉତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩ : ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୯ ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍ ।‌ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ବତ୍ତି ଚେନ୍ନାଇ ୧୬୭ ରନ୍ କରିଥିଲା। ଏହାପରେ ଦ୍ବିତୀୟ ପାଳିରେ…
ଅଧିକ ଖବର ଦେଖନ୍ତୁ...

ବୁଡ଼ି ଯିବ କି ବସ୍ ବ୍ୟବସାୟ ! ୧୧୦୦ ବସ୍‌ରୁ ଚାଲିଛି ମାତ୍ର ୨୦୦; ବସ୍ ପିଛା ଦୈନିକ କ୍ଷତି ୪ ହଜାର

କଟକ: ରାଜ୍ୟରେ ଗଲା ୫ ମାସ ହେବ ବସ ଚଳାଚଳ ହେଲାଣି। କିନ୍ତୁ କଟକରେ ବର୍ତ୍ତମାନ ସୁଦ୍ଧା ଆହୁରି ୯୦୦ ବସ୍ ଚାଲି ପାରିନାହିଁ। ମୋଟ ୧୧ଶହରୁ ଏବେ ଯେଉଁ ୨୦୦ ବସ ଚଳାଚଳକ କରୁଛି, ଗାଡ଼ି ମାଲିକଙ୍କ ଦୈନିକ ତେଲ ଖର୍ଚ୍ଚ ବି ଉଠିପାରୁ ନାହିଁ। ମାସିକ ଗୋଟିଏ ବସ୍ ପିଛା ୧ ଲକ୍ଷ ଟଙ୍କାରୁ ଅଧଇକ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ଭାରତର ୪୪ ସେତୁ ଉଦଘାଟନକୁ ନେଇ ବିବ୍ରତ ଚୀନ୍‌ କହିଲା, ‘ବେଆଇନ ଭାବେ ପ୍ରତିଷ୍ଠିତ’ କେନ୍ଦ୍ରଶାସିତ ଅଞ୍ଚଳ…

ନୂଆଦିଲ୍ଲୀ: ଭାରତ ସହ ଜାରି ରହିଥିବା ସାମରିକ ବିବାଦ ମଧ୍ୟରେ ଚୀନ୍‌ ଆଜି (ମଙ୍ଗଳବାର) କହିଛି ଯେ ‘ବେଆଇନ ଭାବେ ପ୍ରତିଷ୍ଠିତ’ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ସେ ଚିହ୍ନି ନାହିଁ। ଲଦାଖ, ଅରୁଣାଚଳର ସୀମାନ୍ତ ଅଞ୍ଚଳରେ ଭାରତ ପକ୍ଷରୁ ୪୪ଟି ପ୍ରମୁଖ ସେତୁ ଉଦଘାଟନ କରା ଯିବାର ଗୋଟିଏ ଦିନ ପରେ…
ଅଧିକ ଖବର ଦେଖନ୍ତୁ...

ଟ୍ରଲିରେ ବୋହି ହସ୍ପିଟାଲ ନେବା ବାଟରେ ହେଲା ପତ୍ନୀଙ୍କ ମୃତ୍ୟୁ, ଏବେ ପ୍ରତିଶ୍ରୁତି ନେଇ କବୀରଙ୍କ କୁଟୀରରେ ନେତା…

ପୁରୀ: ଜଣେ ଗରିବ ଲୋକକୁ ସହାୟତାର ଆବଶ୍ୟକତା ପଡିଲେ ଅନେକ ମୁହଁ ମୋଡି ଦିଅନ୍ତି, କିନ୍ତୁ ଘଟଣା ପ୍ରଚାର ହୋଇଗଲେ, ଗରିବ ବ୍ୟକ୍ତି ଜଣକ, ବଡ ବଡ ଲୋକଙ୍କ ସହାନୁଭୂତିର ପାତ୍ର ପାଲଟିଯାଏ । ସତ୍ୟବାଦୀର କବୀର ଭୋଇ କାହାର ସହାୟତା ନପାଇ, ନିଜ ପତ୍ନୀଙ୍କୁ ୭୫ କିଲୋମିଟର ଟ୍ରଲିରେ ଆଣିଥିଲେ ।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାରେ ଖାଲି ପଡୁଥିବା ୧୧ଟି ଆସନ ପାଇଁ ଜାରି ହେଲା ବିଜ୍ଞପ୍ତି, ଏହି ଦଳକୁ ହୋଇପାରେ କ୍ଷତି!

ନୂଆଦିଲ୍ଲୀ: ରାଜ୍ୟସଭାରେ ଖାଲି ପଡ଼ିବାକୁ ଥିବା ୧୧ ଟି ଆସନରେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି। ଉତ୍ତରପ୍ରଦେଶର ୧୦ ଟି ଆସନ ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୨୭ ରେ ଏହି ୧୧ ଟି ଆସନ ପାଇଁ ନାମାଙ୍କନ ଦାଖଲ ହେବାକୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଡ଼ରେ ପଡ଼ିଥିବା ପିଜା ବାକ୍ସ ଭିତରୁ ଉଦ୍ଧାର ହେଲା ଶିଶୁ

ନୂଆଦିଲ୍ଲୀ: ମେକ୍ସିକୋର ତଲାଲଟେନାଙ୍ଗୋ ସହର ରାସ୍ତାକଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ପଡ଼ିଥିବା ଏକ ପିଜା ବାକ୍ସ ଭିତରୁ ଏକ ଶିଶୁ ମିଳିବାକୁ ନେଇ ସହରରେ ଆଲୋଡନ ସୃଷ୍ଟି ହୋଇଛି । ନିକଟରେ କିଛି ଲୋକ ତଲାଲଟେନାଙ୍ଗୋ ସହର ରାସ୍ତା ପାଖଦେଇ ଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ମନ୍ଦିର ଖୋଲିବାକୁ ନେଇ ମହାଭାରତ: ଉଦ୍ଧବଙ୍କ ଜବାବ, ହିନ୍ଦୁତ୍ୱ ପାଇଁ କାହାର ସାର୍ଟିଫିକେଟ ଦରକାର ନାହିଁ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମହାଭାରତ ସୃଷ୍ଟି ହୋଇଛି । ଗୋଟିଏ ପଟେ ମନ୍ଦିର ଖୋଲିବା ଦାବିରେ ବିଜେପି କର୍ମୀମାନେ ଆନ୍ଦୋଳନ କରିଛନ୍ତି। ରାଜ୍ୟରେ ମନ୍ଦିର ଖୋଲିଥିବା ବେଳେ ମୁମ୍ବାଇରେ ମନ୍ଦିର କାହିଁକି ବନ୍ଦ ବୋଲି ନାରାବାଜି କରୁଥିବା ଦେଖିବାକୁ ମିଳିଛି ।…
ଅଧିକ ଖବର ଦେଖନ୍ତୁ...