Daily Archives

October 14, 2020

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ପଶ୍ଚିମ ଓଡ଼ିଶାର ଅନ୍ୟ କୌଣସି ସ୍ଥାନ ପାଇଁ କଳାହାଣ୍ଡିର ଓକିଲଙ୍କ ସମର୍ଥନ ନାହିଁ 

ଭବାନୀପାଟଣା: କେନ୍ଦ୍ର ସରକାର ଜଷ୍ଟିସ ଯଶୱନ୍ତ ସିଂ କମିଶନ ଜରିଆରେ ହାଇକୋର୍ଟ ବେଞ୍ଚ ମାନଦଣ୍ଡ ପ୍ରସ୍ତୁତ ପାଇଁ ନିମନ୍ତେ ନିଯୁକ୍ତ କରିଥିଲେ । ଏହି କମିଶନ ଦେଇଥିବା ରିପୋର୍ଟ ଅନୁଯାଇ କଳାହାଣ୍ଡି ଜିଲ୍ଲା ହିଁ ପ୍ରକୃଷ୍ଠ ସ୍ଥାନ ବୋଲି କଳାହାଣ୍ଡି  ହାଇକୋର୍ଟ ବେଞ୍ଚ କ୍ରିୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ରାତି ୧୨ଟା ବେଳେ ବି ପୂଜାରେ ବୁଲିବାର ସାହସ କେବଳ କଟକର ଝିଅଟିଏ ହିଁ କରିପାରେ: ଅଭିନେତ୍ରୀ ମେଘନା ମିଶ୍ର

କଟକ: ବାପା ବମ୍ବେରେ ଇଣ୍ଡିଆନ୍‌ ନେଭିରେ ଅଫିସର୍‌ ଥିଲେ। ସେଇଠି ସ୍କୁଲ ପାଠପଢ଼ା। ରେଭେନ୍ସା କଲେଜରେ ପଢ଼ିବା ପାଇଁ ପ୍ରଥମେ କଟକକୁ ଆସିଥିଲି। ବମ୍ବେ ଭଳି ବଡ଼ ସହରରୁ ଆସିଥିଲି ବୋଲି କଟକ ସହର ମୋତେ ଆଦୌ ଭଲ ଲାଗୁ ନଥିଲା। ଗଳିକନ୍ଦି ରାସ୍ତା ଦେଖି ଚିଡ୍‌ଚିଡ୍‌ ହେଉଥିଲି। ହେଲେ,…
ଅଧିକ ଖବର ଦେଖନ୍ତୁ...

ଡମ୍ପିଂୟାର୍ଡ ପାଲଟିଛି ବେଲଗୁଣ୍ଠା ଶ୍ମଶାନ: ଏଠି ଶବ ଭୋଗୁଛି ଯନ୍ତ୍ରଣା

ବେଲଗୁଣ୍ଠା: ଗତ କିଛି ବର୍ଷ ହେବ ଗଂଜାମ ଜିଲ୍ଲା ବେଲଗୁଣ୍ଠା ସହରର ବିକାଶର ଗତି ଶିଥିଳ ହୋଇନଥିବା ବେଳେ ଶ୍ମଶାନର ଅବସ୍ଥା କହିଲେ ସରିବ ନାହିଁ । ଏଠାକୁ ଶବ ସତ୍କାର ପାଇଁ ଆସୁଥିବା ବ୍ୟକ୍ତିମାନେ ତ ଅସୁବିଧା ଭୋଗୁଛନ୍ତି ତା ସହ ଶବ ମଧ୍ୟ ଯନ୍ତ୍ରଣା ଭୋଗିବା ପରି ଲାଗୁଛି ।ସହରର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବିନା ଚାଳକରେ ରାସ୍ତାରେ କାର ଚାଲୁଥିବା ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ: ଟେସଲ କମ୍ପାନି ଅଟୋ ପାଇଲଟ କାର ପାଇଁ ଚର୍ଚ୍ଚାରେ ରହିଛି। ଏଭଳି ଟେକ୍ନୋଲୋଜି ଥିବା ଏକ କାର ଏପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ମାତ୍ର ସୋସିଆଲ ମିଡିଆରେ କିଛିଦିନ ହେବ ଏକ ବିନା ଚାଳକରେ ଚାଲୁଥିବା କାରର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ:  ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଦ୍ବିତୀୟ ପାଳିରେ ୧୬୨ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୪୮ ରନ୍‌ କରି ପରାଜୟ ବରଣ କରିଛି…
ଅଧିକ ଖବର ଦେଖନ୍ତୁ...

ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଷଣ୍ଢକୁ ପିଟିବା ମହଙ୍ଗା ପଡ଼ିଲା; ବୃଦ୍ଧଙ୍କୁ ଶିଙ୍ଘରେ ଉଠାଇ ରାସ୍ତାରେ କଚାଡ଼ି ଦେଲା

ନୂଆଦିଲ୍ଲୀ: ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ଷଣ୍ଢକୁ ବାଡେଇବା ଜଣେ ବୃଦ୍ଧଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାର  ଭିଡିଓ ଏବେ ସୋସିଆଲ ମିଡିଆରେ ଘରି ବୁଲୁଛି। ଲୋକମାନେ ଏହି ଭିଡିଓକୁ ଦେଖି ବିଭିନ୍ନ ପ୍ରକାର ମଜାଳିଆ ପ୍ରତିକ୍ରିୟା ବି ଦେଉଛନ୍ତି। ଉକ୍ତ ଭିଡିଓରେ ଜଣେ ବୃଦ୍ଧ…
ଅଧିକ ଖବର ଦେଖନ୍ତୁ...

ଜୀବନ ବଞ୍ଚାଇବା ପାଇଁ କାରର ବନେଟ୍ ଉପରକୁ ଚଢ଼ିଗଲେ ଟ୍ରାଫିକ ପୁଲିସ; ଚାଳକ ୪୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲେ

ନୂଆଦିଲ୍ଲୀ: କାର ଚାଳକ ଟ୍ରାଫିକ ପୁଲିସକୁ ଧକ୍କା ଦେବାର ଅନେକ ଘଟଣା ସାମ୍ନାକୁ ଆସିଥିବା ବେ‌ଳେ ନିକଟରେ ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳରେ କାର ଚଳାଉଥିବା ଜଣେ ଯୁବକ ଟ୍ରାଫିକ ପୁଲିସକୁ ଧକ୍କା ମାରି ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ଚାଳକ ଟ୍ରାଫିକ ପୁଲିସକୁ ଧକ୍କା…
ଅଧିକ ଖବର ଦେଖନ୍ତୁ...

କଟକରୁ ୫ ଦେଶୀ ପିସ୍ତଲ ଓ ୫୦ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବିହାର ରାଜ୍ୟରୁ ବନ୍ଧୁକ ଓ ଗୁଳି ଆସୁଛି। ଏଗୁଡ଼ିକ ରାଜଧାନୀ ଭୁବନେଶ୍ୱର ଓ କଟକ ମହାନଗରରେ ବିକ୍ରି ହେଉଛି। ଏହି କାମରେ ନିୟାଜିତ ଅଛନ୍ତି କିଛି ଅପରାଧୀ। ଏଭଳି ଏକ ବେଆଇନ କାରବାରର ପର୍ଦ୍ଦାଫାଶ କରିଛି କଟକର ଚାଉଳିଆଗଂଜ ପୁଲିସ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ ୪ ଜଣ…
ଅଧିକ ଖବର ଦେଖନ୍ତୁ...

ଦେଖୁଦେଖୁ ଘର ସାମ୍ନାରୁ ଯୁବକଙ୍କୁ ଭାସାଇ ନେଲା ବର୍ଷା ପାଣି

ହାଇଦ୍ରାବାଦ: ହାଇଦ୍ରାବାଦରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ସେଣ୍ଟିମିଟର ବର୍ଷା ହୋଇଛି। ଯେଉଁ କାରଣରୁ ସହରର ବିଭିନ୍ନସ୍ଥାନ ଜଳମଗ୍ନ ହୋଇ ଯାଇଛି | ଅନେକ ଅଞ୍ଚଳରେ ପରିସ୍ଥିତି ଏପରି ହୋଇଛି ଯେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଡଙ୍ଗାଗୁଡ଼ିକୁ ରାସ୍ତାକୁ ଆଣିବାକୁ ପଡ଼ିଛି। ପାଣିରେ ଫସି…
ଅଧିକ ଖବର ଦେଖନ୍ତୁ...

ରୋଗୀମାନଙ୍କ ମନୋରଞ୍ଜନ କରିବା ଏବଂ ନିଜର ଚାପ କମାଇବା ପାଇଁ ହସ୍ପିଟାଲରେ ନୃତ୍ୟ କଲେ କରୋନା ଯୋଦ୍ଧା

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କୋଭିଡ -୧୯ର ୬୩,୫୦୯ଟି ନୂତନ ମାମଲା ଆସିବା ସହିତ ମୋଟ ସଂକ୍ରମଣ ସଂଖ୍ୟା ୭୨,୩୯,୩୮୯କୁ ବୃଦ୍ଧି ପାଇଛି। ଏଥିସହିତ ଏହି ରୋଗରୁ ୬୩ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ରୋଗୀଙ୍କୁ ଭଲ କରିବା…
ଅଧିକ ଖବର ଦେଖନ୍ତୁ...