Daily Archives

October 15, 2020

ପରିବା ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ସବୁଠି ଆକାଶ ଛୁଆଁ ଦର, ଆର୍ଥିକ ଦୁଃସ୍ଥିତି ବେଳେ ଦରଦାମ ମାଡ଼ 

ଭଞ୍ଜନଗର: କରୋନା ଦୁର୍ଦ୍ଦିନରେ ସମସ୍ତଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଛି। ଆଉ ଏଭଳି ସ୍ଥିତିରେ ପନିପରିବା ଦରର ଅହେତୁକ ବୃଦ୍ଧି ସାଧାରଣ ଖାଉଟି ଉପରେ  ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ଲକ୍‌ଡାଉନ୍‌ ସମୟରେ ପନିପରିବା ଆମଦାନୀ କମିଥିବାରୁ ଦର ସାମନ୍ୟ ବୃଦ୍ଧି ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଜିଲ୍ଲାରେ ନକ୍ସାରେ ସୀମିତ ମିନି ଷ୍ଟାଡିୟମ୍: ୧୦ ବ୍ଲକରେ ଆଣ୍ଠେଇଛି ଯୋଜନା, କ୍ରୀଡ଼ାବିତ୍ ନିରାଶ

ରାୟଗଡ଼ା: ମିନି ଷ୍ଟାଡିୟମ୍‌ ଲାଗି ଅଧା ବ୍ଲକରେ ଜାଗା ମିଳୁନି। କିଛି ବ୍ଲକରେ ଟଙ୍କା ଖର୍ଚ୍ଚ ହୋଇପାରୁନି। ଯେଉଁଠି କାମ ଆରମ୍ଭ ହୋଇଛି ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସରିପାରୁନି। ଫଳରେ ଜିଲ୍ଲାର ୧୦ ବ୍ଲକରେ ଭୂଇଁରୁ ଉଠିପାରୁନି ମିନି ଷ୍ଟାଡିୟମ୍। ବ୍ଲକ୍-ତହସିଲ କର୍ତ୍ତୃପକ୍ଷଙ୍କ…
ଅଧିକ ଖବର ଦେଖନ୍ତୁ...

କରୋନା ରୋଗୀ ମୃତ୍ୟୁ ଘଟଣା: ବୀରେନ୍ଦ୍ର ପ୍ରସାଦଙ୍କ ମୃତ୍ୟୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର ଲୋକେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ମହକୁମାସ୍ଥିତ ଭବାନୀପାଟଣା କୋଭିଡ ହସ୍‌ପିଟାଲରେ ଚିକିତ୍ସାରେ ଅବହେଳା ଯୋଗୁଁ ୪ ଦିନ ପୂର୍ବରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ନେଇ ଅଭିଯୋଗ ହୋଇଥିଲା। ବିରେନ୍ଦ୍ର ପ୍ରସାଦ ସିଂଙ୍କ ମୃତ୍ୟୁକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ଓ ବିନା ଦୋଷରେ ପୁଲିସ ଗିରଫ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ପ୍ରସିଦ୍ଧ ମାଲାୟାଲାମ କବି ଅକ୍କିଥମ, ଗତବର୍ଷ ମିଳିଥିଲା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ପରଲୋକରେ ମାଲାୟାଲାମ ଭାଷାର ପ୍ରସିଦ୍ଧ କବି ଅକ୍କିଥମ | ୯୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି | ଗତବର୍ଷ ତାଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯାଇଥିଲା | ସେ କେରଳର ଥ୍ରୀସୁରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୨୬ ମସିହାରେ କେରଳର…
ଅଧିକ ଖବର ଦେଖନ୍ତୁ...

ରାହୁଲ ଓ ଗେଲ୍‌ଙ୍କ ଅର୍ଦ୍ଧଶତକ, ୮ ୱିକେଟରେ ବିଜୟୀ ହେଲା କିଙ୍ଗସ୍ ଇଲେଭେନ ପଂଜାବ

ସାରଜା: ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ ପରାସ୍ତ କରିଛି  କିଙ୍ଗସ ଇଲେଭେନ ପଂଜାବ । ଦ୍ବିତୀୟ ପାଳିରେ ବ୍ୟାଟିଂ କରୁଥିବା  ପଂଜାବ ୧୭୨ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୨ଟି…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ହେବ ତ ଏମିତି, ଛାତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ପାହାଡ଼ ଚଢିଲେ ସାର

ଏଥେନ୍ସ: ଅନ୍ୟ ଜଣଙ୍କର ସ୍ୱପ୍ନକୁ ନିଜର ସ୍ୱପ୍ନ ଭାବି ପୂରଣ କରିବା କିଛି ଛୋଟ କଥା ନୁହେଁ | ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ଇଛାକୁ ପୂରଣ କରିବାକୁ ଶିକ୍ଷକଙ୍କ କଠିନ ପରିଶ୍ରମ ଖୁବ କମ ଦେଖିବାକୁ ମିଳେ | ଗ୍ରୀସ ଦେଶରୁ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯେଉଁଠି ଜଣେ ଶିକ୍ଷକ ନିଜ…
ଅଧିକ ଖବର ଦେଖନ୍ତୁ...

ଓଜେଇଇ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବସ୍‌ ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ

ଭୁବନେଶ୍ୱର: ଗଜପତି ଜିଲ୍ଲାରୁ ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଖୋର୍ଦ୍ଧା ଆସୁଥିବା ଏକ  ବସ୍ ମୋହନା‌ ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମୂର୍ତ୍ତି ନିର୍ମାଣ କରିଛନ୍ତି। ୫ ଫୁଟ ଉଚ୍ଚର ଏହି ବାଲୁକା କଳା ନିର୍ମାଣରେ…
ଅଧିକ ଖବର ଦେଖନ୍ତୁ...

ବିହାର ନିର୍ବାଚନରେ କଂଗ୍ରେସ ଟିକଟରେ ମଇଦାନକୁ ଓହ୍ଲାଇବେ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ

ପାଟନା: ଅଭିନେତାରୁ ନେତା ହୋଇଥିବା ଶତ୍ରୁଘ୍ନ ସିହ୍ନା ତାଙ୍କ ପୁଅ ଲଭ ସିହ୍ନାଙ୍କୁ ରାଜନୈତିକ ମଇଦାନରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ​​ଲଭ ସିହ୍ନା ପାଟନାର ବାଙ୍କିପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଭାଗ୍ୟ ପରୀକ୍ଷା କରିବେ। ତେବେ ଲଭଙ୍କୁ ଏଠାରେ…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରଣ କରି ଟନେଲ ନିର୍ମାଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ

ନୂଆଦିଲ୍ଲୀ: ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ଜୋଜିଲା ଟନେଲର କାର୍ଯ୍ୟ | ପ୍ରଥମ ବିସ୍ଫୋଟକ ବିସ୍ଫୋରଣ କରି କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଆଜି ୧୪.୧୫ କିଲୋମିଟର ଲମ୍ବା ଜୋଜିଲା ଟନେଲ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି | ଏହି ଟନେଲର ନିର୍ମାଣ ପରେ ଶ୍ରୀନଗର ଉପତ୍ୟକା ଏବଂ ଲେହ ମଧ୍ୟରେ ବର୍ଷ…
ଅଧିକ ଖବର ଦେଖନ୍ତୁ...